Month: June 2023

ସିରିଜ ଚୋରି ମାମଲାର ପର୍ଦ୍ଦାଫାସ: ଲକ୍ଷାଧିକ ଟଙ୍କାର ମୋବାଇଲ ସହ ସୁନା ଓ ରୁପା ଅଳଙ୍କାର ଜବତ, ୨ ଗିରଫ

ଝାରସୁଗୁଡା: ଗତ କିଛି ମାସ ମଧ୍ୟରେ ଝାରସୁଗୁଡା ଥାନା ଅଞ୍ଚଳରେ ହୋଇଥିବା ସିରିଜ ଚୋରି ମାମଲାର ପର୍ଦ୍ଦାଫାସ ହୋଇଛି। ଏହି ଘଟଣାରେ ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ୧୭ଟି ମୋବାଇଲ ଫୋନ୍‌, ୪୦ଟି ମୋବାଇଲର…

ଦିନକ ପରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା: କାଲି ମଧ୍ୟ ରାତିରୁ କଟକଣା

ପୁରୀ : ଦିନକ ପରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଭକ୍ତଙ୍କ ପାଇଁ ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ମହାବାହୁ। କୋଟି କୋଟି ଶ୍ରଦ୍ଧାଳୁଙ୍କ ଗହଣରେ ମହାପ୍ରଭୁ ରଥରେ ବସି ଶ୍ରୀମନ୍ଦିର ଛାଡ଼ି ଜନ୍ମବେଦୀକୁ ଯିବେ। ସେଥିପାଇଁ ହୋଇଛି ବ୍ୟାପକ ପ୍ରସ୍ତୁତି। ଆସନ୍ତାକାଲି ହେବ ନବଯୌବନ…

‘ମନ୍‌ କି ବାତ୍‌’ରେ ରଥଯାତ୍ରା ପାଇଁ ଆଗୁଆ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର : ଆମେରିକା ଗସ୍ତ ପୂର୍ବରୁ ଆଜି ‘ମନ୍‌ କି ବାତ୍‌’ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସପ୍ତାହେ ପୂର୍ବରୁ କରିଥିବା ‘ମନ୍‌ କି ବାତ୍‌’ରେ ରଥଯାତ୍ରା ପାଇଁ ଆଗୁଆ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ। ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଆଗୁଆ ଶୁଭେଚ୍ଛା…

ଦିନକ ପାଇଁ ଇମିଗ୍ରେସନ ଅଫିସର ହେଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ

ଲଣ୍ଡନ : ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ ଦିନକ ପାଇଁ ଇମିଗ୍ରେସନ ଅଫିସର ହୋଇଛନ୍ତି। ଏଥିସହ ୟୁକେରେ ଅବୈଧ ଭାବେ ରହୁଥିବା ଲୋକଙ୍କୁ ଧରିବାକୁ ବାହାରିଛନ୍ତି। ଏଠାରେ ପୂରା ଦେଶରେ ଚଢ଼େଉ ଜାରି ରହିଥିବା ବେଳେ ଗୃହ ବିଭାଗ ଏନ୍‌ଫୋର୍ସମେଣ୍ଟ ଟିମ୍‌…

ଏସିଆ କପ୍‌ ହକି ବିଜେତା ଦଳର ଓଡ଼ିଶା ଖେଳାଳି ସମ୍ବର୍ଦ୍ଧିତ

ଭୁବନେଶ୍ବର : ଓମାନ୍‌ରେ ଆୟୋଜିତ ଏସିଆ କପ୍‌ ବାଳକ ହକି ଜିତି ଭାରତ ଇତିହାସ ରଚିଥିଲା। ଏହି ବିଜେତା ଦଳରେ ଓଡ଼ିଶାରୁ ୩ ଜଣ ଅମନଦୀପ ଲାକ୍ରା, ସୁଦୀପ ଚିର୍ମାକୋ ଓ ସୁନିତ ଲାକ୍ରା ରହିଥିଲେ। ଏହି ସମସ୍ତ ଖେଳାଳି ପାନପୋଷରେ…

ଟ୍ରେନ ବଗି ଏବେ ଯନ୍ତ୍ରଣା ସେଣ୍ଟରରେ ପରିଣତ ହୋଇଛି, ଆରଜେଡି ସହ ଆପ ଆଣିଲେ ଅଭିଯୋଗ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (ଆପ)ର ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଏବଂ ଲାଲୁ ପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଭାରତୀୟ ରେଳବାଇର ଖରାପ ଅବସ୍ଥାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଅରବିନ୍ଦ…

ବାଣିଜ୍ୟ ଦୂତାବାସ ଆକ୍ରମଣ ପାଇଁ ବ୍ରିଟିଶ ସରକାରଙ୍କ ଅବହେଳାକୁ ଦାୟୀ କଲେ ଜୟଶଙ୍କର

ନୂଆଦିଲ୍ଲୀ : ଲଣ୍ଡନରେ ଭାରତୀୟ ହାଇକମିସନ ବାହାରେ ଖଲିସ୍ତାନ ସମର୍ଥକମାନେ କରିଥିବା ହିଂସା ଉପରେ ପ୍ରତିକ୍ରିୟା ରଖି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ ଯେତେବେଳେ ଭାରତକୁ ସମ୍ମାନ ମିଳେ ନାହିଁ ସେତେବେଳେ ସେ ରାଗି ଯାଆନ୍ତି…

ମୋଦୀ ଓ ଅମିତ ଶାହା ନୀତିନ ଗଡ଼କରୀଙ୍କୁ ପସନ୍ଦ କରନ୍ତି ନାହିଁ: କଂଗ୍ରେସ

ବେଙ୍ଗାଲୁରୁ: କର୍ଣ୍ଣାଟକର କଂଗ୍ରେସ ସରକାର ବିଦ୍ୟାଳୟ ପାଠ୍ୟକ୍ରମରେ ହିନ୍ଦୁତ୍ବବାଦୀ ବିନାୟକ ଦାମୋଦର ସାବରକର ଓ ହେଡଗେୱାରଙ୍କ ଉପରେ ଥିବା ବିଷୟକୁ ବାଦ୍ ଦେବାକୁ ନିଷ୍ପତ୍ତି ନେବା ପରେ ଏହାକୁ ବିଜେପି ଲଗାତାର ବିରୋଧ କରୁଛି | କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ…

ସିକିମରେ ବନ୍ୟା ଯୋଗୁଁ ଅତଡ଼ା ଧସିବାରୁ ଫସି ଯାଇଥିବା ପ୍ରାୟ ୨ ହଜାର ପର୍ଯ୍ୟଟକ ଉଦ୍ଧାର

ଗାଙ୍ଗଟକ : ସିକିମରେ ବନ୍ୟା ଯୋଗୁଁ ଅତଡ଼ା ଧସିବାରୁ ଫସି ଯାଇଥିବା ପ୍ରାୟ ୨ ହଜାର ପର୍ଯ୍ୟଟକ ଉଦ୍ଧାର ହୋଇଛନ୍ତି। ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିବା ପାଇଁ ସେନା ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। ଯାହା ସଫଳ ହୋଇଛି। ଗତକାଲି…

କୋର୍ଟରେ ଆତ୍ମସମର୍ପଣ କଲେ ଅମୀଷା ପଟେଲ

ନୂଆଦିଲ୍ଲୀ : ଏକ ଚେକ୍ ବାଉନ୍ସ ମାମଲାରେ ଶନିବାର ବଲିଉଡ୍ ଅଭିନେତ୍ରୀ ଅମୀଷା ପଟେଲ ରାଞ୍ଚିର ଏକ କୋର୍ଟରେ ଆତ୍ମସମର୍ପଣ କରିଥିଲେ। କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିବା ସହିତ ଜୁନ୍ ୨୧ ତାରିଖରେ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ…