Month: April 2023

ରାଜନାଥ ସିଂହ କରୋନା ସଂକ୍ରମିତ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କରୋନାରେ ସଂକ୍ରମିତ ହୋଇଥିବା ଗୁରୁବାର ଅଧିକାରିକ ସୂତ୍ରରୁ ସୂଚନା ମିଳିଛି। କରୋନାରେ ଆକ୍ରାନ୍ତ ହେବା ପରେ ରାଜନାଥ ସିଂହ ଘରେ କ୍ୱାରେଣ୍ଟାଇନରେ ଅଛନ୍ତି। ତାଙ୍କ ଠାରେ ଅଳ୍ପ ଲକ୍ଷଣ ଦେଖ‌ା ଦେଇଥିବା କୁହାଯାଉଛି। ପ୍ରତିରକ୍ଷା…

ଆଇପିଏଲ : ପଞ୍ଜାବକୁ ୨୪ ରନରେ ହରାଇଲା ବାଙ୍ଗାଲୋର୍

ମୋହାଲି : ମୋହାଲିଠାରେ ଖେ​ଳାଯାଇଥିବା ଆଇପିଏଲର ୨୭ତମ ମ୍ୟାଚରେ ପଞ୍ଜାବକୁ ୨୪ ରନରେ ପରାସ୍ତ କରିଛି ବାଙ୍ଗାଲୋର । ପଞ୍ଜାବ ଆଗରେ ୧୭୫ରନର ବିଜୟ ଲକ୍ଷ୍ୟ ରଖାଯାଇଥିବାବେଳେ ପଞ୍ଜାବ ୧୮.୨ ଓଭରରେ ୧୫୦ରନ କରି ଅଲଆଉଟ୍ ହୋଇଯାଇଥିଲା । ପଂଜାବ ପକ୍ଷରୁ…

ଭାରତ ଆସିବେ ପାକିସ୍ତାନର ବିଦେଶ ମନ୍ତ୍ରୀ ବିଲାଓ୍ବଲ ଭୁଟ୍ଟୋ

ନୂଆଦିଲ୍ଲୀ : ଆସନ୍ତା ୪ ଓ ୫ ତାରିଖରେ ଗୋଆରେ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକରେ ଯୋଗଦେବା ପାଇଁ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜର୍ଦାରୀ ଭାରତ ଗସ୍ତରେ ଆସିବେ। ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ଏହି…

କେମିତି ହୋଇଥିଲା ଅତିକ ଓ ଅସରଫର ହତ୍ୟା, ହସ୍ପିଟାଲ ସାମ୍ନାରେ ସିନ ରିକ୍ରିଏଟ ହେଲା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଅତିକ ଅହମଦ ଓ ତାର ଭାଇ ଅସରଫର ହତ୍ୟା ମାମଲାର ଯାଞ୍ଚ ଆରମ୍ଭ ହୋଇଯାଇଛି। ଏସଆଇଟି ଓ ନ୍ୟାୟିକ ଆୟୋଗର ଟିମ ଯାଞ୍ଚ ପାଇଁ ହତ୍ୟାକାଣ୍ଡ ହୋଇଥିବା ସ୍ଥାନରେ ପହଞ୍ଚି ଗ୍ୟାଙ୍ଗଷ୍ଟାର ଅତିକ ଓ ଅସରଫର ହତ୍ୟାକାଣ୍ଡର…

ଏଲନ ମସ୍କଙ୍କୁ ଧକ୍କା, ଉତକ୍ଷେପଣ ପରେ ଷ୍ଟାରସିପ୍ ରକେଟରେ ବିସ୍ଫୋରଣ

ନୂଆଦିଲ୍ଲୀ: ଏଲନ ମସ୍କଙ୍କ କମ୍ପାନି ସ୍ପେସ ଏକ୍ସ ଦ୍ବାରା ନିର୍ମିତ ସବୁଠାରୁ ଶକ୍ତିଶାଳୀ ରକେଟ୍ ଷ୍ଟାରସିପର ଉତକ୍ଷେପଣ ବିଫଳ ହୋଇଯାଇଛି । ଗୁରୁବାର ହୋଇଥିବା ଏହାର ଉତକ୍ଷେପଣର କିଛି ମିନିଟ ପରେ ଏଥିରେ ବିସ୍ଫୋରଣ ହୋଇଥିଲା । ଷ୍ଟାରସିପ୍ କ୍ୟାପସୁଲ୍ ତିନି…

ଇନ୍ଦୋରରୁ ନିର୍ବାଚନ ଲଢ଼ିବା କଥା ‌କହିଲେ ରାଜନୀତିକୁ ନାଁ କହି ଆସୁଥିବା ସୋନୁ !

ମୁମ୍ବାଇ: କରୋନା କାଳରେ ଗରିବଙ୍କ ପାଇଁ ଭଗବାନ ଭାବରେ ଉଭା ହୋଇଥିବା ବଲିଉଡ ଅଭିନେତା ସୋନୁ ସୁଦ ବର୍ତ୍ତମାନ ପର୍ଯ୍ୟନ୍ତ ରାଜନୀତିରେ ପ୍ରବେଶ କରିବାକୁ ମନା କରିଆସିଛନ୍ତି। ହେଲେ ଇନ୍ଦୋରରେ ସେ କିଛି ଏଭଳି କଥା କହିଛନ୍ତି, ଯେଉଁଥିରୁ ସେ ରାଜନୀତିରେ…

ଭାରତକୁ ସହି ପାରୁନି ଚୀନ୍‌, କହିଲା- କେବଳ କ୍ୱାଣ୍ଟିଟି ନୁହେଁ, କ୍ୱାଲିଟି ବି ଦରକାର

ନୂଆଦିଲ୍ଲୀ : ଚୀନ୍‌କୁ ପଛରେ ପକାଇ ଭାରତ ଏବେ ବିଶ୍ୱର ସବୁଠୁ ଅଧିକ ଜନବହୁଳ ରାଷ୍ଟ୍ର । ଏହାକୁ ନେଇ ଭାରତ ଅଧିକ ଉତ୍ସୁକ ନ ଥିବା ବେଳେ ଚୀନ୍‌ କିନ୍ତୁ ଏହାକୁ ବରଦାସ୍ତ କରିପାରୁ ନାହିଁ। ଚୀନ୍‌ର ବୈଦେଶିକ ମନ୍ତ୍ରାଳୟ…

ଆତଙ୍କୀ ହମଲା ପରେ ସେନା ଟ୍ରକ୍‌ରେ ଲାଗିଥିଲା ନିଆଁ, ୫ ଯବାନ ସହିଦ

ଶ୍ରୀନଗର : ଜମ୍ମୁ-କଶ୍ମୀରର ପୁଞ୍ଚରେ ସେନା ଟ୍ରକ୍‌ରେ ଆପେଆପେ ଜଳି ନଥିଲା। ଆତଙ୍କବାଦୀମାନେ ହିଁ ହମଲା କରିବା ପରେ ସେନା ଟ୍ରକ୍‌ରେ ନିଆଁ ଲାଗି ଯାଇଥିଲା। ଏହି ହମଲାରେ ୫ ଜଣ ଯବାନ ସହିଦ ହୋଇଛନ୍ତି। ଆତଙ୍କବାଦୀମାନେ ବର୍ଷା ଓ ଲୋ…

ହିଣ୍ଡେନବର୍ଗ ବିବାଦ ଭିତରେ ଶରଦ ପାୱାରଙ୍କୁ ଭେଟିଲେ ଗୌତମ ଆଦାନି

ମୁମ୍ବାଇ : ଆମେରିକା ଭିତ୍ତିକ ଶର୍ଟସେଲର କମ୍ପାନୀ ହିଣ୍ଡେଗନବର୍ଗ ରିସର୍ଚ୍ଚ ରିପୋର୍ଟ ପରେ ଅଡ଼ୁଆରେ ପଡ଼ିଥିବା ଶିଳ୍ପପତି ଗୌତମ ଆଦାନି ଆଜି ହଠାତ୍‌ ଏନସିପି ସୁପ୍ରିମୋ ଶରଦ ପାୱାରଙ୍କୁ ଭେଟିଛନ୍ତି। ଆଦାନି ଆଜି ଶରଦ ପାୱାରଙ୍କ ମୁମ୍ବାଇ ସ୍ଥିତି ବାସଭବନରେ ପହଞ୍ଚି…

ନିୟମ ଉଲ୍ଲଙ୍ଘନ କରି ବିଦେଶରୁ ୧.୫ କୋଟି ଟଙ୍କା ପାଇଛି ଅକ୍ସଫାମ ଇଣ୍ଡିଆ: ସିବିଆଇ

ନୂଆଦିଲ୍ଲୀ : ଅକ୍ସଫାମ ଇଣ୍ଡିଆର ଅଡ଼ୁଆ ବଢ଼ିବାରେ ଲାଗିଛି। ଏହି ଏନଜିଓ ସଂସ୍ଥା ଭାରତରେ ପ୍ରଚଳିତ ନିୟମ ଉଲ୍ଲଙ୍ଘନ କରି ବିଦେଶରୁ ୧.୫ କୋଟି ଟଙ୍କାର ଚାନ୍ଦା ପାଇଥିବା ସିବିଆଇ କହିଛି। ଏବେ ସିବିଆଇ ଏହି ଘଟଣାରେ ମାମଲା ରୁଜୁ କରି…