Month: October 2023

ରାସ୍ତା ଉପରେ ଆଣ୍ଠେଇଲେ, ନିଜ କାନ ନିଜେ ମୋଡିଲେ, ଚାପୁଡା ଖାଇଲେ ‘ଗାଁ ସାଥୀ’

ଭୁବନେଶ୍ବର:ରାସ୍ତା ମଝିରେ ଧାରଣା ଦେଲେ । ଚପଲ ଖୋଲି ଆଣ୍ଠେଇ ବସିଲେ। ନିଜ କାନକୁ ନିଜେ ମୋଡିଲେ, ଚାପୁଡା ବି ଖାଇଲେ । ତା ପୁଣି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ସମ୍ମୁଖରେ । ଦେଖିଲେ ତ ଲାଗୁଥିଲା ସତେ ଯେମିତି…

ମହାରାଷ୍ଟ୍ରରେ ଚଳନ୍ତା ଟ୍ରେନ୍‌ରେ ଲାଗିଗଲା ନିଆଁ

ମହାରାଷ୍ଟ୍ରରେ ଆଜି ଏକ ଯାତ୍ରୀବାହୀ ଟ୍ରେନ୍‌ରେ ନିଆଁ ଲାଗିଯାଇଛି। ଟ୍ରେନ୍‌ଟି ଅହମଦନଗରରୁ ଆଷ୍ଟୀ ଯାଉଥିବା ବେଳେ ଅପରାହ୍ନ ପ୍ରାୟ ୩ଟା ବେଳେ ସେଥିରେ ନିଆଁ ଲାଗି ଯାଇଥିଲା। ନାରାୟଣଦୋହୋ ଓ ଅହମଦନଗର ସେକ୍ସନ ମଝିରେ ଟ୍ରେନ୍‌ଟିରେ ନିଆଁ ଲାଗିଥିଲା। ଏହି ଅଗ୍ନିକାଣ୍ଡ…

୬୩ କିଲୋ ଗଞ୍ଜେଇ ଜବତ, ଜଣଙ୍କୁ ଗିରଫ କଲା ଅବକାରୀ ବିଭାଗ

ଯାଜପୁର: ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାର୍ଡ ପକ୍ଷରୁ ମାନତିରା ଗାଁରେ ଚଢ଼ାଉ। ଗୋଟେ କାର ସହିତ ୬୩ କେଜି ଗଞ୍ଜେଇ ଜବତ ଓ ଜଣେ ଗିରଫ। ସୂଚନା ମୁତାବକ ଅବକାରୀ ଅଧିକ୍ଷକ ଅମରେନ୍ଦ୍ର କୁମାର ଜେନାଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ମୋବାଇଲ…

‘ଟ୍ରିଗର୍‌ ଉପରେ ଆଙ୍ଗୁଠି’ ଇସ୍ରାଏଲକୁ ଇରାନ୍‌ର କଡ଼ା ଚେତାବନୀ

ଟ୍ରିଗର୍‌ ଉପରେ ଅଛି ଆଙ୍ଗୁଠି। ଖୁବଶୀଘ୍ର ଇହୁଦିମାନେ ଆକ୍ରମଣ ବନ୍ଦ କରନ୍ତୁ। ଯଦି ଆକ୍ରମଣ ବନ୍ଦ ନ ହୁଏ ତେବେ ପରିସ୍ଥିତି ଭୟାବହ ହେବ।’ ଇସ୍ରାଏଲକୁ ଏଭଳି କିଛି କଡା ଚେତାବନୀ ଦେଇଛି ଇରାନ୍‌। ହମାସ ଆକ୍ରମଣ ପରେ ରାଗି ଯାଇଛି…

ଦୁଇ ଘଣ୍ଟା ପାଇଁ ଠପ୍ ହୋଇଗଲା ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ

ପୁରୀ: ହକ୍ ପାଇଁ ହଲାବୋଲ୍ | ଦୁଇ ଘଣ୍ଟାଧରି ଅବରୋଧ ହେଲା ଜାତୀୟ ରାଜପଥ | ପର୍ଯ୍ୟଟକଙ୍କ ଠାରୁ ସାଧାରଣ ଲୋକେ ଦୁର୍ଦ୍ଦଶା ଭୋଗିଥିବାବେଳେ ରାସ୍ତାର ଉଭୟ ପାର୍ଶ୍ୱରେ ଅଟକି ଯାଇଥିଲା ଶହଶହ ଗାଡି। ବାସ୍ତବରେ ଆଜି ହକ୍ ପାଇଁ ପୁରୀ…

ଯୁଦ୍ଧ ଯୋଗୁ ବଢ଼ୁଛି ସୁନା ଦର, ସପ୍ତାହରେ ୩୫ ପ୍ରତିଶତ ବୃଦ୍ଧି

ସୁନା ଦର ଉପରେ ପଡିଛି ଯୁଦ୍ଧର ପ୍ରଭାବ। ଇସ୍ରାଏଲ ଓ ପାଲେଷ୍ଟାଇନ୍ ଯୁଦ୍ଧ ଯାଗୁ ଲଗାତର ବଢି ଚାଲିଛି ସୁନା ଦର। ଏବେ ସୁନାରେ ହାତ ମାରିବା ମୁସକିଲ ହୋଇପଡିଛି। ନବରାତ୍ରି ପୂର୍ବରୁ ଗୋଟିଏ ସପ୍ତାହରେ ସୁନା ଦର ୧୮୫୭ ଟଙ୍କା…

ନିଶା ଦେଇ ଲୁଟୁଥିବା ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଯାତ୍ରୀଙ୍କୁ ନିଶା ଦେଇ ଲୁଟୁଥିବା ମାମଲାରେ ଖାରବେଳନଗର ଥାନା ପୁଲିସ ଦୁଇଦିନ ତଳେ ଚାରିଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବାବେଳେ ଆଜି ଆଉ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ବିଶ୍ଵସ୍ତ ସୂତ୍ରରୁ ହସ୍ତଗତ…

କାର୍ତ୍ତିକ ମାସ ପୂର୍ବରୁ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ଦାବିରେ ଗର୍ଜିଲା କଂଗ୍ରେସ

ପୁରୀ: ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବା, ରତ୍ନଭଣ୍ଡାର ଅଳଙ୍କାର ଗଣତି ଆଦି ଦାବିରେ ବଡ଼ଦାଣ୍ଡରେ କଂଗ୍ରେସ ପକ୍ଷରୁ ଏକ ପଦଯାତ୍ରା କରାଯାଇଛି। ଏଥିରେ ପିସିସି ସଭାପତି ଶରତ ପଟ୍ଟନାୟକ, କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ବିଧାୟକ ତାରା ବାହୀନିପତି ଓ…

ଦୋଷମୁକ୍ତ ହେଲେ ଦୁଇ ମୁଖ୍ୟ ଅଭିଯୁକ୍ତ, ରଦ୍ଦ ହେଲା ଫାଶୀ

ବହୁ ଚର୍ଚ୍ଚିତ ନଏଡା ନିଠାରୀ ମାମଲାରେ ଆସିଲା କୋର୍ଟଙ୍କ ବଡ଼ ରାୟ। ରଦ୍ଦ ହେଲା ଦୁଇ ମୁଖ୍ୟ ଅଭିଯୁକ୍ତଙ୍କ ଫାଶୀ ଦଣ୍ଡାଦେଶ। କେବଳ ସେତିକି ନୁହେଁ ଏମାନେ ଦୋଷମୁକ୍ତ ମଧ୍ୟ ହୋଇଛନ୍ତି। ଆଜି ଆହ୍ଲାବାଦ ହାଇକୋର୍ଟ ନିଠାରୀ ହତ୍ୟାକାଣ୍ଡ ମାମଲାର ଦୁଇ…

ଭାରତକୁ ଚନ୍ଦ୍ରଯାନ-୩ ଟେକ୍ନୋଲୋଜି ମାଗିଥିଲା ନାସା: ଇସ୍ରୋ ମୁଖ୍ୟ

ଚନ୍ଦ୍ରଯାନ-୩ର ସଫଳତା ଭାରତର ଅଭିବୃଦ୍ଧିକୁ ଏକ ମାଇଲେଜ୍ ଦେଇଛି। ଏହି ସଫଳତାରେ ଭାରତର ମହାକାଶ ପ୍ରଯୁକ୍ତିବିଦ୍ୟାକୁ ପ୍ରଶଂସା କରିବାକୁ ବାଧ୍ୟ ହୋଇଛି ସାରା ବିଶ୍ୱ। ଆଉ ଇସ୍ରୋ ବୈଜ୍ଞାନିକଙ୍କ ମନୋବଳ ମଧ୍ୟ ଦ୍ୱିଗୁଣିତ ହୋଇଯାଇଛି। କାରଣ ବିଶ୍ୱ ସର୍ବ ଶ୍ରେଷ୍ଠ ମହାକାଶ…