SHG ମହିଳାଙ୍କ ପାଇଁ ଗଠନ ହେବ ସ୍ୱତନ୍ତ୍ର ପାଣ୍ଠି
ଭୁବନେଶ୍ବର: SHG ସଦସ୍ୟାଙ୍କ ପାଇଁ ଗଠନ ହେବ ସ୍ୱତନ୍ତ୍ର ପାଣ୍ଠି । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଭଳି କାର୍ଯ୍ୟ କରିବ ଏହି ସ୍ୱତନ୍ତ୍ର ଫଣ୍ଡ । କୌଣସି ଏସଏଚଜି ସଦସ୍ୟା ରୋଗଗ୍ରସ୍ତ, ଦୁର୍ଘଟଣାର ଶିକାର ହେଲେ କିମ୍ବା ମୃତ୍ୟୁମୁଖରେ ପଡ଼ିଲେ, ଏହି…
ଭୁବନେଶ୍ବର: SHG ସଦସ୍ୟାଙ୍କ ପାଇଁ ଗଠନ ହେବ ସ୍ୱତନ୍ତ୍ର ପାଣ୍ଠି । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଭଳି କାର୍ଯ୍ୟ କରିବ ଏହି ସ୍ୱତନ୍ତ୍ର ଫଣ୍ଡ । କୌଣସି ଏସଏଚଜି ସଦସ୍ୟା ରୋଗଗ୍ରସ୍ତ, ଦୁର୍ଘଟଣାର ଶିକାର ହେଲେ କିମ୍ବା ମୃତ୍ୟୁମୁଖରେ ପଡ଼ିଲେ, ଏହି…
ଭୁବନେଶ୍ବର: ସରକାରୀ କାର୍ଯ୍ୟରେ ଅବହେଳା ଯୋଗୁଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏଣୁ ୨୨୩ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ଦରମା ବନ୍ଦ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ସୂଚନା ଅନୁଯାୟୀ, ବିଭାଗ ପକ୍ଷରୁ ବାରମ୍ବାର ଜଣାଇବା ସତ୍ତ୍ବେ…
ଯାଜପୁର: ୧୬ନଂ ଜାତୀୟ ରାଜପଥରେ ଥମୁନି ଦୁର୍ଘଟଣା। ବିଶେଷ କରି ଚଣ୍ଡିଖୋଲରୁ ଜାରକା ମଧ୍ୟରେ ବାରମ୍ବାର ଦୁର୍ଘଟଣା ଘଟି ବହୁ ଧନ ଜୀବନ ହାନି ହେଉଛି। ଗତକାଲି ରାତିରେ ୧୬ନଂ ଜାତୀୟ ରାଜପଥର ସାରୋଇ ଛକ ନିକଟରେ ଆଉ ଏକ ମର୍ମନ୍ତୁଦ…
ଟାଙ୍ଗୀ : ଦଳିଦେଲା ଦନ୍ତା, ଶ୍ରମିକଙ୍କ ମୃତ୍ୟୁ । ଖୋର୍ଦ୍ଧା ଜିଲ୍ଲା କମାଗୁରୁ ଗାଁରେ ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ସତ୍ୟ ବେହେରା । ରଣପୁର ବ୍ଲକ ନାଟିନୀ ଗାଁର ୩ଜଣ ବ୍ୟକ୍ତି କମାଗୁରୁ ଗାଁକୁ ସାଇକେଲରେ କୂଅ…
କୋରାପୁଟ : କୋଟିଆ କାହାର? ଓଡ଼ିଶା ନା ଆନ୍ଧ୍ରପ୍ରଦେଶର? ଏହାକୁ ନେଇ ବିବାଦ ଚାଲିଥିବା ଆଜି ଅଭିନବ ଉପାୟରେ ପ୍ରତିବାଦ କରିଛି ଇଣ୍ଡିଆନ ନ୍ୟାସନାଲ ଟ୍ରଷ୍ଟ ଫର୍ ଆର୍ଟ ଆଣ୍ଡ କଲ୍ଚରାଲ ହେରିଟେଜ(ଆଇଏନ୍ଟିଏସିଏଚ୍)। କୋଟିଆ ଡାକଘରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
ଭୁବନେଶ୍ବର : ନବ ଦାସ ହତ୍ୟା ମାମଲାରେ ଏଫ୍ବିଆଇ ସହାୟତା ମଗାଯିବା ଦ୍ୱନ୍ଦ୍ୱ ପ୍ରସଙ୍ଗରେ କ୍ରାଇମବ୍ରାଞ୍ଚର ଦେଇଛି ପ୍ରେସ୍ ରିଲିଜ୍ । ଯେଉଁଥିରେ ଗୃହ ମନ୍ତ୍ରଣାଳୟ ଉତ୍ତରକୁ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଖଣ୍ଡନ କରିଛନ୍ତି । ଏଫ୍ବିଆଇ ସହାୟତା ପାଇଁ…
ଉମରକୋଟ : ତିନି ନବଜାତ ଶିଶୁ ପୁତ୍ରଙ୍କୁ ଜନ୍ମ ଦେଲେ ଆଦିବାସୀ ମହିଳା। ସ୍ୱଭାବିକ କରିଛନ୍ତି ମହିଳା। ପ୍ରସବ ପରେ ମାଆ ଓ ତିନି ଶିଶୁ ସୁସ୍ଥ ଅଛନ୍ତି। ଏଭଳି ଦୁର୍ଲଭ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଅଞ୍ଚଳରେ।…
ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ନିତି ଆୟୋଗ ପରିଚାଳନା ପରିଷଦ ବୈଠକକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବର୍ଜନ କରିଛନ୍ତି। ଦେଶର ବିକାଶ ପାଇଁ ଲକ୍ଷ୍ୟ ନିର୍ଦ୍ଧାରଣ ଓ ରୋଡମ୍ୟାପ୍ ପ୍ରସ୍ତୁତ କରୁଥିବା ଏହି ଗୁରୁତ୍ୱପୂର୍ଣ୍ଣ…
ଭିଲ୍ୱାରା: ‘ରେସ୍ଲିଙ୍ଗ୍ ଫେଡେରେସନ୍’ର ମୁଖ୍ୟ ବ୍ରିଜ୍ଭୂଷଣଙ୍କ କାର୍ଯ୍ୟକଳାପକୁ ପାପ ବୋଲି କହିବା ସହିତ ତାଙ୍କୁ ଜେଲ୍ରେ ଭର୍ତ୍ତି କରିବା ଲାଗି ରାଜସ୍ଥାନର ଭିଲ୍ୱାରାରେ ଆୟୋଜିତ ୩ ଦିନିଆ ଯୋଗ ଶିବିରକୁ ଯାଇଥିବା ବାବା ରାମଦେବ ଆଜି କହିଛନ୍ତି। ବ୍ରିଜ୍ଭୂଷଣଙ୍କ ବିଷୟରେ ପଚାରାଯିବାରୁ…
ନୂଆଦିଲ୍ଲୀ: ବାପାମାଆ ‘ବାଇବେଲ୍’ ରଖିଥିବାରୁ ତାଙ୍କର ୨ ବର୍ଷୀୟ ଝିଅକୁ ଉତ୍ତର କୋରିଆ ଆଜୀବନ ଜେଲ୍ଦଣ୍ଡ ଦେଇଥିବା କଥା ଆମେରିକାର ବୈଦେଶିକ ବିଭାଗ ରିପୋର୍ଟ କରିଛି। ଆମେରିକା ବୈଦେଶିକ ବ୍ୟାପାର ବିଭାଗ ପ୍ରସ୍ତୁତ କରିଥିବା ବର୍ଷ ୨୦୨୨ର ‘ଆନ୍ତର୍ଜାତିକ ଧାର୍ମିକ ସ୍ବାଧୀନତା…