ଭୀଷଣ ଗ୍ରୀଷ୍ମ ପ୍ରବାହ: ଉତ୍ତର ପ୍ରଦେଶ ଓ ବିହାରରେ ୯୮ ଜଣଙ୍କ ମୃତ୍ୟୁ
ପାଟନା : ଭୀଷଣ ଗ୍ରୀଷ୍ମ ପ୍ରବାହ ଯୋଗୁ ଉତ୍ତର ପ୍ରଦେଶ ଓ ବିହାରରେ ଗତ ତିନି ଦିନରେ ୯୮ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଏହି ୯୮ ଜଣଙ୍କ ମଧ୍ୟରୁ ୫୪…
ପାଟନା : ଭୀଷଣ ଗ୍ରୀଷ୍ମ ପ୍ରବାହ ଯୋଗୁ ଉତ୍ତର ପ୍ରଦେଶ ଓ ବିହାରରେ ଗତ ତିନି ଦିନରେ ୯୮ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଏହି ୯୮ ଜଣଙ୍କ ମଧ୍ୟରୁ ୫୪…
ଲଣ୍ଡନ: ଦୁଷ୍କର୍ମ ଅଭିଯୋଗରେ ବ୍ରିଟେନର ଜଣେ ଭାରତୀୟ ଛାତ୍ରଙ୍କୁ ୬ ବର୍ଷ ନଅ ମାସ ଜେଲ ଦଣ୍ଡାଦେଶ ହୋଇଛି। ଜଣେ ୨୦ ବର୍ଷର ଛାତ୍ର ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଥିଲା। ପୁଲିସର ସୂଚନାନୁସାରେ, କୋର୍ଟରେ ଉପସ୍ଥାପିତ ପ୍ରମାଣ ଆଧାରରେ…
ଭୁବନେଶ୍ବର : ଜୁନ୍ ଅଧା ବିତିଯାଇଥିଲେ ମଧ୍ୟ ମୌସୁମୀ ନିର୍ଦ୍ଧାରିତ ସମୟଠାରୁ ବହୁ ବିଳମ୍ବରେ ଚାଲିଛି। ଜୁନ୍ ୧୫ ସୁଦ୍ଧା ମୌସୁମୀ ସମଗ୍ର ଦକ୍ଷିଣ ଉପଦ୍ୱୀପ, ବିହାର, ଝାଡ଼ଖଣ୍ଡର କିଛି ଅଂଶ, ଓଡ଼ିଶା, ମହାରାଷ୍ଟ୍ର ଓ ଛତିଶଗଡ଼ର ଅଧିକାଂଶ ଅଞ୍ଚଳକୁ ଅତିକ୍ରମ…
ନୂଆଦିଲ୍ଲୀ: ୫୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ତେଲେଙ୍ଗାନା ବିଶ୍ବବିଦ୍ୟାଳୟର କୁଳପତି ଦାଚେପଲ୍ଲୀ ରବିନ୍ଦେର ଶନିବାର ଏସିବି (ଆଣ୍ଟି କରପସନ ବ୍ୟୁରୋ) ହାତରେ ଧରାପଡିଛନ୍ତି। ଏକ ଏଜୁକେଶନାଲ ସୋସାଇଟିର ଜଣେ ସଭ୍ୟଙ୍କ ନିକଟରୁ ପରୀକ୍ଷା କେନ୍ଦ୍ର ମଞ୍ଜୁରକୁ ନେଇ ସେ…
ନୂଆଦିଲ୍ଲୀ: ଯାତ୍ରୀବାହି ଏକ୍ସପ୍ରେସ୍ ଟ୍ରେନ୍ ଯିବା ପରେ ତରଳି ବଙ୍କା ହୋଇଗଲା ରେଳ ଲାଇନ୍। ଉତ୍ତରପ୍ରଦେଶରର ଲକ୍ଷ୍ନୌ ଅନ୍ତର୍ଗତ ନିଗୋହନ ରେଳ ଷ୍ଟେଶନରେ ଏହି ଅଘଟଣ ଘଟିଥିବା ବେଳେ ସୌଭାଗ୍ୟକୁ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ଏଡ଼ାଇ ହୋଇଯାଇଛି। ଶନିବାର ଘଟଣା…
ନୂଆଦିଲ୍ଲୀ : ପ୍ରକାଶ ପାଇଛି ଜେଇଇ ଆଡଭାନସଡ ରେଜଲ୍ଟ। ଏଥିରେ ୧୦୦ ପ୍ରତିଶତ ନମ୍ବର ରଖି ହାଇଦ୍ରାବାଦ ଜୋନର ଭି.ସି. ରେଡ୍ଡି ଟପ୍ପର ହୋଇଛନ୍ତି । ଯେତେବେଳେ କି ୫୬ ରାଙ୍କରେ ଥିବା ଏନ୍ଏନ୍ ଭାଭ୍ୟଶ୍ରୀ ମହିଳାଙ୍କ ବର୍ଗରେ ଟପ୍ର ହୋଇଛନ୍ତି।…
ଭୁବନେଶ୍ୱର : ରାଜଧାନୀ ବରମୁଣ୍ଡା ହାଉସିଂ କଲୋନୀ ଗୋଷ୍ଟି କେନ୍ଦ୍ର ଠାରେ ଓଡ଼ିଶାର ଗଣପର୍ବ ରଜ ଅତ୍ୟନ୍ତ ଆନନ୍ଦ ଓ ଉଦ୍ଧିପନା ସହ ଅନୁଷ୍ଠିତ ହୋଇଯାଇଛି । ଇଭେଣ୍ଟ ମ୍ୟାନେଜେମେଣ୍ଟ ଫାର୍ମ ରିତଲୀନା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସମାଜସେବୀ, ମଡେଲ…
ତିଗିରିଆ : ପୁରୀରେ ଶ୍ରୀଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଗୁଣ୍ଡିଚା ଯାତ୍ରା ପାଇଁ କଟକ ଜିଲ୍ଲା ତିଗିରିଆ ବ୍ଲକ୍ର ପ୍ରସିଦ୍ଧ ହସ୍ତତନ୍ତ ଗ୍ରାମ ନୂଆପାଟଣାରୁ ଖଣ୍ଡୁଆ ପାଟ ଓ ତାରାବଳୀ ପାଟ ଶ୍ରୀମନ୍ଦିର ପ୍ରଶାସନ ନିକଟକୁ ପଠାଯାଇଛି। ଏ ସଂପର୍କରେ ନୂଆପାଟଣା ହରିହରପୁରପାଟଣାର ସୁନାମଧନ୍ୟ…
କଟକ: କଟକର କୁଖ୍ୟାତ ତାନ୍ତ୍ରିକ କୈଫି ଖାନର ଆଉ ଜଣେ ସହଯୋଗୀକୁ ଗିରଫ କରିଛି ମଙ୍ଗଳାବାଗ ଥାନା ପୁଲିସ। କୈଫି ଖାନର ସମ୍ପର୍କୀୟ ଅମୀର ଖାଁ ଗିରଫ ହୋଇଛି। ଏବେ ଗିରଫଦାରୀ ସଂଖ୍ୟା ତିନିରେ ପହଞ୍ଚିଛି। ଅମୀରକୁ କୋର୍ଟ ଚାଲାଣ କରାଯାଇଛି।…
ଭୁବନେଶ୍ୱର: ନୟାଗଡ଼ର ପୂର୍ବତନ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର ନାୟକଙ୍କୁ ଭିଜିଲାନ୍ସ ଗିରଫ କରିଥିବା ଜଣାଯାଇଛି। ତାଙ୍କର ଆୟଠାରୁ ୨୬୮% ଅଧିକ ସଂପତ୍ତି ଠାବ କରିବା ପରେ ଭିଜିଲାନ୍ସ ଏହି ପଦକ୍ଷେପ ନେଇଛି। ସୂଚନାଯୋଗ୍ୟ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା…