Month: April 2023

ମହିଳା ଫାଇନାନ୍ସ କର୍ମଚାରୀଙ୍କୁ ପଥରରେ ଛେଚି ହତ୍ୟା

ଦେବଗଡ଼ : ଅଫିସରୁ ଭଡ଼ା ଘରକୁ ଫେରିବା ସମୟରେ ଜଣେ ମହିଳା ଫାଇନାନ୍ସ କର୍ମଚାରୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ଦେବଗଡ଼ ଜିଲ୍ଲାର ପ୍ରଧାନପାଟ ରାସ୍ତାର ଭାରତ ଫାଇନାନ୍ସ ଅଫିସ ସମ୍ମୁଖରେ। ମୃତ ମହିଳା ଜଣଙ୍କ ସମ୍ବଲପୁର…

ରାଜ୍ୟରେ ମେ’ ପହିଲାରୁ ଆରମ୍ଭ ହେବ ଓବିସି ସର୍ଭେ

ଭୁବନେଶ୍ବର : ରାଜ୍ୟରେ ମେ ପହିଲାରୁ ଆରମ୍ଭ ହେବ ଓବିସି ବା ପଛୁଆ ବର୍ଗ ସର୍ଭେ। ଯାହା ମେ’ ୨୦ ତାରିଖରେ ସରିବ। ପରେ ମେ’ ୨୧ରୁ ୨୭ ତାରିଖ ଯାଏ ସ୍ପେସାଲ ଡ୍ରାଇଭ ଚାଲିବ। ଉଭୟ ଅନଲାଇନ ଏବଂ ଅଫଲାଇନରେ…

ଦୁର୍ଗମ ଓ ଗ୍ରାମାଞ୍ଚଳରେ ରାତ୍ରିଯାପନ କରିବେ ବଡ଼ ବାବୁ

ଭୁବନେଶ୍ବର : ସବୁ ସଚିବ ଓ ବରିଷ୍ଠ ଅଧିକାରୀମାନେ ବ୍ୟାପକ ଫିଲ୍‌ଡ ଭିଜିଟ୍‌ କରିବେ । ଦୁର୍ଗମ ଓ ଗ୍ରାମାଞ୍ଚଳରେ ରାତ୍ରିଯାପନ କରିବେ । ଏନେଇ ସବୁ ସଚିବ, ସ୍ୱତନ୍ତ୍ର ସଚିବ ଓ ଅତିରିକ୍ତ ମୁଖ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି ଉନ୍ନୟନ…

ଏକାଧିକ କ୍ରସରରେ ଆୟକର ଚଢ଼ଉ

ଧର୍ମଶାଳା : କଳାପଥର କେଳେଙ୍କାରୀକୁ ନେଇ ଚର୍ଚ୍ଚାରେ ଥିବା ଧର୍ମଶାଳା ତହସିଲ ଅଞ୍ଚଳର ୫ କ୍ରସର ଓ ଏକ ପେଟ୍ରୋଲ ପମ୍ପ ଉପରେ ୩ ଦିନ ଧରି ଚଢ଼ାଉ ଜାରି ରହିଛି। ଏହି ମାଲିକଙ୍କ ବିଭିନ୍ନ ସ୍ଥାନରେ ଥିବା କାର୍ଯ୍ୟାଳୟଗୁଡ଼ିକରେ ଏକକାଳୀନ…

ଏପ୍ରିଲ ୧୦ରୁ ଯୁକ୍ତ୨ ଖାତା ଦେଖା, ମେ’ ୭ ପର୍ଯ୍ୟନ୍ତ ଜାରି ରହିବ ମୂଲ୍ୟାୟନ

ଭୁବନେଶ୍ବର: ଏପ୍ରିଲ ୧୦ ତାରିଖ ଠାରୁ ଯୁକ୍ତ ଦୁଇ ବିଜ୍ଞାନ, ବାଣିଜ୍ୟ, କଳା ଓ ଧନ୍ଦାମୂଳକ ଶିକ୍ଷା ବିଷୟରେ ଖାତାଦେଖା ଆରମ୍ଭ ହେବ। ଖାତାଦେଖାକୁ ସରଳୀକରଣ କରିବାକୁ ଯାଇ ଚଳିତ ବର୍ଷ ଦୁଇଟି ପର୍ଯ୍ୟାୟରେ ଏହାକୁ ବିଭକ୍ତ କରାଯାଇଛି। ଦୁଇଟି ପର୍ଯ୍ୟାୟରେ…

ଓଡ଼ିଶାରେ ନିବେଶ ପାଇଁ ଜାପାନୀ ନିବେଶକଙ୍କୁ ଆମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ, ଆସିଲା ୨୫ ହଜାର କୋଟିର ପୁଞ୍ଜିନିବେଶ ପ୍ରସ୍ତାବ

ଟୋକିଓ/ଭୁବନେଶ୍ବର : ଓଡ଼ିଶା ସମଗ୍ର ଭାରତରେ ଏକ ପସନ୍ଦର ପୁଞ୍ଜିନିବେଶସ୍ଥଳୀ ପାଲଟିଛି । ନିଜର ପ୍ରାକୃତିକ ସମ୍ବଳ, ନିଜର ଅବସ୍ଥାନ, କୁଶଳୀ ମାନବ ସମ୍ବଳ ଯୋଗୁଁ ଓଡ଼ିଶା ସମଗ୍ର ଦେଶର ଏକ ଶିଳ୍ପକେନ୍ଦ୍ରରେ ପରିଣତ ହୋଇଛି ବୋଲି ଜାପାନୀ ନିବେଶକଙ୍କୁ ଆମନ୍ତ୍ରଣ…

ଜିଏସ୍‌ଟି ଅଧିକାରୀଙ୍କ ପାଖରେ ୬୪ ଲକ୍ଷ ଟଙ୍କାର ସୁନା; ନଗଦ ୬.୫୯ ଲକ୍ଷ, ୧.୪ କୋଟିର ବ୍ୟାଙ୍କ ଓ ବୀମା ଠାବ

ଭୁବନେଶ୍ବର: ସିଟି ଆଣ୍ଡ ଜିଏସ୍‌ଟି ଅଧିକାରୀ ଚିତ୍ତରଂଜନ ମହାନ୍ତିଙ୍କ ପୁଳାପୁଳା ସଂପତ୍ତି ଠାବ ହୋଇଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଭିଜିଲାନ୍ସ ଯାଞ୍ଚ ବେଳେ ୨ଟି ଲକରରୁ ୧.୦୬୦ କିଲୋ ସୁନା ଗହଣା ସମେତ ୧୯ଟି ସୁନା ବିସ୍କୁଟ ଠାବ…

ଚିଲିକା ମଝିରେ ଫସିଲା ୩ ଯାତ୍ରୀବାହୀଡଙ୍ଗା

ବ୍ରହ୍ମଗିରି: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ସାତପଡ଼ା ନିକଟ ଚିଲିକାରେ ଆଜି ସନ୍ଧ୍ୟାରେ ଦେଖିବାକୁ ମିଳିଛି ଅଘଟଣ। ଏଠାରେ ଫସି ରହିଛି ୩ଟି ଯାତ୍ରୀବାହୀ ଡଙ୍ଗା। ଏଥିରେ ମୋଟ ୧୫୦ରୁ ଊର୍ଦ୍ଧ୍ବ ଲୋକ ସମେତ କିଛି ବାଇକ ରହିଛି। ସୂଚନା ମୁତାବକ…

ମାନହାନି ମାମଲାରେ ହାରି ଯିବାରୁ ଟ୍ରମ୍ପ୍‌ଙ୍କ ଅଦାଲତ ଖର୍ଚ୍ଚ ପୈଠ କରିବାକୁ ଷ୍ଟର୍ମି ଡାନିଏଲ୍‌ସ୍‌ଙ୍କୁ ଆଦେଶ

କାଲିଫର୍ଣ୍ଣି୍ଆ: ମାମଲା ବାବଦକୁ ହୋଇଥିବା ଖର୍ଚ୍ଚ ଟ୍ରମ୍ପ୍‌ଙ୍କ ଆଟର୍ଣ୍ଣିମାନଙ୍କୁ ଦେବା ପାଇଁ ମାନହାନି ମାମଲାରେ ହାରି ଯାଇଥିବା ପର୍ନ ଷ୍ଟାର୍‌ ଷ୍ଟର୍ମି ଡାନିଏଲ୍‌ଙ୍କୁ ମଙ୍ଗଳବାର ଦିନ ଅଦାଲତ ଆଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ପ୍ରାପ୍ତ ବୟସ୍କଙ୍କ ନିମନ୍ତେ ଉଦ୍ଦିଷ୍ଟ ଚଳଚ୍ଚିତ୍ରର ପାତ୍ରୀ ଷ୍ଟର୍ମି…

ମୁଁ ରାଜନୀତିରେ ଯୋଗ ଦେବି ନାହିଁ, କିନ୍ତୁ ବୋମ୍ମାଇଙ୍କ ପାଇଁ ପ୍ରଚାର କରିବି ନିଶ୍ଚୟ: କିଚ୍ଚା ସୁଦୀପ

ବେଙ୍ଗାଲୁରୁ: ମୁଁ ରାଜନୀତିରେ ଯୋଗ ଦେବି ନାହିଁ, କିନ୍ତୁ ବୋମ୍ମାଇଙ୍କ ପାଇଁ ପ୍ରଚାର କରିବି ନିଶ୍ଚୟ ବୋଲି କହିଛନ୍ତି କନ୍ନଡ ସୁପରଷ୍ଟାର କିଚ୍ଚା ସୁଦୀପ। କିଛି ଦିନ ହେବ ଲୋକପ୍ରିୟ କନ୍ନଡ ସୁପରଷ୍ଟାର କିଚ୍ଚା ସୁଦୀପ ବିଜେପିରେ ଯୋଗ ଦେବେ ବୋଲି…