Month: June 2023

ମଣିପୁର ହକି ଦଳର ସଂଘର୍ଷର କାହାଣୀ: ହିଂସା ଓ ଅଭାବକୁ ହରାଇଲା ହକି

ରାଉରକେଲା : ସେପଟେ ଭୟାନକ ରୂପ ଧାରଣ କରିଛି ମଣିପୁର ହିଂସା। ହେଲେ, ଏପଟେ ରାଉରକେଲାରେ ଚାଲିଥିବା ୧୩ତମ କନିଷ୍ଠ ଜାତୀୟ ବାଳକ ହକି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି ମଣିପୁରର ଖେଳାଳି। ଏତିକି ନୁହେଁ, ମାସକ ପୂର୍ବେ ମଣିପୁର ଦଳ ନିଜର…

ସାମାଜିକ ଗଣମାଧ୍ୟମରେ ବିବାଦୀୟ ପୋଷ୍ଟ୍‌ ପାଇଁ ତାମିଲନାଡୁ ‘ବିଜେପି’ ରାଜ୍ୟ ସମ୍ପାଦକ ଗିରଫ

ମଦୁରାଇ: ପରିମଳ ଘଟଣାରେ ଜଣେ ‘ଡିଏମ୍‌କେ’ ନେତାଙ୍କୁ ‘ଟୁଇଟର୍‌’ରେ ସମାଲୋଚନା କରିଥିବା ତାମିଲନାଡୁ ରାଜ୍ୟ ‘ବିଜେପି’ ସମ୍ପାଦକ ଏସ୍‌. ଜି. ସୂର୍ଯ୍ୟଙ୍କୁ ଶୁକ୍ରବାର ରାତିରେ ମଦୁରାଇ ପୁଲିସ ଗିରଫ କରିଛି। ଉକ୍ତ ଟୁଇଟ୍‌ ପୋଷ୍ଟ୍‌ରେ ସୂର୍ଯ୍ୟ ‘କମ୍ୟୁନିଷ୍ଟ୍‌ ପାର୍ଟି ଅଫ୍‌ ଇଣ୍ଡିଆ’ର…

ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତ ଆଗରୁ କାର୍‌ରେ ‘ଏନ୍‌ମୋଦୀ’ ନମ୍ବର୍‌ ପ୍ଲେଟ୍‌ ଲଗାଇଲେ ଭାରତୀୟ ବଂଶୋଦ୍ଭବ

ମେରିଲାଣ୍ଡ୍‌: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀଙ୍କ ଆମେରିକା ଗସ୍ତ ଆଗରୁ ଜଣେ ଭାରତୀୟ ବଂଶୋଦ୍ଭବ ପ୍ରଶଂସକ ନିଜ କାର୍‌ରେ ‘ଏନ୍‌ମୋଦୀ’ ଲେଖାଥିବା ନମ୍ବର ପ୍ଲେଟ୍‌ ଲଗାଇଛନ୍ତି। ଆମେରିକାର ମେରିଲାଣ୍ଡ୍‌ରେ ବାସ କରୁଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କର ରାଘବେନ୍ଦ୍ର ନାମକ ଏହି ପ୍ରଶଂସକ କହିଛନ୍ତି ଯେ,…

ପଶ୍ଚିମବଙ୍ଗରେ କେନ୍ଦ୍ରମନ୍ତ୍ରୀ ନିଶିଥ ପ୍ରମାଣିକଙ୍କ ଗାଡି ଉପରେ ଆକ୍ରମଣ

କୋଲକାତା: ପଶ୍ଚିମବଙ୍ଗର କୁଚବିହାରଠାରେ କେନ୍ଦ୍ର ମନ୍ତ୍ରୀ ନିଶିଥ ପ୍ରମାଣିକଙ୍କ କାର ଉପରେ ଆକ୍ରମଣ ହୋଇଛି। କେନ୍ଦ୍ର ମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ ଟିଏମସି ସମର୍ଥକମାନେ ତାଙ୍କ ଗାଡି ଉପରେ ଆକ୍ରମଣ କରିଛନ୍ତି | ପୁଲିସ ଉପସ୍ଥିତିରେ ଏଭଳି ଆକ୍ରମଣ ହୋଇଥିବାରୁ ଏଥିରେ…

ସ୍ୱାଧୀନତା ସମୟରେ ନେତାଜୀ ଜୀବିତ ଥିଲେ ଭାରତର ଵିଭାଜନ ହୋଇନଥାନ୍ତା, ଜିନ୍ନା ବି ନେତାଜୀଙ୍କୁ ସ୍ୱୀକାର କରିଥିଲେ: ଡୋଭାଲ

ନୂଆଦିଲ୍ଲୀ: ‘ସ୍ୱାଧୀନତା ସମୟରେ ଯଦି ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜୀବିତ ଥାନ୍ତେ, ତେବେ ଭାରତ ବିଭାଜିତ ହୋଇନଥାନ୍ତା’। ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ (ଏନଏସଏ ଅଜିତ ଡୋଭାଲ) ଶନିବାର ଆସୋସିଏଟେଡ୍ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଅଫ୍…

ସ୍କୁଲରେ ପଶି ଛାତ୍ରଛାତ୍ରୀଙ୍କ ଉପରକୁ ଗୁଳିଚାଳନା କଲେ ଆତଙ୍କବାଦୀ, ୪୦ରୁ ଅଧିକଙ୍କର ମୃତ୍ୟୁ

କାମ୍ପାଲା: ଉଗାଣ୍ଡାର ଏକ ସ୍କୁଲରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି | ଆଉ ଏହି ଆକ୍ରମଣରେ ୪୦ରୁ ଅଧିକ ଜଣଙ୍କର ମୃତ୍ୟୁ ହୋଇଯାଇଛି | ଆଇଏସଆଇଏସ ସହ ଜଡିତ ଏଡିଏଫ ଆତଙ୍କବାଦୀମାନେ ଏହି ଆକ୍ରମଣ କରିଥିଲେ। ମୃତକଙ୍କ ମଧ୍ୟରୁ ଅଧିକାଂଶ ଛାତ୍ର ହୋଇଥିବାବେଳେ…

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୯ ଜିଲ୍ଲାରେ କାଳବୈଖାଖୀ ସମ୍ଭାବନା: ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ସଂପ୍ରତି ଦିନ ସମୟରେ ରାଜ୍ୟରେ ଅସହ୍ୟ ତାତି ଓ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ଅପରାହ୍ନରୁ ବିଳମ୍ବିତ ସନ୍ଧ୍ୟା ମଧ୍ୟରେ କାଳବୈଶାଖୀ ଜନିତ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ୧୮ ତାରିଖ ରବିବାର…

ରାଜ୍ୟ ସରକାରଙ୍କୁ ବିଜେପି ସାଂସଦଙ୍କ ଟାର୍ଗେଟ ପରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ଏମିତି ପ୍ରତିକ୍ରିୟା ରଖିଲେ ବିଜେଡି ନେତ୍ରୀ

ଭୁବନେଶ୍ବର: ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ପରେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ଆଜି ଅପରାହ୍‌ଣରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ଏହାର ଜବାବ ରଖିଛନ୍ତି। ଗଣମାଧ୍ୟମର ପ୍ରତିନିଧିଙ୍କୁ ଶ୍ରୀମୟୀ କହିଛନ୍ତି, ଭୁବନେଶ୍ବର ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ…

ସାରା ଓଡ଼ିଶାରେ ନିଆଁ ବର୍ଷା: ସୋନପୁରରେ ତାପମାତ୍ରା ୪୫.୭, ବୌଦ୍ଧରେ ୪୫.୬ ଡିଗ୍ରି ରେକର୍ଡ

ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପ୍ରବଳ ଖରା ଓ ଗରମରେ ଲୋକେ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି। ଆଜି ରାଜ୍ୟର ୨୯ଟି ସହରର ତାପମାତ୍ରା ୪୦ ଅଥବା ଏଥିରୁ ଅଧିକ ରେକର୍ଡ ହୋଇଛି। ସୋନପୁରରେ ୪୫.୭ ଡିଗ୍ରି ପାରା ଚଢ଼ିଛି। ଆଞ୍ଚଳିକ…

ଆକାଉଣ୍ଟକୁ ଲକ କରି ଦେଇଥିଲା ଫେସବୁକ, ଏବେ ଗଣିଲା ୪୧ ଲକ୍ଷ ଫାଇନ୍‌

ନୂଆଦିଲ୍ଲୀ : ବିନା କାରଣରେ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଲକ୍‌ କରିବା ସୋଶାଲ ମିଡିଆ ପ୍ଲାଟଫର୍ମ ଫେସବୁକ୍‌କୁ ମହଙ୍ଗା ପଡ଼ିଛି। ଆମେରିକାର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଭୁଲରେ ଲକ୍‌ କରି ଦେଇଥିବାରୁ ଫେସବୁକ ୪୧ ଲକ୍ଷ ଟଙ୍କାର ଫାଇନ ଦେଇଛି। ଫେସବୁକ…