ଏନସିପି ସଭାପତି ପଦରୁ ହଠାତ୍ ଇସ୍ତଫା ଦେଲେ ଶରଦ ପାୱାର
ମୁମ୍ବାଇ : ଦେଶର ବରିଷ୍ଠ ରାଜନେତା ତଥା ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି(ଏନସିପି)ର ସଭାପତି ପଦରୁ ହଠାତ୍ ଇସ୍ତଫା ଦେଇଛନ୍ତି ଶରଦ ପାୱାର। ଦେଶର ଜଣେ ବରିଷ୍ଠ ବିରୋଧୀ ଦଳର ନେତା ଭାବେ ପରିଚିତ ଶରଦ ପାୱାର ମହାରାଷ୍ଟ୍ରରେ ଶିବସେନା, କଂଗ୍ରେସ ଓ…