Month: April 2023

ବହୁଚର୍ଚ୍ଚିତ ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ପତ୍ନୀ, ଡିଏଫଓ ଓ ରୋଷେୟାଙ୍କୁ ସମନ କଲେ ପାରଳାଖେମୁଣ୍ଡି ଏସଡିଜେଏମ

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡିର ବହୁଚର୍ଚ୍ଚିତ ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭରତୀ ପଣ୍ଡା, ଡିଏଫଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କ ବିରୋଧରେ ହତ୍ୟା ଏବଂ ଅପରାଧିକ ଷଡ଼ଯନ୍ତ୍ର ରଚିବା ଦଫାରେ ବିଚାର ହେବ। ସୌମ୍ୟଙ୍କ ବାପା ଅଭିରାମ…

କନ୍ଧମାଳ, କୋରାପୁଟ ଓ କଳାହାଣ୍ଡିରେ ଅଧିକ ଜଙ୍ଗଲ ନିଆଁ : ପିସିସିଏଫ୍‌

ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ଥିବା ବେଳେ ଜଙ୍ଗଲଗୁଡ଼ିକରେ ନିଆଁ ଲାଗିଛି। ରାଜ୍ୟର ଅଧିକାଂଶ ଜଙ୍ଗଲରେ ଏବେ ବନାଗ୍ନି ଦେଖିବାକୁ ମିଳୁଛି। ତେବେ ଏହାକୁ ପ୍ରତିହତ କରିବା ପାଇଁ ବନ ବିଭାଗ ତତ୍ପରତା ଦେଖାଇଛି। ଗତ ୭ ଦିନ ଭିତରେ…

ସମ୍ବଲପୁର-ଝାରସୁଗୁଡ଼ା ସୀମାନ୍ତ ଶ୍ରୀପୁରା ଛକରେ ବିଜେପି ଟିମକୁ ଅଟକାଇଲା ପୁଲିସ: ଠେଲକୁଲି ଥାନାରେ ଅଟକ

ଝାରସୁଗୁଡ଼ା/ସମ୍ବଲପୁର: ସମ୍ବଲପୁର-ଝାରସୁଗୁଡ଼ା ଜିଲ୍ଲା ସୀମାନ୍ତ ଶ୍ରୀପୁରା ଛକରେ ବିଜେପି ଟିମକୁ ପୁଲିସ ରୋକିଥିବା ଜଣାଯାଇଛି। ଏହି ଟିମରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା,…

କେନ୍ଦ୍ରର ମାର୍ଗଦର୍ଶିକା ହେତୁ ଅନେକ ଯୋଗ୍ୟ ଲୋକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବାଦ ପଡ଼ିଛନ୍ତି: ପ୍ରଦୀପ ଅମାତ

ଭୁବନେଶ୍ବର: ରାଜ୍ୟକୁ ଆସିଥିବା ସାଢେ ୯ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଆବଣ୍ଟନ ନେଇ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଯେଉଁ ଗାଇଡଲାଇନ କେନ୍ଦ୍ର କରିଛି, ସେଥିରେ ଅନେକ ଯୋଗ୍ୟ ଲୋକ ବାଦ ପଡ଼ି ଯାଉଛନ୍ତି। କେନ୍ଦ୍ର ଏପରି…

ଚେକିଂ ବେଳେ RTO କର୍ମଚାରୀଙ୍କ ଉପରେ ସ୍କୁଟି ଚଳାଇ ଦେଲେ ନାବାଳକ, ଉଭୟ ଗୁରୁତର

ଭୁବନେଶ୍ୱର : ଟ୍ରାଫିକ ଚେକିଂ ବେଳେ ଖସି ପଳାଇବାକୁ ଚେଷ୍ଟା କଲେ ନାବାଳକ ଆଉ ଘଟିଲା ଅଘଟଣ । ଆହତ ହେଲେ RTO କର୍ମଚାରୀ । ଭୁବନେଶ୍ୱର ୟୁନିଟ-୮ ଅଞ୍ଚଳରେ RTO ଓ ଟ୍ରାଫିକ ପୋଲିସର ଚେକିଂ ଚାଲିଥିଲା। ଏହି ସମୟରେ…

ନାମାଙ୍କନପତ୍ର ଦାଖଲ କଲେ ଦୀପାଳି

ଝାରସୁଗୁଡ଼ା : ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ସରଗରମ ରାଜନୀତି । ପ୍ରବଳ ଖରା ତାତି ଭିତରେ ନାମାଙ୍କନ ଭରିଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ଝାରସୁଗୁଡ଼ା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଏହି ସମୟରେ ସାଂଗଠନିକ…

ଆଇଏଏସ୍‌ସ୍ତରରେ ଅଦଳବଦଳ: ସରୋଜ କୁମାର ସାମଲ ହେଲେ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ

ଭୁବନେଶ୍ବର: ଆଇଏଏସ୍‌ସ୍ତରରେ ରାଜ୍ୟ ସରକାର ମଙ୍ଗଳବାର ଛୋଟଧରଣର ଅଦଳବଦଳ କରିଛନ୍ତି। ଏନେଇ ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଝାରସୁଗୁଡ଼ାର ପୂର୍ବତନ ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କୁ ସୂଚନା ଓ ଲୋକସଂପର୍କ ବିଭାଗରେ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି। ଏଠାରେ…

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି: ଏପ୍ରିଲ ୧୯ ଓ ୨୦ରେ ବନ୍ଦ ରହିବ ସ୍କୁଲ ଓ ଅଙ୍ଗନବାଡ଼ି

ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ସକାଳ ୭ଟାରୁ ଖରା ଆରମ୍ଭ ହୋଇଯାଉଛି। ଅପରାହ୍‌ଣ ୨ଟା ବେଳକୁ ସ୍ଥିତି ଅସମ୍ଭାଳ ହେଉଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏପ୍ରିଲ ୧୯ ଓ ୨୦ ତାରିଖ ରାଜ୍ୟର ସମସ୍ତ…

ଘରୋଇ ବିଶ୍ବବିଦ୍ୟାଳୟ ହଷ୍ଟେଲ ରୁମରେ ଛାତ୍ରୀଙ୍କ ଆତ୍ମହତ୍ୟା

ଭୁବନେଶ୍ୱର: ପୁଣି ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା । ହଷ୍ଟେଲ ରୁମରେ ଓଢଣୀରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣା ପଡ଼ିଛି । ଚନ୍ଦକା ଥାନା ଗୋଠପାଟଣାରେ ଥିବା ଘରୋଇ ବିଶ୍ବବିଦ୍ୟାଳୟ ଭିତରେ ଘଟିଛି ଘଟଣା । BSc Data Science ର…

ବନ୍ଦ ଘର ଭିତରୁ ମିଳିଲା ୩ ମୃତ ଦେହ, ହତ୍ୟା ସନ୍ଦେହ

ବରଗଡ: ବରଗଡ ଜିଲ୍ଲା ଭେଡେନ ଥାନା ଅଂଚଳରେ ଦେଖା ଯାଇଛି ଏକ ଅଭାବନୀ ଘଟଣା । ଗୋଟିଏ ବନ୍ଦ ଘରୁ ୩ ମୃତ ଦେହ ଉଦ୍ଧାର କରାଯାଇଛି । ୩ ଜଣଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଥିବା ଆଶଙ୍କା କରାଯାଉଛି ।…