ତାଜମହଲ ପ୍ରେମର ପ୍ରତୀକ ନୁହେଁ: ଆସାମ ‘ବିଜେପି’ ବିଧାୟକ
ନୂଆଦିଲ୍ଲୀ: ମୋଗଲ୍ ସମ୍ରାଟ ଶାହା ଜାହାନ୍ ନିର୍ମାଣ କରାଇଥିବା ତାଜମହଲ ପ୍ରେମର ପ୍ରତୀକ ନୁହେଁ ବୋଲି ଆସାମ ‘ବିଜେପି’ ନେତା ତଥା ବିଧାୟକ ରୂପଜ୍ୟୋତି କୁର୍ମୀ ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍ଆଇ’କୁ କହିଛନ୍ତି। ପ୍ରିୟତମା ପତ୍ନୀ ମମତାଜ୍ ମହଲ୍ଙ୍କ ପ୍ରତି ମୋଗଲ୍…