୨୦ ଦିନର ଝିଅକୁ ବିଷ ଇଞ୍ଜେକସନ ଦେଲା ପିଶାଚ ବାପା
ନୀଳଗିରି : ୨୦ ଦିନର ଝିଅକୁ ବିଷ ଇଞ୍ଜେକସନ ଦେଇଦେଲା ବାପା। କନ୍ୟା ସନ୍ତାନ ଚାହୁଁନଥିବା ବାପା ଘଟାଇଛି ଏହି ନାରକୀୟ କାଣ୍ଡ। ଶ୍ୱଶୁର ଘରେ ପଶି ପିଶାଚ ବାପା ଝିଅ ଦେହରେ ବିଷ ଇଞ୍ଜେକସନ୍ ଦେଇ ହତ୍ୟା ଉଦ୍ୟମ କରିଛି।…
ନୀଳଗିରି : ୨୦ ଦିନର ଝିଅକୁ ବିଷ ଇଞ୍ଜେକସନ ଦେଇଦେଲା ବାପା। କନ୍ୟା ସନ୍ତାନ ଚାହୁଁନଥିବା ବାପା ଘଟାଇଛି ଏହି ନାରକୀୟ କାଣ୍ଡ। ଶ୍ୱଶୁର ଘରେ ପଶି ପିଶାଚ ବାପା ଝିଅ ଦେହରେ ବିଷ ଇଞ୍ଜେକସନ୍ ଦେଇ ହତ୍ୟା ଉଦ୍ୟମ କରିଛି।…
ଭୁବନେଶ୍ୱର : ଲୋୟର ପିଏମ୍ଜିରେ ମାତାଲ ଜଣେ ବ୍ୟକ୍ତିଙ୍କ ଉନ୍ମତ୍ତକାଣ୍ଡ। ଗଛରେ ଚଢ଼ି ଯିବା ପରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା ଉଦ୍ୟମ। ବହୁ କଷ୍ଟରେ ତାଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ। ତେବେ ଏହି ବ୍ୟକ୍ତି ଜଣଙ୍କ କିଏ ଓ…
ଭୁବନେଶ୍ବର: ଆଜି ରାଜ୍ୟ କ୍ୟାବିନେଟ ବୈଠକରେ ୧୮ଟି ପ୍ରସ୍ତାବ ଅନୁମୋଦିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ‘ମୋ ଘର’ ଯୋଜନା ଅନୁମୋଦିତ ହୋଇଥିଲା | ଏହି ଯୋଜନାରେ ଗ୍ରାମୀଣ ଲୋକଙ୍କୁ ଘର ତିଆରି…
ନୂଆଦିଲ୍ଲୀ: ଦିଲ୍ଲୀର ରୋହିଣୀ ଅଞ୍ଚଳରେ ରବିବାର ସନ୍ଧ୍ୟା ବେଳେ ଜଣେ ୧୬ ବର୍ଷୀୟ ନାବାଳିକାକୁ ତା’ର ପ୍ରେମିକ ନିର୍ମମ ଭାବେ ହତ୍ୟା କରିଥିବା ସାମ୍ନାକୁ ଆସିଛି। ଘଟଣା ଭିଡିଓ ଭାଇରାଲ ହୋଇଥିବା ବେଳେ ପ୍ରଥମେ ଛୁରୀ ଓ ପରେ ପଥରେ ନାବାଳିକାର…
ଭୁବନେଶ୍ବର : ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରତିବର୍ଷ ଜୁନ ୧ରେ କେରଳ ଛୁଇଁଥାଏ । ତାହାର ପ୍ରାୟ ୮ରୁ ୧୦ ପୂର୍ବରୁ ଏହା ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ ଛୁଇଁଥାଏ । କିନ୍ତୁ ଏବର୍ଷ ବିଳମ୍ବ କରି ଆସୁଛି ମୌସୁମୀ । ପୂର୍ବରୁ…
ନୂଆଦିଲ୍ଲୀ : ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଦେଖା କରିବା ପରେ ହଠାତ୍ ଗୁରୁତର ଅସୁସ୍ଥ ହୋଇ ପଡ଼ିଛନ୍ତି ତାଙ୍କ ବେଲାରୁଷ ପ୍ରତିପକ୍ଷ ଆଲେକ୍ସଜାଣ୍ଡର ଲୁକାଶେଙ୍କୋ। ତାଙ୍କୁ ମସ୍କୋର ଗୋଟିଏ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ରିପୋର୍ଟ…
ନୂଆଦିଲ୍ଲୀ : କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ଯେ ଗତ ୬୮ ବର୍ଷ ମଧ୍ୟରେ ଦେଶରେ ୭୪ଟି ବିମାନବନ୍ଦର ପ୍ରତିଷ୍ଠା ହୋଇଛି, କିନ୍ତୁ ଗତ ୯ ବର୍ଷ ମଧ୍ୟରେ ଆମେ ବିମାନବନ୍ଦର, ହେଲିପୋର୍ଟ ଆଦି ସମେତ…
ଇମ୍ଫାଲ : ହିଂସା କ୍ଷତି ଗ୍ରସ୍ତ ମଣିପୁରରେ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ ଓ ରାଜ୍ୟରେ ଧ୍ୱଂସଲୀଳା କରିବାକୁ ବିଭିନ୍ନ ଉଗ୍ରବାଦୀ ସଂଗଠନ ସାଧାରଣ ଲୋକଙ୍କୁ ଢାଲ କରୁଛନ୍ତି। ସେମାନେ ମହିଳା ଓ ଛୋଟ ପିଲାଙ୍କୁ ଆଗରେ ରଖି ନିଜ ଯୋଜନାକୁ କାର୍ଯ୍ୟକାରୀ…
ନୂଆଦିଲ୍ଲୀ : ଜେଡିୟୁର ବୟକଟ ସତ୍ତ୍ୱେ ସଂସଦର ନୂଆ ବିଲଡିଂ ଉଦଘାଟନୀ ଉତ୍ସବରେ ଦଳର ସାଂସଦ ତଥା ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ଯୋଗ ଦେଇଥିଲେ। ହରିବଂଶଙ୍କ ଏପରି ଆଭିମୁଖ୍ୟକୁ ତୀବ୍ର ସମାଲୋଚନା କରିଛି ଜେଡିୟୁ। ଦଳର ମୁଖ୍ୟ ମୁଖପାତ୍ର ନୀରଜ କୁମାର…
କୋଲକାତା : ପଶ୍ଚିମବଙ୍ଗରେ କଂଗ୍ରେସକୁ ଶକ୍ତ ଝଟକା ଲାଗିଛି। ରାଜ୍ୟରେ ଥିବା କଂଗ୍ରେସର ଏକମାତ୍ର ବିଧାୟକ ଆଜି ଦଳକୁ ଅଲବିଦା କହିଛନ୍ତି। ବିଡି ବାରୋନ ଭାବେ ପରିଚିତ ବାୟରନ ବିଶ୍ୱାସ ଆଜି ଟିଏମସିରେ ମିଶିଛନ୍ତି। ବିଶ୍ୱାସଙ୍କୁ ଆଜି ଟିଏମସିର ସାଧାରଣ ସମ୍ପାଦକ…