Month: October 2023

ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ଗିରଫ

ଭୁବନେଶ୍ବର : ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ଗିରଫ । ପ୍ରଦୀପ ପ୍ରଧାନଙ୍କୁ ଗିରଫ କଲା ଭୁବନେଶ୍ବର ମହିଳା ଥାନା ପୋଲିସ । ଏକ ମାମଲାରେ ପୁଲିସ ଥାନାକୁ ଡାକିଥିଲା। ତାପରେ ତାଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଥିଲା।…

ଧମକ ପରେ ବି ଗାଜାକୁ ସହାୟତା କରିବେ ଏଲନ୍‌ ମସ୍କ

ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଗାଜାରେ ଗ୍ରାଉଣ୍ଡ ଅପରେସନ ଆରମ୍ଭ କରିଦେଇଛି ଇସ୍ରାଏଲ। ଚାରିପୁଟି ଇସ୍ରାଏଲ ଗାଜାକୁ ଘେରି ରହିଛି। ଇସ୍ରାଏଲ ତରଫରୁ ଗାଜାକୁ ସମସ୍ତ ପ୍ରକାର ଯୋଗାଯୋଗ ବନ୍ଦ କରିଦିଆଯାଇଛି। ଏହାର ପ୍ରଭାବ ହମାସ ଆତଙ୍କୀଙ୍କ…

ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଅବସରରେ ମିନି ମାରାଥନ

ଭୁବନେଶ୍ୱର : ଆଜି ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ । ଏହି ଅବସରରେ ଆଜି ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଏକ ମିନି ମାରାଥନ ଅନୁଷ୍ଠିତ ହୋଇଯାଇଛି । ସକାଳ…

ନଭେମ୍ବର ୧ରୁ କଳାହାଣ୍ତିରେ ଗଡି଼ବ ‘ଲକ୍ଷ୍ମୀ ବସ୍’

କଳାହାଣ୍ଡି: ବିକାଶ ପଥରେ ଆଗଉଛି ଓଡି଼ଶା। ଗାଁ ସହ ଯୋଡି଼ ହେଉଛି ସହର। ଏଣିକି ଦୁର୍ଗମ ଅଞ୍ଚଳରୁ ଆହୁରି ସହଜ ହେବ ଯାତ୍ରା। କାହିଁକିନା ମାଲକାନଗିରି, ଗଜପତି ପରେ ଏବେ କଳହାଣ୍ତି ଜିଲ୍ଲାରେ ଗଡି଼ବ ‘ଲକ୍ଷ୍ମୀ ବସ୍‌’। ଆସନ୍ତା ନଭେମ୍ବର ୧ରୁ…

ମୁଣ୍ଡରେ ଗାମୁଛା ବାନ୍ଧି ଧାନ କାଟିଲେ ରାହୁଲ୍ ଗାନ୍ଧି

ରାୟପୁର: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଦୁଇ ଦିନିଆ ଛତିଶଗଡ଼ ଗସ୍ତରେ ଅଛନ୍ତି। ଗସ୍ତର ଦ୍ୱିତୀୟ ଦିନରେ ରାହୁଲ ଗାନ୍ଧି ଆଜି ସକାଳେ ନୂଆ ରାୟପୁରର କଟିଆ ଗାଁରେ ପହଞ୍ଚିଥିଲେ। ସେ ଏଠାକାର ଚାଷୀଙ୍କ ସହ ମିଶି ଧାନ ଅମଳ କରିଥିଲେ।…

ଖସୁଛି ପାରଦ, ଫୁଲବାଣୀରେ ତାପମାତ୍ରା ୧୩ ଡିଗ୍ରୀ ରେକର୍ଡ

ଭୁବନେଶ୍ୱର: ଖସୁଛି ପାରଦ ବଢୁଛି ଶୀତ। ରାଜ୍ୟରେ ଧିରେ ଧୀରେ ବୃଦ୍ଧି ପାଉଛି ଶୀତ ଲହରି। ଏହାରି ମଧ୍ୟରେ କନ୍ଧମାଳରେ ଗତ ତିନି ଚାରି ଦିନ ହେଲା ରାତି ତାପମାତ୍ରା କ୍ରମାଗତ ଭାବେ ଖସିବାରେ ଲାଗିଛି। ସୁଲୁସୁଲିଆ ପବନ ସାଙ୍ଗକୁ ଚାରିଆଡେ…

ବୃଦ୍ଧି ପାଉଛି ପିଆଜ ଦର, କଳାବଜାରୀଙ୍କ ଉପରେ ହେବ କଡା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ସମଗ୍ର ଓଡିଶାରେ ପିଆଜ ମୂଲ୍ୟରେ ହଠାତ୍ ବୃଦ୍ଧି ଘଟିଥିବା ବେଳେ ହୋର୍ଡିଂ ଏବଂ କଳାବଜାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାର ରବିବାର ଚେତାବନୀ ଦେଇଛନ୍ତି। ପିଆଜ କଳାବାଜାରି ବ୍ୟବସାୟୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା…

ସିଆରପିଏଫ୍ କ୍ୟାମ୍ପରେ ସବ୍‌ ଇନ୍‌ସପେକ୍ଟରଙ୍କ ଆତ୍ମହତ୍ୟା

ନୂଆପଡ଼ା: ବୋଡେନ୍ ଥାନା ଖଡୁପାଣି ସିଆର୍‌ପିଏଫ୍‌ କ୍ୟାମ୍ପରେ ଅଘଟଣ। ନିଜ ବନ୍ଧୁକରୁ ଗୁଳିକରି ୧୯ନଂ ବାଟାଲିଅନ ସବ୍‌ ଇନ୍‌ସପେକ୍ଟରଙ୍କ ଆତ୍ମହତ୍ୟା। ମୃତକ ସବ୍‌ ଇନ୍‌ସପେକ୍ଟର ହେଲେ ଡି. ଗୁଣଶେଖରନ୍‌। ସେ ତାମିଲନାଡୁ ବାସିନ୍ଦା। କ୍ୟାମ୍ପରେ ନିଜ ଡ୍ୟୁଟି ସମୟରେ ଆତ୍ମହାତ୍ୟା କରିଥିବା…

ନେତାଜୀ ବସ ଟର୍ମିନାଲ ବୁଲିଲେ 5T ଅଧ୍ୟକ୍ଷ ଭି କେ ପାଣ୍ଡିଆନ

କଟକ : କଟକ ନେତାଜୀ ବସ ଟର୍ମିନାଲ ବୁଲିଲେ ଫାଇଭ ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ। ଆଜି ଭୋର ସମୟରେ ଖାନନଗରରେ ବୁଲି ଦେଖିଲେ ବସଷ୍ଟାଣ୍ଡ। ଉଦଘାଟନ ପରେ ବସ ଟର୍ମିନାଲ ବୁଲି ଦେଖିବା ସହିତ ସୁବିଧା ଅସୁବିଧା ବୁଝିଥିଲେ।…

ଆଉ ରାସ୍ତାରେ ଗଡ଼ିବନି କଳା-ହଳଦିଆ ଟ୍ୟାକ୍ସି

୬୦ ବର୍ଷର ଇତିହାସ ଉପରେ ଲାଗିବ ବ୍ରେକ। ଆଉ ରାସ୍ତାରେ ଗଡ଼ିବନି କଳା-ହଳଦିଆ ଟ୍ୟାକ୍ସି। ରାଜରାସ୍ତାରୁ ଗାଏବ ହୋଇଯିବ ‘ପ୍ରିମିୟର ପଦ୍ମିନୀ’। ଦୀର୍ଘ ୬ ଦଶନ୍ଧି ଧରି ମୁମ୍ବାଇ ରାସ୍ତାରେ ରାଜ କରୁଥିବା ଏହି କଳା-ହଳଦିଆ ଟ୍ୟାକ୍ସି ଆଉ ଲୋକଙ୍କୁ ସେବା…