ଅଜଣା ରୋଗରେ ପୀଡ଼ିତ ହୋଇ ୧୦ଜଣ ମୃତ୍ୟୁ ବରଣ କରିଥିବା ଅଭିଯୋଗ
କେନ୍ଦୁଝର : ଗାଁ ମଶାଣୀରେ ଲିଭୁନି ଜୁଇ! ଗାଁ ଲୋକଙ୍କ ଭିତରେ ଭୟର ବାତାବରଣ ଖେଳି ଯାଇଛି। ଏ ଭୟ ଜୀବନ ପାଇଁ। କାରଣ ମାସେରେ ଗଲାଣି ୧୦ ମୁଣ୍ଡ।। ଆହୁରି ଅନେକ ଅସୁସ୍ଥ ହୋଇ ଘରେ ରହି ଚିକିତ୍ସିତ ହେଉଛନ୍ତି।…
କେନ୍ଦୁଝର : ଗାଁ ମଶାଣୀରେ ଲିଭୁନି ଜୁଇ! ଗାଁ ଲୋକଙ୍କ ଭିତରେ ଭୟର ବାତାବରଣ ଖେଳି ଯାଇଛି। ଏ ଭୟ ଜୀବନ ପାଇଁ। କାରଣ ମାସେରେ ଗଲାଣି ୧୦ ମୁଣ୍ଡ।। ଆହୁରି ଅନେକ ଅସୁସ୍ଥ ହୋଇ ଘରେ ରହି ଚିକିତ୍ସିତ ହେଉଛନ୍ତି।…
ଭଦ୍ରକ : ବାଇକ୍କୁ ଧକ୍କା ଦେଲା ଟ୍ରକ୍। ପରେ ଉଭୟ ବାଇକ୍ ଓ ଟ୍ରକ୍ ଜଳି ଯାଇଥିଲେ। ବାଇକ୍ରେ ବସିଥିବା ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାଟି ଘଟିଛି ଭଦ୍ରକର ବରପଦାରେ। ବରପଦା…
ଭୁବନେଶ୍ବର : କୌଣସି ଅଭିଯୁକ୍ତ କିମ୍ବା ଅପରାଧୀର ନାର୍କୋ ଟେଷ୍ଟ ପାଇଁ ଆଉ ମୁମ୍ବାଇ କିମ୍ବା ରାଜ୍ୟ ବାହାରକୁ ଯିବାକୁ ପଡ଼ିବ ନାହିଁ। ଏଣିକି ଭୁବନେଶ୍ୱରରେ ବି ହୋଇପାରିବ ନାର୍କୋ ଟେଷ୍ଟ। ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ନାର୍କୋ ଆନାଲିସିସ ଟେଷ୍ଟ କରାଯିବ।…
ବାଲେଶ୍ବର : ବାଲେଶ୍ୱର ଜିଲ୍ଲା ନରସିଂହପୁର ପଞ୍ଚାୟତ ପୁରୁଣା ଗାଁରେ ଆଜି ମଧ୍ୟାହ୍ନରେ ଏକ ଗ୍ୟାସ୍ ଟାଙ୍କି ଫାଟି ଏକ ଭୟଙ୍କର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ଜଣେ ପୁରୁଷ ଓ ମହିଳା ଗୁରୁତର ହୋଇଥିବା ଜଣାଯାଇଛି। ସେମାନଙ୍କୁ ନୀଳଗିରି ମେଡିକାଲରେ…
ସୁନ୍ଦରଗଡ଼,୧୯।୧୦ : ସୁନ୍ଦରଗଡ଼ ଜିଲା ଟାଉନ୍ ଥାନା ଅଞ୍ଚଳରେ ଗତ ୨୦୧୬ ଅକ୍ଟୋବରରେ ଘଟିଥିବା ୪ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରି ବଳାତ୍କାର ଏବଂ ହତ୍ୟା ମାମଲାର ଗୁରୁବାର ରାୟ ପ୍ରକାଶ ପାଇଛି। ସୁନ୍ଦରଗଡ଼ ପୋକ୍ସୋ କୋର୍ଟ ଜଜ୍ ତଥା ପ୍ରିଜାଇଡିଂ…
ନୂଆଦିଲ୍ଲୀ : ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କୁ ମିଳିଛି ନୂଆ ଦାୟିତ୍ୱ। ସେ ଓଡ଼ିଶାର ରାଜ୍ୟପାଳ ହେବେ। ତାଙ୍କୁ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ପଦରେ ନିଯୁକ୍ତ କରିଛନ୍ତି। ଏବେ ଓଡ଼ିଶାର ରାଜ୍ୟପାଳ ଭାବେ ପ୍ରଫେସର ଗଣେଶୀ ଲାଲ…
ନୂଆଦିଲ୍ଲୀ : ବଢ଼ିଲା ଆପ୍ ନେତା ତଥା ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଜାମିନ ଅବଧି। ସୁପ୍ରିମକୋର୍ଟ ସତ୍ୟେନ୍ଦ୍ର ଜୈନଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନକୁ ନଭେମ୍ବର ୬ ଯାଏ ବୃଦ୍ଧି କରିଛନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟା ଓ ତାଙ୍କ ମେଡିକାଲ ରିପୋର୍ଟକୁ ଆଧାର…
ଭୁବନେଶ୍ବର : ଆରମ୍ଭ ହେଲାଣି ପାର୍ବଣ ଋତୁ। ଜମିଲାଣି ଭିଡ଼ । ଦଶହରା ବେଳେ କଡ଼ା ସୁରକ୍ଷାରେ ରହିବ ରାଜଧାନୀ । ଶାନ୍ତିଶୃଙ୍ଖଳାର ସହ ପୂଜା ନିମନ୍ତେ ସୁରକ୍ଷା ଦାୟିତ୍ୱରେ ରହିବେ ୩୧ ପ୍ଲାଟୁନ ଫୋର୍ସ । ଚଳିତ ବର୍ଷ ରାଜଧାନୀର…
ଭୁବନେଶ୍ୱର : ରାଜ୍ୟ ସରକାରଙ୍କର ଗ୍ରାମାଭିମୁଖୀ ମହତ୍ତ୍ୱାକାଂକ୍ଷୀ ଯୋଜନା ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ମାଧ୍ୟମରେ ନୂଆ ସଶକ୍ତ ଓଡ଼ିଶା ଗଠନର ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍ ହେବ ପ୍ରତି ପଞ୍ଚାୟତ, ପ୍ରତି…
ନୂଆଦିଲ୍ଲୀ : ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ପାଲେଷ୍ଟାଇନ ରାଷ୍ଟ୍ରପତି ମହମୂଦ ଅବ୍ବାସଙ୍କ ସହ ଫୋନରେ କଥା ହୋଇଛନ୍ତି। ଏହି ସମୟରେ ସେ ଗାଜାର ଅଲ-ଅହଲି ହସ୍ପିଟାଲରେ ବିସ୍ଫୋରଣରେ ପ୍ରାଣ ହରାଇଥିବା…