Spread the love

ଭୁବନେଶ୍ୱର : ରାଜଧାନୀ ବରମୁଣ୍ଡା ହାଉସିଂ କଲୋନୀ ଗୋଷ୍ଟି କେନ୍ଦ୍ର ଠାରେ ଓଡ଼ିଶାର ଗଣପର୍ବ ରଜ ଅତ୍ୟନ୍ତ ଆନନ୍ଦ ଓ ଉଦ୍ଧିପନା ସହ ଅନୁଷ୍ଠିତ ହୋଇଯାଇଛି ।
ଇଭେଣ୍ଟ ମ୍ୟାନେଜେମେଣ୍ଟ ଫାର୍ମ ରିତଲୀନା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସମାଜସେବୀ, ମଡେଲ ଓ ଅଭିନେତ୍ରୀ ସ୍ବପ୍ନ। ପତି, ଫୂଟବଲ ଖେଳାଳୀ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ଅବସରପ୍ରାପ୍ତ ପ୍ରଶାସକ ପ୍ରଦୀପ ବିଶ୍ୱାଳ ଓ ଅଧ୍ୟାପିକା ଲଗ୍ନ। ମହାନ୍ତି ପ୍ରମୁଖ ଅଥିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ ଓ ବିଭିନ୍ନ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିବା କୃତି ଛାତ୍ର ଓ ଛାତ୍ରୀଙ୍କୁ ପୁରସ୍କାର ଓ ମାନପତ୍ର ଓରଦାନ କରିଥିଲେ । ପ୍ରାରମ୍ଭରେ ସଂସ୍ଥା ର ପ୍ରତିଷ୍ଠାତା ରୋଜାଲିନ ପଟ୍ଟନାୟକ ଉତ୍ସବ ସମ୍ପର୍କ ରେ ସମ୍ୟକ ସୂଚନା ଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଆଡ଼ଭୋକେଟ ବିଜୟ ପାତ୍ର, ରଂଯୁକ୍ତା ଦାସ ପ୍ରମୁଖ ଅଥିତି ଭାବେ ଯୋଗଦେଇଥିଲେ ।

fd804f7d-deca-4d33-b7f1-f49f72dab3f1

Leave a Reply

Your email address will not be published. Required fields are marked *