ହୀରାକୁଦର ନିଷିଦ୍ଧାଞ୍ଚଳରେ କାରଖାନା ପାଉଁଶ, ପ୍ରଦୂଷଣ ସୀମା ଲଂଘିଲା ବିରାଜ
ସମ୍ବଲପୁର/ରେଙ୍ଗାଲି : ସୀମା ଲଙ୍ଘିଛି ବିରାଜ ଷ୍ଟିଲ୍ ଆଣ୍ଡ ଏନର୍ଜି ଲିମିଟେଡ୍। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସବୁ ନୀତିନିୟମକୁ ବେଖାତିର କରୁଛି। ଗୋଟିଏ ପଟେ ଏହି କାରଖାନା ଯୋଗୁ ଅଞ୍ଚଳରେ ପ୍ରଦୂଷଣ ବୃଦ୍ଧି ପାଉଥିବା ବେଳେ ଅନ୍ୟ ପଟେ ହୀରାକୁଦ ଜଳଭଣ୍ଡାର…