Month: August 2023

ବଦଳିଲା ଯୁକ୍ତ ଦୁଇ ବିଜ୍ଞାନର ପାଠ୍ୟକ୍ରମ ଓ ପରୀକ୍ଷା ପ୍ରଣାଳୀ

ଭୁବନେଶ୍ୱର: ବଦଳିଲା ଯୁକ୍ତ ଦୁଇ ବିଜ୍ଞାନର ପାଠ୍ୟକ୍ରମ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ଦୁଇରେ ବ୍ୟାପକ ସଂସ୍କାର ଅଣାଯାଉଛି। ଏଣିକି ୨୦୨୩-୨୪ ଶିକ୍ଷାବର୍ଷରୁ ସିବିଏସ୍‌ଇ ଢାଞ୍ଚାରେ +୨ ବିଜ୍ଞାନ ପାଠ୍ୟକ୍ରମକୁ ପରିବର୍ତ୍ତନ କରାଯାଇଛି। ଯୁକ୍ତ ଦୁଇ ବିଜ୍ଞାନ ବିଭାଗର…

ପଶ୍ଚିମ ଓଡ଼ିଶା ପାଳୁଛି ସମ୍ବଲପୁରୀ ଦିନ୍: ଟ୍ଵିଟ୍‌ କରି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ

ସମ୍ବଲପୁର: ଆଜି ପଶ୍ଚିମ ଓଡ଼ିଶା ପାଳୁଛି ସମ୍ବଲପୁରୀ ଦିନ୍ । ଭାଷା ସାହିତ୍ୟର ପୁରୋଧା ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନକୁ ସମ୍ବଲପୁରୀ ଦିନ ଭାବରେ ପାଳନ କରୁଛନ୍ତି ପଶ୍ଚିମ ଓଡ଼ିଶାବାସୀ । ସମ୍ବଲପୁରୀ ପୋଷାକ ସହ ଜମୁଛି ନାଚ ଗୀତର ଆସର ।…

ପଶ୍ଚିମବଙ୍ଗ: ସ୍କୁଲ ଲାବୋରେଟୋରୀରେ ବିସ୍ଫୋରଣ, ଶିକ୍ଷକଙ୍କ ସହ ୧୦ ଛାତ୍ରୀ ଗୁରୁତର

ପଶ୍ଚିମବଙ୍ଗରେ ଏକ ସ୍କୁଲ ଲାବୋରେଟୋରୀରେ କେମିକାଲ୍‌ ବିସ୍ଫୋରଣ ଘଟିଛି। ଆମୋନିଆ ଭର୍ତ୍ତି ଏକ ଜାର୍‌ ଫାଟି ଶିକ୍ଷକଙ୍କ ସହ ୧୦ ଛାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ଉତ୍ତର ୨୪ ପ୍ରଗଣାର ବସିରହାଟ ସବ୍‌ଡିଭିଜନ ଅନ୍ତର୍ଗତ ଟିକି ନଗରପାଳିକାସ୍ଥିତ ଏକ…

ପ୍ରତ୍ୟେକ ଔଷଧ ଉପରେ ରହିବ QR କୋଡ୍, ଜାଣିହେବ ଏହା ଅସଲି ନା ନକଲି

ଦେଶରେ ବଢ଼ୁଥିବା ନକଲି ଔଷଧକୁ ରୋକିବା ପାଇଁ କେନ୍ଦ୍ର ସରକାର ଔଷଧଗୁଡ଼ିକ ଉପରେ QR କୋଡ୍ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଡ୍ରଗ୍ସ କଣ୍ଟ୍ରୋଲର୍‌ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI) ୩୦୦ ଫାର୍ମା କମ୍ପାନୀକୁ ଅଗଷ୍ଟ ୧ରୁ QR କୋଡ୍ ଲଗାଇବାକୁ ନିର୍ଦ୍ଦେଶ…

୪୦୦୧ ବିଧାୟକଙ୍କ ସମ୍ପତ୍ତି ମୂଲ୍ୟ ୫୪,୫୪୫ କୋଟି ଟଙ୍କା

ଆମ ଦେଶର ବିଧାୟକଙ୍କ ସମ୍ପତ୍ତି ୩ଟି ରାଜ୍ୟର ବାର୍ଷିକ ବଜେଟଠାରୁ ବି ଅଧିକା। ଆଜ୍ଞା ହଁ… ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏକଥା ସତ। ମଙ୍ଗଳବାର ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ, ଦେଶରେ କାର୍ଯ୍ୟରତ ୪,୦୦୧ ବିଧାୟକଙ୍କ ନିକଟରେ ଏତେ ପରିମାଣରେ…

ହରିଆଣା ସାଂପ୍ରଦାୟିକ ହିଂସା: ଗୁରୁଗ୍ରାମରେ ପୁଣି ପୋଡ଼ାଜଳା, ଗଲାଣି ୫ ଜୀବନ

ସୋମାବର ଠାରୁ ହରିଆଣାର ନୁହ୍‌ ସମେତ କିଛି ସ୍ଥାନରେ ଭୟଙ୍କର ସାଂପ୍ରଦାୟିକ ସଂଘର୍ଷ ଦେଖିବାକୁ ମିଳିଛି। ଦୁଇ ସଂପ୍ରଦାୟର ଲୋକ ପରସ୍ପରକୁ ଆକ୍ରମଣ କରିବା ସହ ପୋଡ଼ାଜଳା ଓ ଭଙ୍ଗାରୁଜା କରିଛନ୍ତି। ପୁଲିସ୍‌ ଓ ଅର୍ଦ୍ଧସମାରିକ ବାହିନୀ ସୁରକ୍ଷା ଫେରାଇ ଆଣିବାକୁ…

ସୁପ୍ରିମ୍‌କୋର୍ଟଙ୍କ ଆଦେଶ: ମଣିପୁର DGP କୋର୍ଟରେ ହାଜର ହୁଅନ୍ତୁ

ମଣିପୁର ହିଂସା ମାମଲାରେ ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଏହି ସମୟରେ ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ଼ ବଡ଼ ଟିପ୍ପଣୀ ଦେଇ କହିଛନ୍ତି ଯେ ଏହା ସ୍ପଷ୍ଟ ଯେ ରାଜ୍ୟ ପୋଲିସର ସ୍ଥିତି ନିୟନ୍ତ୍ରଣ ବାହାରେ। ମେ ’ରୁ ଜୁଲାଇ ପର୍ଯ୍ୟନ୍ତ…

ବିହାର ସରକାରଙ୍କ ବଡ଼ ବିଜୟ: ଜାତିଗତ ଜନଗଣନାକୁ ହାଇକୋର୍ଟଙ୍କ ଅନୁମତି

ପାଟନା ହାଇକୋର୍ଟରେ ବିହାର ସରକାରଙ୍କ ବଡ଼ ବିଜୟ। ବିହାର ସରକାର ଆରମ୍ଭ କରିଥିବା ଜାତିଗତ ଜନଗଣନା ସପକ୍ଷରେ ରାୟ ଦେଇଛନ୍ତି ହାଇକୋର୍ଟ। ମେ’ ମାସରେ କୋର୍ଟ ଏହା ଉପରେ ରୋକ ଲଗାଇଥିବା ବେଳେ ଆଜି ଚୂଡ଼ାନ୍ତ ରାୟରେ ଜାତିଗତ ଗଣନାକୁ ଅନୁମତି…

ଲୋକମାନ୍ୟ ତିଲକ ପୁରସ୍କାର ଗ୍ରହଣ କଲେ ପ୍ରଧାନମନ୍ତ୍ରୀ, ହାତ ମିଳାଇଲେ ଶରଦ ପାୱାର

ଗୋଟିଏ ମଞ୍ଚରେ ଏକାଠି ହେଲେ ଶାସକ ଏବଂ ବିରୋଧୀ ଦଳର ଦୁଇ ପୁରୁଖା ନେତା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିରୋଧୀ ଦଳ I.N.D.I.A ସଦସ୍ୟ ତଥା ନ୍ୟାସନାଲ୍ କଂଗ୍ରେସ ପାର୍ଟି(NCP) ମୁଖ୍ୟ ଶରଦ ପାୱାର ଗୋଟିଏ ମଞ୍ଚରେ ନଜର ଆସିଥିବା…

ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ୍‌ ସଚିନଙ୍କୁ ଅଣାଗଲା ଭାରତ

ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା ମାମଲାର ମାଷ୍ଟରମାଇଣ୍ଡ ତଥା କୁଖ୍ୟାତ ଗ୍ୟାଙ୍ଗଷ୍ଟର ସଚିନ ବିଷ୍ଣୋଇଙ୍କୁ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍‌ ଆଜରବାଇଜାନ ଦେଶରୁ ଦିଲ୍ଲୀ ଆଣିଛି। ସ୍ପେଶାଲ୍ ସେଲ୍‌ର କାଉଣ୍ଟର ଇଣ୍ଟେଲିଜେନ୍ସ ୟୁନିଟ୍‌ର ଜଣେ ଏସିପି ଓ ଦୁଇ ଇନ୍ସପେକ୍ଟରଙ୍କ…