Month: April 2023

ଶବ ବ୍ୟବଚ୍ଛେଦ ରିପୋର୍ଟ ପାଇଁ ଲାଞ୍ଚ ନେଉଥିଲା ବେଳେ ମାଡ଼ି ବସିଲା ଭିଜିଲାନ୍ସ

ଯାଜପୁର: ଭିଜିଲାନ୍ସ ଜାଲରେ ପଡ଼ିଲେ ମେଡିକାଲ ଅଫିସର। ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ। ଶବ ବ୍ୟବଚ୍ଛେଦ ରିପୋର୍ଟ ପାଇଁ ଏହି ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଧରିଛି। ଲାଞ୍ଚ ନେବା ଅଭିଯୋଗରେ ଡାକ୍ତର ଓ ଡାକ୍ତରଖାନାରେ କାର୍ଯ୍ୟରତ…

ଛାତ୍ରଛାତ୍ରୀ ଓ ଅଭିଭାବକ ପଢ଼ିବେ ସାଇବର ସିକ୍ୟୁରିଟି ପାଠ

ଭୁବନେଶ୍ବର: ଛାତ୍ରଛାତ୍ରୀ ଓ ଅଭିଭାବକ ପଢ଼ିବେ ସାଇବର ସିକ୍ୟୁରିଟି ପାଠ। ମୋବାଇଲ ଓ ଇଣ୍ଟରନେଟର କୁପ୍ରଭାବରୁ ଛାତ୍ରଛାତ୍ରୀଙ୍କୁ ଦୂରେଇ ରଖିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ କରିଛନ୍ତି ସ୍ୱତନ୍ତ୍ର ଗାଇଡ ଲାଇନ। ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ କର୍ତ୍ତୃପକ୍ଷ ଓ ଓସେପା…

ଖୋର୍ଦ୍ଧାରେ ‘କୃତ୍ରିମ ଅଙ୍ଗ ନିର୍ମାଣ କେନ୍ଦ୍ର’ର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଖୋର୍ଦ୍ଧା: ଖୋର୍ଦ୍ଧା ପୌର ପରିଷଦ ଅନ୍ତର୍ଗତ ଗୁରୁଜଙ୍ଗର ପୁରାତନ ସରକାରୀ ପ୍ରାଥମିକ ବିଦ୍ୟାାଳୟ କୋଠାରେ କୃତ୍ରିମ ଅଙ୍ଗ (ଜୟପୁର ଫୁଟ୍‌) ନିର୍ମାଣ କେନ୍ଦ୍ର ଲୋକାର୍ପଣ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଏହାର ଉଦଘାଟନ କରିଛନ୍ତି। ଲୋକାର୍ପଣ ପରେ ମୁଖ୍ୟମନ୍ତ୍ରୀ ଏହି…

ବାରିପଦା ରାଜ୍ୟର ଉତ୍ତପ୍ତ ସହର, ତାପମାତ୍ରା ୪୪.୫ ଡିଗ୍ରି ରେକର୍ଡ

ଭୁବନେଶ୍ବର: ନିକଟରେ ଶିମିଳିପାଳ ଅଭୟାରଣ୍ୟ ଥିଲେ ବି ବାରିପଦାବାସୀଙ୍କୁ ତାତିରୁ ନିସ୍ତାର ମିଳିପାରୁ ନାହିଁ। ଶିମିଳିପାଳ ଅଭୟାରଣ୍ୟର ଅବସ୍ଥାରେ ବହୁ ପରିବର୍ତ୍ତନ ଘଟିଛି। ଅଭୟାରଣ୍ୟରେ ପୂର୍ବ ଭଳି ଗଛ ନାହିଁ। ଜଙ୍ଗଲରେ ନିଆଁ ଲାଗୁଛି। ଜଙ୍ଗଲ ମାଫିଆଙ୍କ କାରବାର ବଢ଼ିଛି। ଏସବୁ…

ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଚଳାଇବେ ଭେଣ୍ଡିଂ ଜୋନ୍‌, ୪୧ଟି ଦୋକାନ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜଧାନୀରେ ମହିଳାଙ୍କ ପାଇଁ ପ୍ରଥମ ଭେଣ୍ଡିଂ ଜୋନ୍‌। ଏହି ଭେଣ୍ଡିଂ ଜୋନ୍‌କୁ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଚଳାଇବେ । ଏହି ଭେଣ୍ଡିଂ ଜୋନ୍‌କୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଡୁମଡୁମାରେ ଏହି ଭେଣ୍ଡିଂ ଜୋନ୍‌ରେ…

ସମ୍ବଲପୁରରେ ଶାନ୍ତି ପାଇଁ ବିଜେଡିର କ୍ୟାଣ୍ଡେଲ ଶୋଭାଯାତ୍ରା

ଭୁବନେଶ୍ବର: ସମ୍ବଲପୁରରେ ଶାନ୍ତି ପାଇଁ ବିଜେଡିର କ୍ୟାଣ୍ଡେଲ ଶୋଭାଯାତ୍ରା । ବିଜୁ ଯୁବ ଛାତ୍ର ଏବଂ ମହିଳା ଜନତା ଦଳ ପକ୍ଷରୁ ଏକ ବିଶାଳ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଉଛି । ଭୁବନେଶ୍ୱର ସ୍ଥିତ ହାଉସିଂ ବୋର୍ଡ ବିଲ୍ଡିଂ ଠାରୁ ରାମ ମନ୍ଦିର…

ସରକାରୀ କର୍ମଚାରୀ ରାଜନୈତିକ ଦଳର କର୍ମୀ ହୁଅନ୍ତୁ ନାହିଁ: ବିଜୟ ପଟ୍ଟନାୟକ

ରାୟଗଡ଼ା: ବିଜେଡି ଓ ବିଜେପି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ। ଏହି ଦୁଇ ଦଳ ମିଶି ଲୋକଙ୍କୁ ଲୁଟୁଛନ୍ତି। ସରକାରୀ କର୍ମଚାରୀ ରାଜନୈତିକ ଦଳର କର୍ମୀ ହୁଅନ୍ତୁ ନାହିଁ। କାରଣ ସରକାରୀ କର୍ମଚାରୀ ସକ୍ରିୟ କର୍ମୀ ହୋଇ ରାଜନୈତିକ ଦଳ ପାଇଁ…

ବଜାରରେ ବୁଲି ଗୁପ୍‌ଚୁପ୍‌ ଓ ଚାଟ୍‌ ଖାଇବାର ମଜା ନେଇ ଖୁସି ହୋଇଗଲେ ରାହୁଲ

ନୂଆଦିଲ୍ଲୀ: ଗତ ଶୁକ୍ରବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ସାଂସଦ ଭାବରେ ଦିଲ୍ଲୀର ଲୁଟିୟନ୍ସ ଜୋନରେ ମିଳିଥିବା ୧୨ ତୁଗଲକ୍‌ ଲେନ୍ ବଙ୍ଗଳାରୁ ଜିନିଷପତ୍ର ଖାଲି କରିଦେଇଥିଲେ । ତାଙ୍କର ସମସ୍ତ ଜିନିଷପତ୍ର ଏକ ଟ୍ରକରେ ଭରିବା ପରେ ମା’ ସୋନିଆ…

ମୁଁ ଜାଣିଛି ସେ ବିଜେପି ବିଧାୟକ; ମୁକୁଲ ବିଜେପିକୁ ସମର୍ଥନ କରିବା ପରେ ଦିଦି ଦେଲେ ଏଭଳି ପ୍ରତିକ୍ରିୟା

କୋଲକାତା: ମୁଁ ଏବେ ମଧ୍ୟ ‘ବିଜେପି’ ବିଧାୟକ ଏବଂ ‘ବିଜେପି’କୁ ପ୍ରତ୍ୟାବର୍ତ୍ତନ କରିବାକୁ ଚାହୁଁଥିବାରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବାକୁ ଚାହେଁ। ମଙ୍ଗଳବାର ରାତିରେ ‘ତୃଣମୂଳ କଂଗ୍ରେସ’ ନେତା ମୁକୁଲ୍‌ ରୟ ଏକ ନିଉଜ ଚ୍ୟାନେଲକୁ ସାକ୍ଷାତକାର ଦେଇ ଏଭଳି…

ଦେଶର ସବୁଠୁ ଅଧିକ ଲମ୍ବା ଯାତ୍ରା କରୁଥିବା ଟ୍ରେନ; ଚାରିଦିନରେ ୪୧୫୦ କିଲୋମିଟରରୁ ଅଧିକ ଯାତ୍ରା କରେ

ନୂଆଦିଲ୍ଲୀ: ଆମ ଦେଶରେ ପ୍ରତ୍ୟେକ ଦିନ ଅନେକ ଲୋକ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତ୍ରା କରିଥାନ୍ତି। ଅଧିକାଂଶ ଲୋକ ରେଳରେ ଯାତ୍ରା କରିବା ପାଇଁ ପସନ୍ଦ କରନ୍ତି। କାଶ୍ମୀର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ସବୁ ସ୍ଥାନକୁ ଟ୍ରେନରେ ଯିବାକୁ ସୁବିଧା…