Month: April 2023

ଓଡ଼ିଶା ପ୍ରଶାସନ ପୂର୍ବପୁରୁଷଙ୍କୁ ଅସମ୍ମାନ କରନ୍ତୁ ନାହିଁ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଓଡ଼ିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କ ଅନୁଗୁଳର ଗୋପବନ୍ଧୁ ପାର୍କରେ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ସ୍ଥାପନା ନେଇ ଉପୁଜିଥିବା ବିବାଦକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା…

ଭବାନୀପାଟଣାରେ ମେଡିକାଲ କଲେଜକୁ ମିଳିଲା ଅନୁମୋଦନ, ଚଳିତ ଶିକ୍ଷାବର୍ଷଠାରୁ ଆରମ୍ଭ ହେବ ପାଠପଢ଼ା

ଭୁବନେଶ୍ବର/ଭବାନୀପାଟଣା: ଓଡ଼ିଶାର ସ୍ବାସ୍ଥ୍ୟ ଶିକ୍ଷା ଓ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଆଉ ଏକ ଫର୍ଦ୍ଦ ଯୋଡ଼ି ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ସଦରମହକୁମା ଭବାନୀପାଟଣାଠାରେ ମେଡିକାଲ କଲେଜ ଖୋଲିବା ନେଇ ରାଷ୍ଟ୍ରୀୟ ଆୟୁର୍ବିଜ୍ଞାନ ଆୟୋଗ (ନ୍ୟାସନାଲ୍ ମେଡିକାଲ୍ କମିସନ୍) ଅନୁମୋଦନ ଦେଇଛନ୍ତି। ଏଠାରେ…

ଚାକିରି ନାଁରେ ଚୁନ ମାରିଲେ, ୪୦ ହଜାର ନେଇ ଜାଲ୍‌ ନିଯୁକ୍ତିପତ୍ର ଧରାଇଦେଲେ

ଭୁବନେଶ୍ବର : ଚାକିରି ଦେବାକୁ କହି ମାରିଦେଲେ ଚୁନ । ଏପରିକି କିଛି ବେକାର ଯୁବକଯୁବତୀଙ୍କୁ ପ୍ରଲୋଭନ ଦେଖାଇ ୪୦ ହଜାର ଟଙ୍କା ଲେଖାଏ ହାତେଇଲା ଏକ ରାକେଟ। ଏହା ବଦଳରେ ସେମାନଙ୍କୁ ଆପଏଣ୍ଟମେଣ୍ଟ ଲେଟରଠୁ ଆରମ୍ଭ କରି ଏଗ୍ରିମେଣ୍ଟ ଲେଟର…

ଲାଞ୍ଚ ନେଇ ଭୁବନେଶ୍ୱର ଖଣ୍ଡଗିରି ଥାନା ଏସଆଇ ଗିରଫ

ଭୁବନେଶ୍ୱର : ଲାଞ୍ଚ ନେଇ ଭୁବନେଶ୍ୱର ଖଣ୍ଡଗିରି ଥାନା ଏସଆଇ ଗିରଫ । ଏସଆଇ ସୁଶାନ୍ତ ସ୍ୱାଇଁଙ୍କୁ ଗିରଫ କଲା ଭିଜିଲାନ୍ସ । ନାକା ଗେଟ୍‌ ପାଖରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଏକ ମାମଲାକୁ ଦଫାରଫା…

କୀଟନାଶକ ପିଇ ୪ ଶିଶୁ ଗୁରୁତର

ଭଦ୍ରକ : ଭଦ୍ରକ ତିହିଡି ଝିଙ୍କିରିଆରେ କୀଟନାଶକ ପିଇ ୪ ଶିଶୁ ଗୁରୁତର । ଖେଳୁଥିଲା ବେଳେ ଅଜାଣତରେ କୀଟନାଶକ ପିଇଥିଲେ । ଗୁରୁତର ୪ ଶିଶୁଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । ଖେଳୁ ଖେଳୁ କୀଟନାଶକ ପିଇ ଦେଇଥିଲେ…

ବାପଘରେ ମାଆ ବୁଢୀ ଠାକୁରାଣୀ, ଅସ୍ଥାୟୀ ମଣ୍ଡପରେ ମାଆଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼

ବ୍ରହ୍ମପୁର : ବାପଘରେ ମାଆ ବୁଢୀ ଠାକୁରାଣୀ। ଦେଶିବେହେରା ସାହିରେ ରୀତିନୀତି ଅନୁଯାୟୀ ପରମ୍ପରା ପାଳନ କରାଯାଉଛି। ଶଙ୍ଖ, ଚାଙ୍ଗୁ ଓ ଢୋଲ ବାଜାରେ ଉତ୍ସବମୁଖର ହୋଇଛି ବ୍ରହ୍ମପୁର ସହର। ମାଆ ବୁଢ଼ୀ ସାଆନ୍ତାଣୀଙ୍କ ପ୍ରସିଦ୍ଧ ଯାତ୍ରାର ଆଜି ହେଉଛି ତୃତୀୟ…

ଠିକାଦାରଙ୍କୁ ଅପହରଣ କରିଥିଲେ ଠିକାଦାର, ମାଗିଥିଲେ ୪୦ ଲକ୍ଷ; ଗିରଫ କଲା ପୁଲିସ୍

ବାଲେଶ୍ବର : ବାଲେଶ୍ୱର ଜିଲ୍ଲା ଚନ୍ଦନେଶ୍ଵର ନିକଟରୁ ଜଣେ ଠିକାଦାରଙ୍କୁ ଅପହରଣ କରି ୪୦ଲକ୍ଷ ଟଙ୍କା ମାଗିବା ଘଟଣାରେ ଆଉ ଜଣେ ଠିକାଦାରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ୍। ଏହା ସହିତ ପୁଲିସ୍ ଘଟଣାର ଅଧିକ ତଦନ୍ତ କରୁଛି।…

ଉପନିର୍ବାଚନ ପୂର୍ବରୁ ବଦଳିଲେ ଝାରସୁଗୁଡ଼ା ଜିଲ୍ଲାପାଳ

ଝାରସୁଗୁଡ଼ା : ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ ଜିଲ୍ଲାପାଳ ସରୋଜ ସାମଲଙ୍କର ବଦଳି ହୋଇଛି। ତାଙ୍କ ସ୍ଥାନରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଆବୋଲି ସୁନୀଲ ନରବାଣେଙ୍କୁ ଅବସ୍ଥାପିତ କରାଯାଇଛି। ସୋନପୁର ଏଡିଏମ୍‌ଙ୍କୁ ଦାୟିତ୍ୱ ଦେଇ ତୁରନ୍ତ ଝାରସୁଗୁଡ଼ା ଜିଲ୍ଲାପାଳ ଭାବେ ଦାୟିତ୍ୱ ନେବାକୁ ଆବୋଲି…

ରାଜଧାନୀରେ ଦୌଡ଼ିବ ମେଟ୍ରୋ, ୪୫୦ଟି ପିଲରରେ ଛିଡା ହେବ ଟ୍ରାକ୍‌

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ୱରରେ ଗଡ଼ିବ ମେଟ୍ରୋ ଟ୍ରେନ୍‌। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ପରେ ପ୍ରସ୍ତୁତ ହେଉଛି ଡିପିଆର୍। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିମାନବନ୍ଦରରୁ କଟକ ତ୍ରିଶୁଳିଆ ପର୍ଯ୍ୟନ୍ତ ଗଡ଼ିବ ମେଟ୍ରୋ। ବିମାନବନ୍ଦରରୁ ମାଷ୍ଟରକ୍ୟାଣ୍ଟିନ, ସେଠାରୁ ବାଣୀବିହାର, ଜୟଦେବ ବିହାର,…

ବିରୋଧୀ ମୋ କବର ଖୋଳିବେ ବୋଲି ଧମକ ଦେଉଛନ୍ତି: ମୋଦି

ନୂଆଦିଲ୍ଲୀ : ଯେଉଁ କାମକୁ ଦଶନ୍ଧି ଦଶନ୍ଧି ଧରି ଚଳାଉଥିବା ସରକାର କରିପାରିଲେନି ସେହି କାମ ବିଜେପି ସରକାର କେମିତି କରୁଛି ଏହା ସେମାନଙ୍କୁ ସହ୍ୟ ହେଉନି। ଏଥିପାଇଁ ଘୃଣା ଓ ହତାଶାରେ ଘାଣ୍ଟି ହେଉଥିବା ଏହି ଲୋକେ ଆଜି ମିଛ…