Month: May 2023

ଧୋନି ଥିଲେ ୩ଥର ଟ୍ରଫି ଜିତି ସାରନ୍ତାଣି ଆରସିବି: ୱସିମ ଅକ୍ରମ

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଆରମ୍ଭ ହେବାର ୧୬ବର୍ଷ ବିତିଛି। ଏହି ୧୬ବର୍ଷ ଭିତରେ ଅନେକ କିଛି ବଦଳି ଥିବା ବେଳେ ୨ଟି ଜିନିଷ ଏବେ ବି ଅପରିବର୍ତ୍ତିତ ରହିଛି। ୧୬ବର୍ଷ ହେଲାଣି ‌ମହେନ୍ଦ୍ର ସିଂହ ଧୋନି ଚେନ୍ନାଇ ସୁପର…

କଙ୍ଗୋରେ ବନ୍ୟା ଯୋଗୁଁ ୨୦୦ରୁ ଅଧିକ ମୃତ, ଅନେକ ନିଖୋଜ

କାଲେହେ: କେନ୍ଦ୍ରୀୟ ଆଫ୍ରିକୀୟ ଦେଶ କଙ୍ଗୋର ପୂର୍ବାଞ୍ଚଳରେ ଭୀଷଣ ବୃଷ୍ଟିପାତଜନିତ ଆକସ୍ମିକ ବନ୍ୟା ଏବଂ ପାହାଡ଼ସ୍ଖଳନଜନିତ ମୃତ୍ୟୁସଂଖ୍ୟ ୨୦୦ ଅତିକ୍ରମ କରିଯାଇଥିବା କଥା ଦକ୍ଷିଣ କିବୁ ପ୍ରଦେଶର ସ୍ଥାନୀୟ ସରକାରୀ ଅଧିକାରୀମାନେ କହିଛନ୍ତି। କାଲେହେର ପ୍ରଶାସକ ଟୋମାସ୍‌ ବ୍ୟାଙ୍କେଜ୍‌ ସାମ୍ବାଦିକମାନଙ୍କୁ କହିଛନ୍ତି…

ଏଥର ଡବଲ ଇଞ୍ଜିନ ଚୋରି ହୋଇଯାଇଛି: ରାହୁଲ ଗାନ୍ଧୀ

ବେଙ୍ଗାଲୁରୁ: ଆସନ୍ତା ମେ ୧୦ ରେ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ପାଇଁ ଭୋଟଗ୍ରହଣ ହେବ | ଆଉ ଏହି ନିର୍ବାଚନ ପାଇଁ ଚାଲିଥିବା ପ୍ରଚାର ଅଭିଯାନ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆସନ୍ତାକାଲିଠାରୁ ପ୍ରଚାର ଉପରେ କଟକଣା ଲାଗିବାକୁ ଥିବାବେଳେ…

ବିଡ଼ାବିଡ଼ା ଟଙ୍କା ଭାସୁଥିବା ଦେଖି ନାଳକୁ ଡେଇଁ ପଡ଼ିଲେ ଲୋକେ: ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ସାସାରାମ (ବିହାର)ର ମୁଫସ୍ସିଲ ଥାନା ଅଧୀନସ୍ଥ ମୁରାଦାବାଦ ନିକଟରେ ଥିବା ଏକ ନାଳରେ ବିପୁଳ ମାତ୍ରାରେ ଟଙ୍କା ବିଡ଼ା ଭାସୁଥିବାର ସୂଚନା ମିଳିଥିଲା। ଏହି ସୂଚନା ମିଳିବା ମାତ୍ରେ ନାଳକୁ ଶହଶହ ଲୋକ ଡେଇଁ ପଡ଼ି ଟଙ୍କା ଗୋଟାଇବାକୁ ଲାଗିଥିଲେ।…

ନିର୍ବାଚନ ପ୍ରଚାର ପାଇଁ ଡେଲିଭରି ବଏଙ୍କ ସ୍କୁଟରରେ ବସିଲେ ରାହୁଲ

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟକ୍ରମ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ନିର୍ବାଚନ ପାଇଁ ସମସ୍ତ ଦଳର ବରିଷ୍ଠ ନେତାଗଣ ଜୋରଦାର ପ୍ରଚାର ଚଳାଇଛନ୍ତି। ଏହି କ୍ରମରେ ରାହୁଲ ଗାନ୍ଧି ବି ପଛରେ ନାହାନ୍ତି। ସେ ଏକ ଭିନ୍ନ…

ଭୁବନେଶ୍ବର ସମେତ ଦେଶର ୪୯୯ ସହ‌ରରେ ନିଟ୍‌ ପରୀକ୍ଷା ଦେଲେ ୨୦ ଲକ୍ଷ ୮୭ ହଜାର ଛାତ୍ରଛାତ୍ରୀ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ସମେତ ଦେଶର ଅନ୍ୟ ସ୍ଥାନରେ ମଧ୍ୟ ଆଜି ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା (ନିଟ୍) ଅନୁଷ୍ଠିତ ହୋଇଯାଇଛି। ଏହି ପରୀକ୍ଷା ଦିନ ୨ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ୨୦ରେ ଶେଷ ହୋଇଥିଲା। ସୂଚନାଯୋଗ୍ୟ, ଚଳିତବର୍ଷ ଦେଶର…

ଏକ ସାପକୁ କ୍ଷୀର ପିଆଉଛନ୍ତି ଉଦ୍ଧବ, ଏନସିପିରେ ଯୋଗ ଦେଇପାରନ୍ତି ରାଉତ: ନୀତେଶ ରାଣେ

ମୁମ୍ବାଇ: ମହାରାଷ୍ଟ୍ରର ରାଜନୀତିରେ ଚାଲିଥିବା ଲଢେଇକୁ ନେଇ ବିଜେପି ବିଧାୟକ ନୀତେଶ ରାଣେଙ୍କ ଏକ ବଡ ବିବୃତ୍ତି ସାମ୍ନାକୁ ଆସିଛି। ସେ ଦାବି କରିଛନ୍ତି ଯେ ସଞ୍ଜୟ ରାଉତ ଜୁନ୍ ୧୦ ପୂର୍ବରୁ ଏନସିପିରେ ଯୋଗଦେଇପାରନ୍ତି । ଆସନ୍ତା କିଛି ଦିନ…

କୁସ୍ତିଯୋଦ୍ଧାଙ୍କୁ ସମର୍ଥନ କରିବା ପାଇଁ ଯନ୍ତର ମନ୍ତରରେ ପହଞ୍ଚିଲେ ଚାଷୀ ନେତା ରାକେଶ ଟିକାୟତ

ନୂଆଦିଲ୍ଲୀ: ଯନ୍ତର ମନ୍ତରରେ କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ ଜାରି ରହିଛି। ଦ୍ବିତୀୟ ପର୍ଯ୍ୟାୟର ଏହି ଆନ୍ଦୋଳନକୁ ରବିବାର ଦୁଇ ସପ୍ତାହ ପୂରିଛି। ହେଲେ ଏପର୍ଯ୍ୟନ୍ତ ଦୋଷୀକୁ ଦଣ୍ଡ ମିଳିନାହିଁ। କୁସ୍ତିଯୋଦ୍ଧା ଭାରତୀୟ କୁସ୍ତି ସଂଘ (ଡବଲ୍ୟୁଏଫ୍‌ଆଇ) ସଭାପତି ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ…

‘ସମୟ ଆସିଲେ ଜବାବ ଦେବୁ’ ବିଲାୱଲ ଭୁଟ୍ଟୋଙ୍କ ବିବାଦୀୟ ବୟାନ ଉପରେ ସଫେଇ ଦେଲା ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଗୋଆରେ ଅନୁଷ୍ଠିତ ହୋଇଥିବା ଏସ୍‌ସିଓ ବିଦେଶ ମନ୍ତ୍ରୀଙ୍କ ବୈଠକରେ ପାକିସ୍ତାନ ବିଦେଶ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଯୋଗ ଦେଇଥିଲେ | ତେବେ ଏହି ଅବସରରେ ବିଲାୱଲ ଏକ ବିବାଦୀୟ ବୟାନ ଦେଇଥିଲେ | ଆଉ ଏହାକୁ ନେଇ ଅସନ୍ତୋଷ ତେଜିବା…

ପ୍ରଥମଥର କର୍ଣ୍ଣାଟକାରେ ସୋନିଆଙ୍କ ପ୍ରଚାର: କହିଲେ- ବିଜେପିର ଲୁଟ ବନ୍ଦ ପାଇଁ କଂଗ୍ରେସକୁ ଭୋଟ ଦିଅନ୍ତୁ

ବେଙ୍ଗାଲୁରୁ : ମେ’ ୧୦ରେ ଭୋଟ ଦେବାକୁ ଯାଉଥିବା କର୍ଣ୍ଣାଟକାରେ ଆଜି ପ୍ରଥମଥର ପାଇଁ ପ୍ରଚାର କରିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧି। ସେ ନିଜର ପ୍ରଥମ କର୍ଣ୍ଣାଟକା ନିର୍ବାଚନ ପ୍ରଚାରରେ ବିଜେପି ଉପରେ ବର୍ଷିବା ସହ କଂଗ୍ରେସକୁ ଭୋଟ…