Month: April 2023

ପୂରା ଉତ୍ତର ପ୍ରଦେଶରେ ୧୪୪ ଧାରା ଜାରି

ପ୍ରୟାଗରାଜ : ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫଙ୍କୁ ଶନିବାର ରାତିରେ ପ୍ରୟାଗରାଜରେ ତିନି ଜଣ ଯୁବକ ହତ୍ୟା କରିବା ପରେ ପୂରା ଉତ୍ତର ପ୍ରଦେଶରେ ୧୪୪ ଧାରା ଜାରି କରାଯାଇଛି। ରାଜ୍ୟର ସବୁ ପୁଲିସ୍ କର୍ମଚାରୀମାନଙ୍କ ଛୁଟି ବାତିଲ…

ଫେମିନା ମିସ୍‌ ଇଣ୍ଡିଆ ୨୦୨୩ ବିଜୟିନୀ ହେଲେ ନନ୍ଦିନୀ ଗୁପ୍ତା

ଇମ୍ଫାଲ୍‌: ଶନିବାର ଦିନ ମଣିପୁରର ଇମ୍ଫାଲ୍‌ସ୍ଥିତ ଖୁମାନ୍‌ ଲମ୍ପକ୍‌ ଇଣ୍ଡୋର୍‌ ‌ଷ୍ଟାଡିୟମ୍‌ରେ ଆୟୋଜିତ ୫୯ତମ ‘ଫେମିନା ମିସ୍‌ ଇଣ୍ଡିଆ ୱାର୍ଲଡ୍‌’ ପ୍ରତିଯୋଗିତାର ‘ଗ୍ରାଣ୍ଡ୍‌ ଫିନାଲେ’ରେ ରାଜସ୍ଥାନର ନନ୍ଦିନୀ ଗୁପ୍ତା ‘ଫେମିନା ମିସ୍‌ ଇଣ୍ଡିଆ ୱାର୍ଲଡ୍‌’ ମୁକୁଟ ବିଜୟିନୀ ହୋଇଛନ୍ତି। ସେହିପରି, ଏହି…

ଅତିକ ଅହମଦ ଓ ଭାଇ ଅଶରଫଙ୍କୁ ଗୁଳି, ଉଭୟ ମୃତ

ଲକ୍ଷ୍ନୌ : ଗ୍ୟାଙ୍ଗଷ୍ଟରରୁ ରାଜନେତା ବନିଥିବା ଅତିକ ଅହମଦ ଗୁଳିମାଡ଼ରେ ପ୍ରାଣ ହରାଇଛନ୍ତି। ଗୁଳିମାଡ଼ରେ ଅତିକ ଓ ତାଙ୍କ ଭାଇ ଅଶରଫଙ୍କ ମୃତ୍ୟୁ ଘଟିଛି। ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଏପରି ଘଟଣା ଘଟିଛି। ଉଭୟଙ୍କୁ କଡ଼ା ସୁରକ୍ଷା ବଳୟରେ ମେଡିକାଲ ଚେକଅପ୍‌…

ବାଲିଗରଡ଼ାରେ ସୁନ୍ଦର କଳା

ସମୁଦ୍ର କୂଳରେ ଏଣେତେଣେ ବିଛାଡ଼ି ହୋଇ ପଡ଼ିଥିବା ବାଲିଗରଡ଼ା ଓ ପଥର ଖଣ୍ଡଗୁଡ଼ିକୁ ସଜ୍ଜିତ କରି ସୁନ୍ଦର କଳାକୃତି ତିଆରି କରିବା ହେଉଛି ୟୁନାଇଟେଡ୍‌ କିଙ୍ଗଡମ୍‌ରେ ଅବସ୍ଥାପିତ ଶିଳ୍ପୀ ଜନ୍‌ ଫୋରମ୍ୟାନ୍‌ଙ୍କ ସଉକ। ଏକଦା ପେମ୍ବ୍ରୋକ୍‌ସାୟାରର ଗେଲିସ୍ବିକ୍‌ ସମୁଦ୍ର ଉପକୂଳରେ ପ୍ରାତଃଭ୍ରମଣ…

କଟକ ଅର୍ବାନ ବ୍ୟାଙ୍କ୍‌: ଋଣ ଜାଲିଆତି ପଛରେ କିଏ?

କଟକ : କଟକ ଅର୍ବାନ୍ କୋପରେଟିଭ୍ ବ୍ୟାଙ୍କରେ ୫ କୋଟିର ଋଣ ଜାଲିଆତି ମାମଲାରେ କେବଳ ଜଣେ କନିଷ୍ଠ କର୍ମଚାରୀଙ୍କୁ ନିଲମ୍ବିତ କରି କର୍ତ୍ତୃପକ୍ଷ ହାତ ଝାଡ଼ି ଦେଇଛନ୍ତି। ଏହି ଘଟଣାରେ ଏଯାଏ ଥାନାରେ ଅପରାଧ ମାମଲା ରୁଜୁ ନ ହେବା…

ପିସିସି ସଭାପତିଙ୍କ ଉପସ୍ଥିତିରେ ପ୍ରାର୍ଥୀପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ

ଝାରସୁଗୁଡ଼ା: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ। ତରୁଣ ହେଉଛନ୍ତି ୩ ଥରର ଝାରସୁଗୁଡ଼ା ବିଧାୟକ ସ୍ବର୍ଗତ ବୀରେନ୍ ପାଣ୍ଡେଙ୍କ ପୁଅ। ଆଜି ସେ ନିଜର ସମର୍ଥକ ଓ ବରିଷ୍ଠ ନେତାଙ୍କ ସହ ଶୋଭାଯାତ୍ରାରେ…

ସମ୍ବଲପୁର ହିଂସା ମାମଲା: ସମୀକ୍ଷା ପରେ ଡିଜିପି କହିଲେ- ଘଟଣାର ତଦନ୍ତ ଚାଲିଛି, କାର୍ଯ୍ୟାନୁଷ୍ଠାନ ନିଆଯିବ

ସମ୍ବଲପୁର: ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ସମ୍ବଲପୁର ସହରରେ ଘଟିଥିବା ବ୍ୟାପକ ହିଂସାକାଣ୍ଡ ଘଟଣାକୁ ନେଇ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ସମୀକ୍ଷା କରିଛନ୍ତି। ସ୍ଥାନୀୟ ଉତ୍ତରାଞ୍ଚଳ ଡିଆଇଜିଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକ ପରେ ଶ୍ରୀ ବଂଶଲ ଗଣମାଧ୍ୟମର ପ୍ରତିନିଧିଙ୍କୁ…

୪୦ ଡିଗ୍ରି ଉପରେ ରାଜ୍ୟର ୨୨ ସହର, ବୌଦ୍ଧରେ ତାପମାତ୍ରା ୪୨.୫ ଡ଼ିଗ୍ରି ରେକର୍ଡ

ଭୁବନେଶ୍ବର: ବିଗତ ୩ ଦିନ ଭଳି ଆଜିବି ପୂରା ଓଡ଼ିଶା ପ୍ରବଳ ଖରାରେ ସିଝିଛି। ସୂର୍ଯ୍ୟଙ୍କ ପ୍ରଖର କିରଣ ଜନଜୀବନ ଅସ୍ତବ୍ୟସ୍ତ କରିଛି। ଆଜି ରାଜ୍ୟର ୨୨ ସହରରେ ଦିନ ତାପମାତ୍ରା ୪୦ ଡ଼ିଗ୍ରି କିମ୍ବା ଅଧିକ ରେକର୍ଡ କରାଯାଇଛି। ବୌଦ୍ଧରେ…

ଓଡ଼ିଶା ବିଧାନସଭା ପରିଦର୍ଶନ କଲେ ଭାରତ ଗସ୍ତରେ ଆସିଥିବା ୮ଟି ଦେଶର ପ୍ରତିନିଧି

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ପରିଦର୍ଶନ କରିଛନ୍ତି ଭାରତ ଗସ୍ତରେ ଆସିଥିବା ୮ଟି ଦେଶର ପ୍ରତିନିଧୀ । ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ସମ୍ପର୍କରେ ଅଧିକ ଉପଲବ୍ଧି ନିମନ୍ତେ ଭାରତ ଗସ୍ତରେ ଆସିଥିବା ପ୍ରତିନିଧୀମାନେ ବିଧାନସଭା ବୁଲି ଦେଖିଛନ୍ତି । ଓଡ଼ିଶାରେ ଗଣତାନ୍ତ୍ରିକ ପରମ୍ପରା…

ଉପନିର୍ବାଚନ ପାଇଁ ବିଜେଡି ସୁପ୍ରିମୋଙ୍କ ଠାରୁ ଦଳୀୟ ଟିକେଟ ନେଲେ ଦୀପାଳି

ଭୁବନେଶ୍ୱର : ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଆଜି ବିଜେଡି ପ୍ରାର୍ଥୀ ଦୀପାଳି ଦାସ ନବୀନ ନିବାସରୁ ଟିକେଟ ନେଇ ଫେରିବା ପରେ ଦୀପାଳିଙ୍କ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ମୁଁ ମୁଖ୍ୟମନ୍ତ୍ରୀଙ୍କ ଆର୍ଶୀବାଦ ନେଇଛି । ବିଜୟ ନେଇ…