Month: June 2023

ପାଚିକା-ସହାୟିକାଙ୍କୁ ଭତ୍ତା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି କରୁଥିବା ରାଜ୍ୟର କ୍ଷମତାସୀନ ବିଜେଡି ସରକାର ଆଜି ରାଜ୍ୟର ପ୍ରାଥମିକ ସ୍କୁଲଗୁଡ଼ିକରେ ମଧ୍ୟାହ୍ନଭୋଜନ ଦାୟିତ୍ୱରେ ନିୟୋଜିତ ପାଚିକା ଓ ସହାୟିକାଙ୍କୁ ଶାଢ଼ୀ ଭତ୍ତା ବାଣ୍ଟିଛନ୍ତି । ପ୍ରତ୍ୟେକ ପାଚିକା ଓ ସହାୟିକାଙ୍କୁ ଶାଢ଼ୀ ଭତ୍ତା…

ମହାପ୍ରଭୁଙ୍କ ରଥଯାତ୍ରା ସୁରୁଖୁରୁରେ ଶେଷ କରିବା ଆମ ସମସ୍ତଙ୍କ ଦାୟିତ୍ୱ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର/ପୁରୀ: ମହାପ୍ରଭୁ ଓଡ଼ିଆ ଜାତିର ଶ୍ରେଷ୍ଠ ପରିଚୟ। ମହାପ୍ରଭୁଙ୍କ ରଥଯାତ୍ରାକୁ ସାରା ବିଶ୍ୱ ଚାହିଁ ରହି ଥାଏ। ମହାପ୍ରଭୁଙ୍କ ରଥଯାତ୍ରା ସୁରୁଖୁରୁରେ ଶେଷ କରିବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ରଥଯାତ୍ରା ତୃତୀୟ ତଥା ଶେଷ…

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ପାଇଁ ମଂଚ ବାନ୍ଧୁଛନ୍ତି ବିଜେଡି ସାଂସଦ ଓ ବିଧାୟକ: ସମୀର

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ ଏବେ ବିଭିନ୍ନ ଜିଲ୍ଲାକୁ ଗସ୍ତରେ ଯାଇ ସଭାସମିତି କରି ସାଧାରଣ ଲୋକଙ୍କୁ ଭେଟୁଥିବାବେଳେ ରାଜ୍ୟ ବିଜେପି ଏହାକୁ କଡ଼ା ଭାଷାରେ ସମାଲୋଚନା କରିଛି । ଫାଇଭ-ଟି ସଚିବ…

‘ଓ୍ଵାର୍କ ଫ୍ରମ ହୋମ୍‌’ ବନ୍ଦ ହେବା ପରେ ଭାରତର ସର୍ବବୃହତ ଆଇଟି ଫାର୍ମ ଟିସିଏସ୍‌ ଛାଡ଼ୁଛନ୍ତି ମହିଳା କର୍ମଚାରୀ

ନୂଆଦିଲ୍ଲୀ: କରୋନା ମହାମାରୀ କାଳରେ ଆରମ୍ଭ ହୋଇଥିବା ‘ଓ୍ଵାର୍କ ଫ୍ରମ ହୋମ୍‌’ ବ୍ୟବସ୍ଥାକୁ ବନ୍ଦ କରିଦେବା ପରେ ଅନେକ ମହିଳା କର୍ମଚାରୀ ଭାରତର ସର୍ବବୃହତ ଆଇଟି ଫାର୍ମ ଟାଟା କନସଲଟାନ୍‌ସି ସର୍ଭିସେସ୍‌ (ଟିସିଏସ୍‌) ଛାଡି ଦେଇଛନ୍ତି। ମହିଳା କର୍ମଚାରୀମାନେ ଚାକିରି ଛାଡ଼ିବା…

ନିଟ୍ (ୟୁଜି) ୨୦୨୩ ପରୀକ୍ଷାଫଳ ପ୍ରକାଶିତ, ସ୍ବୟଂ ଶକ୍ତି ତ୍ରିପାଠୀ ଓଡ଼ିଶା ଟପ୍ପର

ନୂଆଦିଲ୍ଲୀ : ଜାତୀୟ ଟେଷ୍ଟିଂ ଏଜେନ୍ସି ପକ୍ଷରୁ କରାଯାଇଥିବା (ନିଟ୍ ) ୨୦୨୩ ପରୀକ୍ଷାଫଳ ପ୍ରକାଶ ପାଇଛି । ଏଥର ମୋଟ ୨୦ ଲକ୍ଷ ୩୮ ହଜାର ୫୯୬ ଜଣ ପରୀକ୍ଷା ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୧ ଲକ୍ଷ ୪୫ ହଜାର…

ଜୁଲାଇ ୪ରେ କୁସ୍ତି ମହାସଂଘର ନିର୍ବାଚନ

ନୂଆଦିଲ୍ଲୀ : ବିବାଦରେ ଥିବା ଭାରତୀୟ କୁସ୍ତି ମହାସଂଘର ନିର୍ବାଚନ ଆସନ୍ତା ଜୁଲାଇ ୪ରେ ଅନୁଷ୍ଠିତ ହେବ। ଏଥିପାଇଁ ଭାରତୀୟ ଅଲିମ୍ପିକ ଆସୋସିଏସନ(ଆଇଓଏ) ପ୍ରକ୍ରିୟା ଆରମ୍ଭ କରିଛି। ନିର୍ବାଚନକୁ ସଂପୂର୍ଣ୍ଣ ନିରପେକ୍ଷ ଓ ସ୍ୱଚ୍ଛତାର ସହ କରିବା ପାଇଁ ଆଇଓଏ ଜମ୍ମୁ-କଶ୍ମୀର…

ମହିଳା ବନ୍ଧୁଙ୍କୁ କକପିଟ୍‌ରେ ବସାଇଥିଲେ ଦୁଇ ପାଇଲଟ, ହେଲା ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ : ପୁଣିଥରେ ଦୁଇ ଜଣ ପାଇଲଟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏୟାର ଇଣ୍ଡିଆ। ଏହି ଦୁଇ ପାଇଲଟ ବିମାନ ଚଳାଇବା ବେଳେ ନିଜର ମହିଳା ବନ୍ଧୁଙ୍କୁ ବେଆଇନ ଭାବେ କକପିଟ୍‌ରେ ପ୍ରବେଶ କରିବାକୁ ଅନୁମତି ଦେଇଥିଲେ। ଦିଲ୍ଲୀରୁ ଲେହ…

ନୀତୀଶ କୁମାରଙ୍କ କ୍ୟାବିନେଟରୁ ଇସ୍ତଫା ଦେଲେ ସନ୍ତୋଷ କୁମାର ସୁମନ

ପାଟନା : ବିହାର ରାଜନୀତିରେ ସବୁ କିଛି ଠିକ ନାହିଁ। ଶାସକ ମେଣ୍ଟରେ ଫାଟ ସୃଷ୍ଟି ହେବାର ସଙ୍କେତ ମିଳିଛି। ଜେଡିୟୁ ଓ ଆରଜେଡି ସହ ହାତ ମିଳାଇଥିବା ଛୋଟ ଛୋଟ ଦଳ ଗୁଡ଼ିକ ଆଉ ନିଜର ଅସ୍ଥିତ୍ୱ ନେଇ ସୁରକ୍ଷିତ…

କ୍ଷମତାରେ ଥିବା ଶିବସେନାଙ୍କୁ ମୋଦି-ଶାହଙ୍କ ଶିବସେନା କହିଲେ ସଂଜୟ

ମୁମ୍ବାଇ : ମହାରାଷ୍ଟ୍ରର ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା ମଙ୍ଗଳବାର ବିଭିନ୍ନ ଖବରକାଗଜରେ ବିଜ୍ଞାପନ ଜାରି କରିଛି। ଏହି ବିଜ୍ଞାପନରେ ‘ଭାରତ ପାଇଁ ମୋଦୀ, ମହାରାଷ୍ଟ୍ର ପାଇଁ ସିନ୍ଦେ’ ଶୀର୍ଷକ ଉଲ୍ଲେଖ କରାଯାଇଛି, ଯେଉଁଥିରେ ବିଜେପିର ଦେବେନ୍ଦ୍ର ଫଡନାଭିସଙ୍କ ଅପେକ୍ଷା ଏକନାଥ…

ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିବା ହେଲା କାଳ, ଗାଡ଼ି ତଳେ ଯୁବକଙ୍କୁ ଚାପିଦେଲେ ଚାଳକ

ମିର୍ଜାପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିବା ହେଲା କାଳ। ଗାଡ଼ି ତଳେ ଯୁବକଙ୍କୁ ଚାପିଦେଲେ ଚାଳକ। ମିର୍ଜାପୁରରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତକଜଣକ ରାଜେଶଧର ଦୁବେ ବୋଲି ଜଣାପଡ଼ିଥିବା ବେଳେ ଘଟଣା ଘଟିବାର ୬ଘଣ୍ଟା‌ ପରେ ପୁଲିସ ଅଭିଯୁକ୍ତ…