Month: August 2023

ରାସ୍ତା ଉପରେ ଚଳନ୍ତା ଗାଡ଼ି ମଝିରେ ଧୁ ଧୁ ଜଳିଲା ବିମାନ

ଆକାଶରୁ ହଠାତ୍ ଏକ ବିମାନ ରାସ୍ତା ଉପରକୁ ଖସି ନିଆଁ ଗୋଲାରେ ପରିଣତ ହୋଇଛି। ଏଭଳି ଏକ ମାମଲା ଆସିଛି ନାଇଜେରିଆରୁ। ଏଠାରେ ଏକ ବିମାନ ଲାଗୋସ୍‌ର ଏକ ବ୍ୟସ୍ତବହୁଳ ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି ରାସ୍ତା ଉପରେ ବହୁ ଦୂର…

୧୨ ବର୍ଷର ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ଇଟାଭାଟିରେ ଜିଅନ୍ତା ଜାଳିଦେଲେ

ରାଜସ୍ଥାନର ଭିଲୱାଡ଼ାରେ ୧୨ ବର୍ଷର ଜଣେ ନାବାଳିକାଙ୍କୁ ଜିଅନ୍ତା ଜାଳି ଦେଇଛନ୍ତି। ଗଣଦୁଷ୍କର୍ମ ପରେ ତାଙ୍କୁ ଏକ ଇଟାଭାଟିରେ ପୋଡ଼ି ଦିଆଯାଇଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି। ଇଟାଭାଟି ନିକଟରେ ଝିଅର ଚାନ୍ଦି କଡ଼ା ଦେଖିବା ପରେ ନାବାଳିକାଙ୍କ ପରିବାର ଲୋକଙ୍କ ମନରେ…

ଆହ୍ଲାବାଦ ହାଇକୋର୍ଟଙ୍କ ସବୁଜ ସଙ୍କେତ: ଜ୍ଞାନବ୍ୟାପୀ ପରିସରରେ ହେବ ASI ସର୍ଭେ

ଜ୍ଞାନବ୍ୟାପୀ ମସ୍‌ଜିଦ ପରିସରରେ ହେବ ଏଏସ୍‌ଆଇ ସର୍ଭେ। ଏହାକୁ ଗୁରୁବାର ସବୁଜ ସଙ୍କେତ ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ। ମୁସଲିମ ପକ୍ଷର ଆବେଦନକୁ ପ୍ରତ୍ୟାଖ୍ୟାନ କରି ହାଇକୋର୍ଟ ପ୍ରତ୍ନତାତ୍ତ୍ୱିକ ସର୍ଭେ ଅଫ୍ ଇଣ୍ଡିଆ (ASI)କୁ ଜ୍ଞାନବ୍ୟାପୀରେ ବୈଜ୍ଞାନିକ ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।…

ବିବାହର ୧୮ ବର୍ଷରେ ପତ୍ନୀଙ୍କୁ ଠାରୁ ଅଲଗା ହେଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ

କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ତାଙ୍କ ପତ୍ନୀ ସୋଫି ଗ୍ରେଗୋଆରଙ୍କ ଠାରୁ ବିବାହର ୧୮ ବର୍ଷ ପରେ ଅଲଗା ହେବାକୁ ଯାଉଛନ୍ତି । ଦୁହେଁ ସୋସିଆଲ ମିଡିଆରେ ଏହାର ସୂଚନା ଦେଇଛନ୍ତି । ଇନଷ୍ଟାଗ୍ରାମରେ ପୋଷ୍ଟ୍ କରି ଦୁହେଁ କହିଛନ୍ତି, ଅନେକ…

ହରିୟାଣା ହିଂସା : ଦଙ୍ଗାକାରୀ ଜଳାଇଦେଲେ ମହିଳା ଜଜଙ୍କ କାର୍

ହରିୟାଣା ନୁହରେ ସାଂପ୍ରଦାୟିକ ହିଂସା ବେଳେ ନୁହର ଜଣେ ମହିଳା ଜଜଙ୍କ ଗାଡିରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ସୌଭାଗ୍ୟବଶତଃ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବିଚାରପତି ଏବଂ ତାଙ୍କର ତିନି ବର୍ଷର ଝିଅ। ଥାନାରେ ଅଭିଯୋଗ ପରେ…

ହରିୟାଣା ହିଂସା : ନୁହ ସମେତ ଅନ୍ୟ କେତେକ ସ୍ଥାନରେ ୫ ଅଗଷ୍ଟ ପର୍ଯ୍ୟନ୍ତ ମୋବାଇଲ ଇଣ୍ଟରନେଟ ଏବଂ ଏସଏମଏସ ବନ୍ଦ

ହରିୟାଣା ହିଂସାରେ ସାଂପ୍ରଦାୟିକ ଦଙ୍ଗାକୁ ରୋକିବା ପାଇଁ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଇଣ୍ଟରନେଟ ବନ୍ଦ ରଖାଯାଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ଇଣ୍ଟରନେଟ ସେବା ସ୍ଥଗିତ ଅବଧି ବୃଦ୍ଧି କରିଛନ୍ତି ହରିୟାଣା ସରକାର। ହରିୟାଣା ସମେତ ଅନ୍ୟ କିଛି ସ୍ଥାନର…

ଶ୍ରାବଣ ମାସରେ କରନ୍ତୁ ମୟୂର ପଙ୍ଖର ଏହି ଖାସ୍‌ ଉପାୟ, ଆର୍ଥିକ ସଙ୍କଟ ଦୂର ସହ ମିଳିବ ସବୁ ସୁଖ

ଧର୍ମ, ଜ୍ୟୋତିଷ ତଥା ବାସ୍ତୁ ଶାସ୍ତ୍ରରେ ମୟୂର ପଙ୍ଖକୁ ବହୁତ ଗୁରୁତ୍ୱ ଦିଆଯାଇଛି। ଭଗବାନ ଶ୍ରୀକୃଷ୍ଣ ମୟୂରପଙ୍ଖ କୁ ନିଜ ମୁଣ୍ଡରେ ଧାରଣ କରିଥାନ୍ତି। ଯଦି ଆପଣ ଶ୍ରାବଣ ମାସରେ ମୟୂର ପଙ୍ଖକୁ ନେଇ କିଛି ଖାସ ଉପାୟ କରନ୍ତି ତେବେ…

ଧରାପଡ଼ିଲେ ୫ ପେଷାଦାର ବନ୍ଧୁକ ବେପାରୀ, ୫୦ ରାଉଣ୍ଡ ଗୁଳି ଜବତ

କଟକ: କମିଶନରେଟ ପୁଲିସ ସ୍ୱତନ୍ତ୍ର ଟିମ ପଞ୍ଝାରେ ଧରାପଡ଼ିଲେ ୫ ପେଷାଦାର ବନ୍ଧୁକ ବେପାରୀ। ସେମାନଙ୍କ ଠାରୁ ଜବତ ହୋଇଛି ୫ ବନ୍ଧୁକ ସାଙ୍ଗକୁ ୫୦ ରାଉଣ୍ଡ ଜୀବନ୍ତ ଗୁଳି। ଏହି କାରବାରରେ ବ୍ୟବହାର ହେଉଥିବା ଗୋଟିଏ କାର, ୨ଟି ବାଇକକୁ…

କାନ୍ଥ ଭୁଶୁଡ଼ି ଜଣେ ମୃତ, ୬ ଆହତ

ଲଗାଣ ବର୍ଷା ନେଲା ଜୀବନ। ଦୁଇଟି ଘଟଣାରେ କାନ୍ଥ ଭୁଶୁଡ଼ିବାରୁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଆହତ ହୋଇଛନ୍ତି। ଆଜି କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ ନାହବେଡ଼ାର ଗାଁରେ ବର୍ଷା ଭିଜିଯାଇଥିବା କାନ୍ଥ ଭୁଶୁଡ଼ି ପଡ଼ିବାରୁ ଏହା ତଳେ ଚାପି…

ଉଛୁଳିଲା ବ୍ରାହ୍ମଣୀ, ସମଲ ବ୍ୟାରେଜର ୭ଟି ଗେଟ୍‌ ଖୋଲିଲା

କଣିହାଁ: ଲଗାଣ ବର୍ଷାରେ ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀ ବ୍ରାହ୍ମଣୀ ଭୟଙ୍କର ରୂପ ଧାରଣ କରିଛି। ଗତ ଦୁଇଦିନ ଧରି ପ୍ରବଳ ବର୍ଷାହେବା ଦ୍ବାରା କଣିହାଁ ବ୍ଲକରେ ପ୍ରବାହିତ ହେଉଥିବା ବ୍ରାହ୍ମଣୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଶାଖା ନଦୀ…