ଫିଲ୍ମ ଷ୍ଟାଇଲରେ ବିଜେପି ନେତାଙ୍କୁ ହତ୍ୟା, ବୋମା ମାଡ଼ ପରେ ଗୋଡ଼ାଇ ଗୋଡ଼ାଇ ହାଣିଲେ
ନୂଆଦିଲ୍ଲୀ : ବିଜେପି ନେତାଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା। କିଛି ଦୁର୍ବୃତ୍ତ ତାମିଲନାଡୁ ବିଜେପିର ଏସ୍ସି/ଏସ୍ଟି ୱିଙ୍ଗ କୋଷାଧ୍ୟକ୍ଷ ତଥା ବଲାପୁରମ ପଞ୍ଚାୟତ ସଭାପତି ପିପି ଜି ଶଙ୍କରଙ୍କୁ ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କରିଛନ୍ତି। ପ୍ରଥମେ…