Month: May 2023

୧୯୭୮ରେ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଯେତେ ରତ୍ନ ଥିଲା ତାହା ଏବେ ଅଛି ତ? ବିଜେପି

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଉପରେ ବିଜେପି ପୁଣି ବର୍ଷିଛି। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ନେଇ ରାଜ୍ୟ ବିଜେପି ସାମ୍ବାଦିକ ସମ୍ମିଳନୀରେ କହିଛି ଯେ, ଜଗନ୍ନାଥଙ୍କ ସମ୍ପତ୍ତି ଲୁଟ କରିଥିବାରୁ ସେମାନଙ୍କୁ କ୍ଷମା ମିଳିବ ନାହିଁ। ରତ୍ନଭଣ୍ଡାରରେ ରତ୍ନ ସୁରକ୍ଷିତ ଅଛି ନା…

ସମ୍ବଲପୁରବାସୀଙ୍କ ସହଯୋଗ ଯୋଗୁ ପରିସ୍ଥିତି ସ୍ୱାଭାବିକ ଅଛି, ବିଜେପି ସଂକୀର୍ଣ୍ଣ ରାଜନୀତି କରୁଛିି: ପ୍ରସନ୍ନ ଆଚାର୍ଯ୍ୟ

ସମ୍ବଲପୁରବାସୀଙ୍କ ସହଯୋଗ ଯୋଗୁ ପରିସ୍ଥିତି ସ୍ୱାଭାବିକ ହୋଇଛି। ସହରରେ ଭାଇଚାରାର ସମ୍ପର୍କ ଫେରିଛି। ଗଣ୍ଡଗୋଳ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। BJPର କିଛି ତୁଙ୍ଗନେତା ଭେଦଭାବ ସୃଷ୍ଟି ପାଇଁ ଉଦ୍ୟମ କରୁଛନ୍ତି । ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି BJP…

ଅପପୁଷ୍ଟି ଅଞ୍ଚଳକୁ ଯିବା ପାଇଁ ଜିଲ୍ଲାପାଳ ଓ ଜିଲ୍ଲା ସ୍ୱାସ୍ଥ୍ୟଙ୍କୁ ନିର୍ଦ୍ଦେଶ

ଅପପୁଷ୍ଟିରେ ଶିକାର ଶିଶୁ ମୃତ୍ୟୁ ଘଟଣାକୁ ଗୁରୁତର ସହ ନେଲେ ଓଡିଶା ହାଇକୋର୍ଟ। ଦାନଗଦି ବ୍ଲକର ଅପପୁଷ୍ଟି ଅଞ୍ଚଳକୁ ଯିବା ପାଇଁ ଯାଜପୁର ଜିଲ୍ଲାପାଳ ଓ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ କୋର୍ଟ। ଗ୍ରାଉଣ୍ଡରୁ ସ୍ଥିତି ପରଖି ରିପୋର୍ଟ ଦାଖଲ…

ଅନନ୍ୟା ଦାସଙ୍କ ସହ ଚଞ୍ଚଳ ରାଣାଙ୍କ ଆଜି ବାହାଘର

ଆଜି ଆଇଏଏସ ଯୋଡିଙ୍କ ବାହାଘର । ବିବାହ ବନ୍ଧନରେ ଆବଦ୍ଧ ହେବେ ସମ୍ବଲପୁର ଜ଼ିଲ୍ଲାପାଳ ଅନନ୍ୟା ଦାସ ଓ ବଲାଙ୍ଗୀର ଜ଼ିଲ୍ଲାପାଳ ଚଞ୍ଚଳ ରାଣା । ତା ପୂର୍ବରୁ ଉଭୟଙ୍କ ସଙ୍ଗୀତର ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ଜ଼ିଲ୍ଲାପାଳ ଯୋଡି…

ଉଚ୍ଚ ତୋରଣ ଉପରେ ଚଢିଯାଇ ଯୁବକଙ୍କ କାଣ୍ଡ

ପାଟଣାଗଡ: ସୋଲେ ଫିଲ୍ମ ଷ୍ଟାଇଲରେ ପ୍ରେମିକ ପ୍ରେମ ନିବେଦନ କରିବାକୁ କେତେବେଳେ ପାଣି ଟାଙ୍କି ଉପରେ ଚଢିଯାଇଥିବାର ଆପଣ ଦେଖିଛନ୍ତି ତ କେତେବେଳେ ଶନି ଠାକୁର ଗୋଡାଇବାରୁ ୩୩କେଭି ଇଲେକ୍ଟ୍ରିକ୍‌ ଖୁଣ୍ଟି ଉପରେ ମହିଳା ଚଢିଯାଇଥିବାର ଦେଖିଛନ୍ତି। ଆଉ କେତେବେଳେ ପ୍ରେମିକାକୁ…

ଏକାମ୍ର କଲେଜ୍‌ ଛାତ୍ରଙ୍କ ଆତ୍ମହତ୍ୟା

ଭୁବନେଶ୍ୱର : ଏକାମ୍ର କଲେଜ୍‌ ଛାତ୍ରଙ୍କ ଆତ୍ମହତ୍ୟା । ଯୁକ୍ତ ୩ ଶେଷ ବର୍ଷର ଛାତ୍ର ଅତୁଲ ସିଆ ଆତ୍ମହତ୍ୟା କରିଛନ୍ତି । ସେ ଯୁକ୍ତ ତିନି ତୃତୀୟ ବର୍ଷର ବାଣିଜ୍ୟ ଛାତ୍ର । ସେ ଘରେ ଶାଢ଼ୀରେ ଆତ୍ମହତ୍ୟା କରିଛନ୍ତି…

ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା; ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଲେ ଅଶୋକ

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ସବୁ ଦଳ ପକ୍ଷରୁ ଜୋରଦାର ପ୍ରଚାର ଚାଲିଥିବା ବେଳେ କଂଗ୍ରେସକୁ ଲାଗିଛି ବଡ଼ ଝଟକା। ଆଜି ଦଳର ଝାରସୁଗୁଡ଼ା ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ଅଶୋକ କୁମାର ମିଶ୍ର। ସେ ତାଙ୍କ ଇସ୍ତଫାପତ୍ର ପିସିସି ସଭାପତି…

ଶିମିଳିପାଳ ଅଭୟାରଣ୍ୟରେ ବିରଳ କଳା ମହାବଳ ବାଘର ମୃତ୍ୟୁ

ବାରିପଦା: ଶିମିଳିପାଳ ଅଭୟାରଣ୍ୟର କୋର୍‌ ଏରିଆର ସାଉଥ ଜୋନରେ ଏକ ସାଢ଼େ ୩ ବର୍ଷର ବିରଳ କଳା ମହାବଳ ବାଘର ମୃତ୍ୟୁ ଘଟିଛି। ଏନେଇ ସୂଚନା ଦେଇଛନ୍ତି ପିସିସିଏଫ୍‌ ସୁଶୀଲ କୁମାର ପପ୍‌ଲି। ସେ କହିଛନ୍ତି, ବାଘ-ବାଘ ମଧ୍ୟରେ ଲଢ଼େଇ ଯୋଗୁଁ…

ବଡ଼ବିଲରେ ଯୁବକଙ୍କୁ ଗୁଳିକରି ହତ୍ୟା

ଚମ୍ପୁଆ : ସ୍ପଷ୍ଟ ଦିବାଲୋକରେ ଗୁଳି କରି ଯୁବକଙ୍କୁ ହତ୍ୟା । ବଡ଼ବିଲ ୬ ନମ୍ବର ୱାର୍ଡ଼ରେ ଏହି ଗୁଳିକାଣ୍ଡ ହୋଇଛି । ମୃତକଙ୍କ ନାଁ ସୁନୀଲ ସିହ୍ନା । ସକାଳ ସାଢ଼େ ୮ଟା ସମୟରେ ସ୍କୁଟିରେ ଘରକୁ ଯିବାବେଳେ, ୱାର୍ଡ…

ନବୋଦୟ ପରୀକ୍ଷାରେ ପ୍ରଶ୍ନପତ୍ର ବିଭ୍ରାଟ: ପଞ୍ଚମ ଶ୍ରେଣୀ ଓଡ଼ିଆ ଛାତ୍ରକୁ ଦିଆଯାଇଛି ତେଲଗୁ ପ୍ରଶ୍ନପତ୍ର

କେନ୍ଦ୍ରାପଡା : ପରୀକ୍ଷା ପ୍ରଶ୍ନପତ୍ରରେ ବଡ଼ ବିଭ୍ରାଟ । ଓଡ଼ିଆ ଭାଷା ସ୍ଥାନରେ ତେଲଗୁ ପ୍ରଶ୍ନପତ୍ର । କାନ୍ଦି କାନ୍ଦି ଫେରିଲେ ପଞ୍ଚମ ଶ୍ରେଣୀ ଛାତ୍ର । କେନ୍ଦ୍ରାପଡା ମାର୍ଶାଘାଇ ମଧୁସାଗର ବିଦ୍ୟାପୀଠରେ ନବୋଦୟ ପରୀକ୍ଷାରେ ଏଭଳି ବିଭ୍ରାଟ ସାମନାକୁ ଆସିଛି…