Month: June 2023

କୁଆପଥର ଓ ଘୁର୍ଣ୍ଣିଝଡରେ କ୍ଷତିଗ୍ରସ୍ତ ୨୧ ଆଦିବାସୀ ପରିବାର ପାଇଁ ୬.୩୦ ଲକ୍ଷ ସହାୟତା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର/ନାରାୟଣପାଟଣା: ନିକଟରେ କୁଆପଥର ଓ ଘୂର୍ଣ୍ଣିଝଡ଼ରେ କ୍ଷତିଗ୍ରସ୍ତ କୋରାପୁଟ ନାରାୟଣପାଟଣା ବ୍ଲକ ଲଙ୍ଗଳବେଡା ପଞ୍ଚାୟତର କନକପୁଟ ଓ ଦଳେଇପେଟା ଗାଁର ୨୧ଟି ଅତ୍ୟନ୍ତ ଗରିବ ଆଦିବାସୀ ପରିବାରଙ୍କ ଘର ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଛି। ସେମାନଙ୍କ ଘରର ପୁନଃନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ…

ବରିଷ୍ଠ ପ୍ରଶାସନିକ ଅଧିକାରୀ ସ୍ତରରେ ଛୋଟଧରଣର ଅଦଳବଦଳ

ଭୁବନେଶ୍ବର: ରାଜ୍ୟ ସରକାର ବୁଧବାର ବରିଷ୍ଠ ପ୍ରଶାସନିକ ଅଧିକାରୀ ସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି। ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କ୍ରାଇମ୍‌ବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କୁ କ୍ୟାପିଟାଲ୍‌ ରିଜନ ଅର୍ବାନ୍‌ ଟ୍ରାନ୍ସପୋର୍ଟ (କ୍ରୁଟ୍‌)ର ପରିଚାଳନା ନିର୍ଦ୍ଦେଶକ ଭାବେ…

ଯାଜପୁର ରୋଡ ଷ୍ଟେସନରେ କଟି ୬ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ, ୫ ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ଘୋଷଣା

ଭୁବନେଶ୍ବର: ଆଜି ଅପରାହ୍ନରେ ଯାଜପୁର ରୋଡ ଷ୍ଟେସନରେ ଟ୍ରେନରେ କଟି ୬ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟ ତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପାଞ୍ଚ…

ପ୍ରେମିକା ସହିତ ଝଗଡ଼ା କରି ରାଗରେ ରେଲ୍‌ୱେ ସିଗ୍‌ନାଲ୍‌ ବକ୍ସ୍‌ ନଷ୍ଟ କରିଦେଲେ ଯୁବକ

ତିରୁପତ୍ତୁର: ଅଳ୍ପ ଦିନ ତଳେ ସିଗ୍‌ନାଲ୍‌ ବିଭ୍ରାଟ ଯୋଗୁଁ ଦେଶରେ ଭୟାବହ ରେଳ ଦୁର୍ଘଟଣା ଘଟିଥିବା ବେଳେ ତାମିଲନାଡୁର ତିରୁପତ୍ତୁରରେ ଜଣେ ୩୦ ବର୍ଷିୟ ଯୁବକ ତାଙ୍କ ପ୍ରେମିକାଙ୍କ ସହିତ ଝଗଡ଼ା କରି ରାଗରେ ଗୋଟାଏ ରେଲ୍‌ୱେ ସିଗ୍‌ନାଲ୍‌ ବକ୍ସ ନଷ୍ଟ…

କ୍ରୀଡ଼ାମନ୍ତ୍ରୀଙ୍କ ସହ ଆଲୋଚନା ପରେ ଜୁନ୍‌ ୧୫ ପର୍ଯ୍ୟନ୍ତ ଆନ୍ଦୋଳନ ସ୍ଥଗିତ ରଖିବାକୁ ରାଜି ହେଲେ କୁସ୍ତିଯୋଦ୍ଧା

ନୂଆଦିଲ୍ଲୀ: ଡବ୍ଲ୍ୟୁଏଫଆଇ ମୁଖ୍ୟ ବ୍ରଜଭୂଷଣ ଶରଣ ସିଂହଙ୍କ ବିରୋଧରେ ହୋଇଥିବା ଯୌନ ନିର୍ଯାତନା ଅଭିଯୋଗର ତଦନ୍ତ ଜୁନ୍‌ ୧୫ ସୁଦ୍ଧା ଶେଷ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ସରକାର ଅନୁରୋଧ କରିବା ପରେ ଆନ୍ଦୋଳନରତ କୁସ୍ତିଯୋଦ୍ଧାମାନେ ବୁଧବାର ଠାରୁ ଏକ ସପ୍ତାହ…

ଜେଲ ଯାଇ ବି ମୋ ସ୍ବାମୀଙ୍କ ମନୋଭାବ ବଦଳିନାହିଁ, ସେଥିପାଇଁ ମୁଁ ଗର୍ବିତ; ସିସୋଦିଆଙ୍କ ପତ୍ନୀ

ନୂଆଦିଲ୍ଲୀ: ସ୍ତ୍ରୀଙ୍କ ଅସୁସ୍ଥତା ଦର୍ଶାଇ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ୬ ସପ୍ତାହ ପାଇଁ ଅନ୍ତରୀଣ ଜାମିନ ଆବେଦନ ଖାରଜ କରିଥିଲେ ହାଇକୋର୍ଟ। ହେଲେ ତାଙ୍କୁ ପୁଲିସ କଷ୍ଟଡିରେ ରହି ପତ୍ନୀଙ୍କୁ ଭେଟିବାକୁ ଅନୁମତି ଦିଆଯାଇଥିଲା। ଏବେ ସିସୋଦିଆ ୧୦୩ଦିନ…

୪୮ ଘଣ୍ଟାରେ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ, ପାଣିପାଗ ବିଭାଗର ସୂଚନା

ନୂଆଦିଲ୍ଲୀ : ଭାରତୀୟ ଜନଜୀବନ ଓ ଅର୍ଥନୀତିର ଜୀବନ ରେଖା କୁହାଯାଉଥିବା ଦକ୍ଷିଣ-ପଶ୍ଚିମ ମୌସୁମୀର ଆଗମନ ଏବର୍ଷ ବିଳମ୍ବିତ ହୋଇଛି । ସାଧାରଣତଃ ଜୁନ ୧ରେ କେରଳ ଆସୁଥିବା ମୌସୁମୀ ଏବର୍ଷ ଜୁନ ୭ ସୁଦ୍ଧା ବି ଆସିପାରିନାହିଁ । ତେବେ…

ପ୍ରବାସୀଙ୍କ ପାଇଁ ସବୁଠାରୁ ଦାମୀ ଭାରତୀୟ ସହର ମୁମ୍ବାଇ: ସର୍ଭେ

ନୂଆଦିଲ୍ଲୀ: ପ୍ରବାସୀଙ୍କ ପାଇଁ ମୁମ୍ବାଇ ଭାରତର ସବୁଠାରୁ ମହଙ୍ଗା ସହର ଭାବେ ସ୍ଥାନ ପାଇଥିବା ବେଳେ ନୂଆଦିଲ୍ଲୀ ଓ ବେଙ୍ଗାଲୁରୁ ଯଥାକ୍ରମେ ଦ୍ଵିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ୫ଟି ମହାଦେଶର ୨୨୭ଟି ସହରକୁ ମିଶାଇ କରାଯାଇଥିବା ମର୍ସରସ୍‌ ୨୦୨୩ର କଷ୍ଟ…

ବିଏସ୍‌ଏନ୍‌ଏଲ୍‌କୁ ୪ଜି, ୫ଜି ସ୍ପେକ୍ଟ୍ରମ୍‌ ଆବଣ୍ଟନ ପାଇଁ ୮୯,୦୪୭ କୋଟି ଟଙ୍କା ଅନୁମୋଦନ କଲା କ୍ୟାବିନେଟ୍‌

ନୂଆଦିଲ୍ଲୀ: ବିଏସ୍‌ଏନ୍‌ଏଲ୍‌ର ପୁନରୁଦ୍ଧାର ପାଇଁ କେନ୍ଦ୍ର କ୍ୟାବିନେଟ୍‌ ବୁଧବାର ମୋଟ ୮୯,୦୪୭ କୋଟି ଟଙ୍କା ବ୍ୟୟ ଅଟକଳର ତୃତୀୟ ପ୍ୟାକେଜ୍‌କୁ ଅନୁମୋଦନ କରିଛି। ଏହି ପ୍ୟାକେଜ୍‌ରେ ବିଏସ୍‌ଏନ୍‌ଏଲ୍‌ ପାଇଁ ଇକ୍ୱିଟି ଇନ୍‌ଫ୍ୟୁଜନ୍‌ ଜରିଆରେ ୪ଜି ଓ ୫ଜି ସ୍ପେକ୍ଟ୍ରମ୍‌ ଆବଣ୍ଟନ ଅନ୍ତର୍ଭୁକ୍ତ…

ଏବେ କରମଣ୍ଡଳରେ ଯିବାକୁ ଭୟ, ଯାତ୍ରୀଙ୍କ ହାତରେ ଭଗବାନଙ୍କ ପ୍ରତିମା

ନୂଆଦିଲ୍ଲୀ : ବାହାନଗା ଟ୍ରେନ୍ ଦୁର୍ଘଟଣାର ୪ ଦିନ ପରେ ଆଜି ଟ୍ରାକ୍‌ରେ କରମଣ୍ଡଳ ସୁପରଫାଷ୍ଟ ଏକ୍ସପ୍ରେସ୍‌ ଗଡ଼ିଛି। ମଙ୍ଗଳବାର ମଧ୍ୟାହ୍ନ ୧୨ଟା ୫ରେ ବାହାନଗା ଦେଇ କୋଲକାତା ଶାଲିମାର ଅଭିମୁଖେ ଚେନ୍ନାଇ ପଟୁ ଆସିଥିବା ଏହି ଦ୍ରୁତଗାମୀ ଟ୍ରେନ୍ ଯାତ୍ରା…