ଗୁପ୍ତ କାଗଜପତ୍ର ଲିକ୍ ଘଟଣାରେ ‘ନ୍ୟାସ୍ନାଲ୍ ଗାର୍ଡସ୍ମ୍ୟାନ୍’ଙ୍କୁ ଗିରଫ କଲା ଆମେରିକା
ୱାସିଂଟନ୍: ଅତ୍ୟନ୍ତ ଗୋପନୀୟ ସେନା କାଗଜପତ୍ର ଲିକ୍ ଘଟଣାରେ ଗୁରୁବାର ଦିନ ‘ଦି ଫେଡେରାଲ୍ ବ୍ୟୁରୋ ଅଫ୍ ଇନ୍ଭେଷ୍ଟିଗେସନ୍’ (ଏଫ୍ବିଆଇ) ‘ୟୁଏସ୍ ଏୟାର୍ ନ୍ୟାସ୍ନାଲ୍ ଗାର୍ଡ’ର ୨୧ ବର୍ଷିୟ ସୈନିକ ଜ୍ୟାକ୍ ଡଗ୍ଲାସ୍ ଟିଜିରାଙ୍କୁ ଗିରଫ କରିଛି। ମାସାଚ୍ୟୁସେଟ୍ ଅନ୍ତର୍ଗତ ଡିଗ୍ଟନ୍ସ୍ଥିତ…