Month: April 2023

ସରିଲା ବଡ଼ଦାଣ୍ଡ ମାର୍କେଟ୍‌ କମ୍ପ୍ଲେକ୍ସ ନିର୍ମାଣ, ରଥଯାତ୍ରା ପୂର୍ବରୁ ହେବ ଉଦ୍‌ଘାଟନ

ପୁରୀ : ବଡ଼ଦାଣ୍ଡ ମାର୍କେଟ୍‌ କ‌ମ୍ପ୍ଲେକ୍ସରେ ମୁଣ୍ଡି ମରାଯାଇଛି। ବ୍ୟବସାୟୀଙ୍କ ବହୁଦିନର ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ୪୦ କୋଟି ୪୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ମାର୍କେଟ୍‌ କମ୍ପ୍ଲେକ୍ସ ଚଳିତ ମାସ ଶେଷ ସୁଦ୍ଧା ପ୍ରଶାସନକୁ ହସ୍ତାନ୍ତର କରାଯିବ। ବ୍ୟବସାୟୀମାନଙ୍କୁ…

୧୨ ଦଳିତ ପରିବାରକୁ ନିଆଁ ପାଣି ବନ୍ଦ ଅଭିଯୋଗ

ପୁରୀ : ଚନ୍ଦନପୁର ଥାନା ଅନ୍ତର୍ଗତ ଉତ୍ତରହଣା ଗ୍ରାମର ୧୨ଟି ଦଳିତ ପରିବାରକୁ ଗାଁ’ରେ ନିଆଁ ପାଣି ବନ୍ଦ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ୧୨ଟି ପରିବାରର ସଦସ୍ୟମାନେ ଏନେଇ ଏସ୍‌ପିଙ୍କୁ ଭେଟି ତାଙ୍କୁ କଙ୍ଗାରୁ କୋର୍ଟ ଜରିଆରେ ଏକ ଘରିକିଆ…

ଫେକର କାରଖାନା ପରିସରରେ ପୁଣି ବଢ଼ିଲା ୧୪୪ ଧାରା

ଭଦ୍ରକ: ବେଦାନ୍ତ ଫେକର କାରଖାନାରେ ପୁଣି ୧୪୪ ଧାରା ବୃଦ୍ଧି କରାଯାଇଛି। ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଶ୍ରମିକଙ୍କ ମୁମ୍ବାଇରେ ମୃତ୍ୟୁ ହୋଇଯାଇଛି। କିଛି ଅଘଟଣ ଆଶଙ୍କାରେ ଆଜି ସକାଳ ୬ଟାରୁ ୧୯ ତାରିଖ ୬ଟା ପର୍ଯ୍ୟନ୍ତ ଏହି ୧୪୪…

୧୧ ଜଳସେଚନ ପ୍ରକଳ୍ପରେ ୧୭ ହଜାରରୁ ଊର୍ଧ୍ବ ଜନଜାତି ବିସ୍ଥାପିତ

ଭୁବନେଶ୍ବର : ରାଜ୍ୟର ଜଳସମ୍ପଦ ବିଭାଗ ଅନ୍ତର୍ଗତରେ ପରିଚାଳିତ ୧୧ଟି ଜଳସେଚନ ପ୍ରକଳ୍ପରେ ସମୁଦାୟ ୧୭ ହଜାର ୮୭୪ ଅନୁସୂଚିତ ଜନଜାତି ବିସ୍ଥାପିତ ହୋଉଛନ୍ତି। ରାଜ୍ୟସଭାର ଅଣତାରକା ପ୍ରଶ୍ନରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। କେନ୍ଦୁଝର ଜିଲ୍ଲାସ୍ଥିତ କାନୁପୁର…

ଭିତରକନିକାରେ ୧୭୯ ବିରଳ ପ୍ରଜାତିର ‘ମ୍ୟାନ୍‌ଗ୍ରୁଭ୍‌ ପିଟା ପକ୍ଷୀ

କେନ୍ଦ୍ରାପଡ଼ା : ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତବର୍ଷ ପ୍ରଥମଥର ପାଇଁ ବିରଳ ପ୍ରଜାତିର ‘ମ୍ୟାନଗ୍ରୁଭ୍‌ ପିଟା ପକ୍ଷୀଙ୍କ ଗଣନା କରାଯାଇଛି। ଗତ ୧୪ ତାରିଖ ଦିନ ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ଏହି ବିରଳ ପକ୍ଷୀଙ୍କୁ ଖୋଜି ଗଣନା କରାଯାଇଛି। ଗଣନା…

ଆଦିବାସୀ ଗାଁରେ ଅପହଞ୍ଚ ପିଇବା ପାଣି, ୬୮% ନଳକୂଅ ବ୍ୟବହାର ଯୋଗ୍ୟ ନୁହେଁ

ଭୁବନେଶ୍ବର : ରାଜ୍ୟର ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ସ୍ବଚ୍ଛ ପାନୀୟ ଜଳ ପାଇଁ କଲବଲ ହେଉଛନ୍ତି ସ୍ଥାନୀୟ ଅଧିବାସୀ। ୧୫ଟି ଜିଲ୍ଲାର ୮୬୬ ଆଦିବାସୀ ଅଧ୍ୟୁଷିତ ଗ୍ରାମ ପଞ୍ଚାୟତର ୯୬୯୬ ଗାଁରେ ପାନୀୟ ଜଳଯୋଗାଣ ବ୍ୟବସ୍ଥା ଉପରେ ସ୍ବେଚ୍ଛାସେବୀ ସଂଗଠନ ଆତ୍ମଶକ୍ତି…

ମେ ତୃତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ରେଜଲ୍ଟ

କଟକ: ମେ ତୃତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ରେଜଲ୍ଟ,। ଏନେଇ ଆଜି ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି। ସେ କହିଛନ୍ତି, ତ୍ରୁଟିଶୂନ୍ୟ ମୂଲ୍ୟାୟନ ପାଇଁ ବୋର୍ଡ ପକ୍ଷରୁ ସବୁ ପ୍ରକାର ଚେଷ୍ଟା କରାଯାଇଛି। ଆଜି…

ଆଜି ବି ତାତିରୁ ନିସ୍ତାର ମିଳିଲାନି: ୪୨.୮ ଡିଗ୍ରି ତାପମାତ୍ରା ସହ ଝାରସୁଗୁଡ଼ା ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର

ଭୁବନେଶ୍ବର: ଗତକାଲି ଭଳି ଆଜି ବି ରାଜ୍ୟରେ ପ୍ରଚଣ୍ଡ ଗରମ ଓ ଗୁଳୁଗୁଳି ରାଜ୍ୟବାସୀଙ୍କୁ ଅସ୍ତବ୍ୟସ୍ତ କରିଛି। ଆଜି ବି ତାତିରୁ ନିସ୍ତାର ମିଳିନାହିଁ। ଉପକୂଳ ଓ ଆଭ୍ୟନ୍ତରରେ ତାପମାତ୍ରା ସାମାନ୍ୟ କମିଥିଲେ ସୁଦ୍ଧା ସାମୁଦ୍ରିକ ପବନ ପ୍ରଭାବରେ ବାୟୁମଣ୍ଡଳର ଆର୍ଦ୍ରତା…

ଅପରାଧୀ ପୁଅକୁ ଜେଲ୍ ପଠାଇଲେ ବାପା

ବଲାଙ୍ଗିର : ଅପରାଧୀ ପୁଅକୁ ଜେଲ ପଠାଇଲେ ବାପା। ଘଟଣା ଘଟିଛି ବଲାଙ୍ଗିରରେ ସହରର ରାଜୀବନଗର ପଡାରେ। ବାପା ଲକ୍ଷ୍ମୀକାନ୍ତ ପଟ୍ଟନାୟକଙ୍କ ଏତଲା ଆଧାରରେ ପୁଅ ନୀଳକଣ୍ଠ ପଟ୍ଟନାୟକକୁ ଗିରଫ କରି କୋର୍ଟଚାଲାଣ କରିଛି ପୁଲିସ । ସୂଚନା ଅନୁସାରେ, ନୀଳକଣ୍ଠ…

କଲେଜ କ୍ୟାମ୍ପସରୁ ଛାତ୍ରଙ୍କୁ ଘୋଷାରି ନିର୍ଧୂମ ପିଟିଲେ ଅଣଛାତ୍ର

ଭୁବନେଶ୍ବର : କଲେଜ କ୍ୟାମ୍ପସ ପରିସରରେ ତୁମୁଳକାଣ୍ଡ ଘଟାଇଲେ ଅଣଛାତ୍ର । ସମସ୍ତଙ୍କ ଉପସ୍ଥିତିରେ କଲେଜର ସୁରକ୍ଷା ବଳୟକୁ ଭେଦ କରି କ୍ୟାମ୍ପସ୍‌ ଭିତରକୁ ଛାତ୍ରଙ୍କୁ ବାହାରକୁ ଟାଣି ଆଣି ପିଟିଲେ। ଅଣ ଛାତ୍ରଙ୍କ ଆକ୍ରମଣରେ ଯୁକ୍ତ ଦୁଇ ପ୍ରଥମ ବର୍ଷର…