Month: April 2023

ମହାରାଷ୍ଟ୍ର ଭୂଷଣ ଆୱାର୍ଡ ଉତ୍ସବରେ ଅଂଶୁଘାତ, ୧୩ ମୃତ, ୬ଶହ ଅସୁସ୍ଥ

ରାୟଗଡ଼ : ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାର ଖାରଘରରେ ଗତକାଲି ଆୟୋଜିତ ମହାରାଷ୍ଟ୍ର ଭୂଷଣ ଆୱାର୍ଡ ଉତ୍ସବର କାର୍ଯ୍ୟକ୍ରମରେ ଅଘଟଣ ଘଟିଛି। ଅତ୍ୟଧିକ ଖରାରେ ରୁଣ୍ଡ ହୋଇଥିବା ଲୋକଙ୍କ ମଧ୍ୟରୁ ହୃଦଘାତରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ପ୍ରାୟ ୬୦୦ରୁ ଊର୍ଦ୍ଧ୍ୱ ହିଟ୍‌ଷ୍ଟ୍ରୋକ୍‌ର…

ଅତିକ ଓ ଅସରଫର ବ୍ୟବଚ୍ଛେଦ ରିପୋର୍ଟ ଆସିଲା

ପ୍ରୟାଗରାଜ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଗ୍ୟାଙ୍ଗଷ୍ଟର ଅତିକ ଅହମଦ ଏବଂ ଭାଇ ଅସରଫ ଦୁଇଭାଇଙ୍କୁ ପୁଲିସ ମେଡିକାଲ ଯାଞ୍ଚ ପାଇଁ ନେଉଥିବା ବେଳେ ତାଙ୍କ ଉପରକୁ ୩ଜଣ ଯୁବକ ଆଖିବୁଜା ଗୁଳି ମାଡ଼ କରିଥିଲେ। ଫଳରେ ଘଟଣାସ୍ଥଳରେ ଅତିକ ଓ ଅସରଫଙ୍କ ମୃତ୍ୟୁ…

ଭିଡିଓ ଭାଇାରଲ ହେବା ପରେ କ୍ଷମା ମାଗିଲେ ସ୍ୱର୍ଣ୍ଣ ମନ୍ଦିର କର୍ତ୍ତୃପକ୍ଷ

ଚଣ୍ଡୀଗଡ଼ : ସ୍ୱର୍ଣ୍ଣ ମନ୍ଦିରରେ ଘଟିଥିବା ଏକ ଘଟଣାର ଭିଡିଓ ସୋମବାର ଭାଇରାଲ ହୋଇଛି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ମହିଳାଙ୍କୁ ସ୍ୱର୍ଣ୍ଣ ମନ୍ଦିରରେ ପ୍ରବେଶ କରିବାକୁ ବାରଣ କରାଯାଇଛି। ଜଣେ ବ୍ୟକ୍ତି ତାଙ୍କୁ ମନ୍ଦିରେ ପ୍ରବେଶ କରିବାକୁ…

୬୫ ଘଣ୍ଟା ପଚରାଉଚରା କରିବା ପରେ ତୃଣମୂଳ କଂଗ୍ରେସ ବିଧାୟକଙ୍କୁ ଗିରଫ କଲା ସିବିଆଇ

କୋଲକାତା : ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ସିବିଆଇ ସୋମବାର ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ବିଧାୟକ ଜୀବନକୃଷ୍ଣ ସାହାଙ୍କୁ ଗିରଫ କରିଛି। ପ୍ରାୟ ୬୫ ଘଣ୍ଟା ପଚରାଉଚରା କରିବା ପରେ ସିବିଆଇ ତାଙ୍କୁ ଗିରଫ କରିଛି। ଶ୍ରୀ ସାହାଙ୍କୁ ସିବିଆଇ ମୁର୍ଶିଦାବାଦ…

ବିଜେପି ଛାଡ଼ି କଂଗ୍ରେସରେ ମିଶିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର

ବେଙ୍ଗାଲୁରୁ : କର୍ଣ୍ଣାଟକରେ ବିଜେପିକୁ ଲାଗିଛି ଝଟକା । ପଦ୍ମ ଛାଡ଼ି ହାତ ଧରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର। ଚଳିତ ବିଧାନସଭା ନିର୍ବାଚନ ନିମନ୍ତେ ବିଜେପି ଶେଟ୍ଟାରଙ୍କୁ ଟିକେଟ ନଦେବାରୁ ସେ ଏମିତି ନିଷ୍ପତ୍ତି ନେଇଛନ୍ତି। ଆଜି ପୂର୍ବାହ୍ନ ୧୦ଟା…

ବିଜେବି କଲେଜର ଏମ୍‌ବିଏ ଛାତ୍ରଙ୍କୁ ପ୍ରାଣାନ୍ତକ ଆକ୍ରମଣ, ୨ ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ରାଜ୍ୟର ରାଜଧାନୀ ଭୁବନେଶ୍ବରର ପ୍ରତିଷ୍ଠିତ ମହାବିଦ୍ୟାଳୟ ‘ବକ୍ସି ଜଗବନ୍ଧୁ ବିନାୟକ କଲେଜ’ର ଜଣେ ଏମ୍‌ବିଏ ଛାତ୍ରଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ଆକ୍ରମଣର ଶିକାର ହୋଇଥିବା ଛାତ୍ର ହେଲେ ଶାଶ୍ବତ ପଣ୍ଡା। ବଡ଼ଗଡ଼ ଥାନା ପୁଲିସ ଏହି ଘଟଣାରେ ୨ ଜଣ…

ପୁରୀ ରେଳ ଷ୍ଟେସନ ନିରୀକ୍ଷଣ ଓ ପୁନର୍ବିକାଶ କାର୍ଯ୍ୟର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର: ରେଳ ଓ କପଡା ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜରଦୋଶ ଆଜି ପୁରୀ ଗସ୍ତରେ ଆସି ପୁରୀ ରେଳ ଷ୍ଟେସନକୁ ନିରୀକ୍ଷଣ କରିବା ସହିତ ରେଳବାଇ ଅଧିକାରୀମାନଙ୍କ ସହ ପୁନର୍ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି। ପୁରୀ ରେଳ ଷ୍ଟେସନ ନିରୀକ୍ଷଣ ସମୟରେ ଶ୍ରୀମତୀ…

ସମ୍ବଲପୁର ହିଂସା: ମୋତିଝରଣ ଅଞ୍ଚଳ କୋଠା ଓ ଘର ଉପରୁ ହୋଇଥିଲା ପଥର ମାଡ଼

ସମ୍ବଲପୁର : ସମ୍ବଲପୁର ସହରରେ ହନୁମାନ ଜୟନ୍ତୀ ବାଇକ୍‌ ରାଲି ଉପରେ କିଏ ଆରମ୍ଭ କରିଥିଲା ଟେକାପଥର ମାଡ଼? କେଉଁ ପଟୁ ହୋଇଥିବା ପ୍ରଥମ ଆକ୍ରମଣ ? ପୁଲିସ ପାଇଛି ତାହାର ସୁରାକ। ଖାଲି ପାଇନି, ତଥ୍ୟ ପ୍ରମାଣକୁ ଭିତ୍ତି କରି…

ଦିଲ୍ଲୀରେ ଆରମ୍ଭ ହେଲା ବିଶ୍ୱ ଜଗନ୍ନାଥ ସଂକୀର୍ତ୍ତନ ମହୋତ୍ସବ; ବର୍ଷେ ଯାଏଁ ଚାଲିବ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ଏଠାକାର ରୋହିଣୀର ସେକ୍ଟର ୨୪ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ବିଶ୍ୱ ସଂକୀର୍ତ୍ତନ ମହୋତ୍ସବର ଶୁଭାରମ୍ଭ ହୋଇଛି। ଏହି ଅନନ୍ୟ ଏବଂ ନୂତନ ଧାର୍ମିକ ସମାରୋହ ଦୀର୍ଘ ଏକ ବର୍ଷ ଧରି ଚାଲିବାର କାର୍ଯ୍ୟକ୍ରମ ଚୂଡାନ୍ତ କରାଯାଇଛି। ଭାରତ ବର୍ଷର…

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି: ଅଂଶୁଘାତରେ କଲରାପତରିଆ ଗୁରୁତର

ନୂଆପଡା: ରାଜ୍ୟରେ ଗ୍ରୀଷ୍ମ ଲହରି ଜାରି ରହିଛି। ପ୍ରବଳ ଖରା ଯୋଗୁଁ ମନୁଷ୍ୟ ସମେତ ପଶୁପକ୍ଷୀ ମଧ୍ୟ ପ୍ରଭାବିତ ହେଉଛନ୍ତି। ଜଙ୍ଗଲରେ ରହୁଥିବା ଜୀବଜନ୍ତୁମାନେ ପାଣି ଅଭାବ କାରଣରୁ ଅଧିକ କଷ୍ଟ ଅନୁଭବ କରଛନ୍ତି। ନୂଆପଡ଼ା ଜିଲ୍ଲା ସଦର ବ୍ଲକ ଧରମବନ୍ଧା…