ସିବିଆଇକୁ ହୀରକ ଜୟନ୍ତୀ ସମାରୋହରେ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି; କହିଲେ, ‘ସତ୍ୟ ଓ ନ୍ୟାୟର ବ୍ରାଣ୍ଡ’
ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ହୀରକ ଜୟନ୍ତୀ ସମାରୋହକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (ସୋମବାର) ଉଦ୍ଘାଟନ କରିବା ସହ ଏହି ଜାତୀୟ ପ୍ରମୁଖ ତଦନ୍ତକାରୀ ସଂସ୍ଥାକୁ ‘ସତ୍ୟ ଓ ନ୍ୟାୟର ବ୍ରାଣ୍ଡ’ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି…