Month: April 2023

କୋର୍ଟ ପରିସରରେ ମହିଳାଙ୍କ ଉପରକୁ ଗୁଳିମାଡ଼

ନୂଆଦିଲ୍ଲୀ : ଲୋକ ଗହଳି ମଧ୍ୟରେ ମହିଳାଙ୍କ ଉପରକୁ ହେଲା ଗୁଳି ମାଡ଼ । ଅଭିଯୁକ୍ତଜଣକ ଓକିଲ ୟୁନିଫର୍ମରେ ଥିବା ବେଳେ ମହିଳାଙ୍କ ସାମନାକୁ ଯାଇ ୪ ରାଉଣ୍ଡ ଗୁଳି ଚଳାଇଥିଲେ। ଗୁଳି ମାଡ଼ର ଶିକାର ମହିଳାଙ୍କ ଅବସ୍ଥା ଗୁରୁତର ଥିବା…

ଆତଙ୍କୀ ହମଲାରେ ସହିଦ ୫ ଯବାନଙ୍କ ମଧ୍ୟରେ ଜଣେ ଓଡ଼ିଆ

ଶ୍ରୀନଗର : ଜମ୍ମୁ-କଶ୍ମୀର ପୁଞ୍ଚ ଆତଙ୍କୀ ହମଲାରେ ସହିଦ ହୋଇଥିବା ୫ ରାଷ୍ଟ୍ରୀୟ ରାଇଫଲ୍ସ ଯବାନଙ୍କ ମଧ୍ୟରେ ଜଣେ ଓଡ଼ିଆ ରହିଛନ୍ତି। ସହିଦ ଓଡ଼ିଆ ଯବାନଙ୍କ ନାଁ ଦେବାଶିଷ ବିଶ୍ୱାଳ। ତାଙ୍କ ଘର ପୁରୀ ଜିଲ୍ଲା ସାକ୍ଷୀଗୋପାଳ ନିକଟ ଅଳଗୁମର ଖଣ୍ଡାୟତ…

ଅତିକ ମର୍ଡର କେସ୍‌: ବନ୍ଦ ହୋଇଗଲାଣି ୮ଶହ ଫୋନ୍‌ ନମ୍ବର

ପ୍ରୟାଗରାଜ : କଡ଼ା ସୁରକ୍ଷା ବଳୟ ମଧ୍ୟରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଅତିକ ଓ ଭାଇ ଅଶରଫଙ୍କ ହତ୍ୟା ପରେ ଅଚାନକ ବନ୍ଦ ହୋଇଗଲାଣି ୮ଶହ ଫୋନ୍‌ ନମ୍ବର । ଉମେଶ ପାଲ ମର୍ଡର କେସ୍‌ର ଶୁଟରଙ୍କୁ ଖୋଜି ବାହାର କରିବା ପାଇଁ…

ଜିଲ୍ଲାପାଳଙ୍କ ଅଫିସ୍‌ ଆଗରେ ଧାରଣା ଦେଉଛନ୍ତି ଗାଈ ବଳଦ!

ବଲାଙ୍ଗୀର : ଆନ୍ଦୋଳନରେ ଗାଈ ବଳଦ। ତାହା ପୁଣି ବଲାଙ୍ଗିର ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ। ମାଲିକ ଗାଈମାନଙ୍କୁ ଖାଇବା ପିଇବାକୁ ଦେଇ ବସିଛନ୍ତି ଆନ୍ଦୋଳନରେ। କ’ଣ ପାଇଁ ଏ ଅଭିନବ ଆନ୍ଦୋଳନ? ଆସନ୍ତୁ ନଜର ପକାଇବା ପୂରା ଘଟଣା ଉପରେ। ବଲାଙ୍ଗିର…

ଇଣ୍ଟରନେଟ୍‌ ସେବା ବନ୍ଦ; ସରକାରୀ ଓ ବେସରକାରୀ କାମ ଠପ୍‌

ସମ୍ବଲପୁର : ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ହିଂସା ପରଠାରୁ ଆଜି ଯାଏ ସାରା ସମ୍ୱଲପୁର ଜିଲ୍ଲାରେ ଇଣ୍ଟରନେଟ୍ ସେବା ସମ୍ପୂର୍ଣ୍ଣ ବନ୍ଦ ରହିଛି। ଇଣ୍ଟରନେଟ୍ ସେବା ବନ୍ଦ ଯୋଗୁ ଡିଜିଟାଲ ଯୁଗରେ ଜନସାଧାରଣଙ୍କ ଜୀବନଯାତ୍ରା ଏକଦମ୍ ଠପ୍ ହୋଇଯାଇଛି। ଏପ୍ରିଲ ୧୨…

ଅଶାନ୍ତ ରାଜଧାନୀ! ହୋଟେଲ୍‌ ଉର୍ମୀ ଉପରେ ବୋମା ମାଡ଼

ଭୁବନେଶ୍ବର : ଦିନକୁ ଦିନ ଅଶାନ୍ତ ହେଉଛି ରାଜଧାନୀ ଭୁବନେଶ୍ୱର। ଜନଗହଳୀ ପୂର୍ଣ୍ଣ ଜାତୀୟ ରାଜପଥର ଓଭର ବ୍ରିଜ୍‌ ଉପରୁ ହୋଟେଲ୍‌କୁ ହୋଇଛି ବୋମା ମାଡ଼। ଦୁଇ ଜଣ ଯୁବକ ବାଇକ୍‌ରେ ଆସି ବୋମା ମାଡ଼ କରି ଚମ୍ପଟ ମାରିଛନ୍ତି। ବର୍ତ୍ତମାନ…

ଛାତ୍ରୀଙ୍କ ଠାରୁ ଉତ୍ତର ଖାତା ନନେଇ, ପ୍ରଶ୍ନ ପତ୍ର ନେଇଗଲେ ସାର

ବାଲେଶ୍ୱର : ଉତ୍ତର ଖାତା ନୁହେଁ, ପ୍ରଶ୍ନ ପତ୍ର ନେଇଗଲେ ସାର। ଏଭଳି ଆଶ୍ୟର୍ଯ୍ୟଜନକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଳକ ଜାମୁଝାଡି ସ୍ଥିତ ଦାମୋଦର ହାଇସ୍କୁଲରେ। ଗତ ମାର୍ଚ୍ଚ ୨୦ ତାରିଖରେ ମାଟ୍ରିକ ଛାତ୍ରଛାତ୍ରୀଙ୍କ ଗଣିତ ପରୀକ୍ଷା ଥିଲା।…

ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କୁ ଜାମିନ ମିଳିବା ପରେ କେନ୍ଦ୍ରମନ୍ତ୍ରୀ କହିଲେ- ଧର୍ମର ଜୟ ହୋଇଛି

ଭୁବନେଶ୍ୱର: ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ବିରୋଧରେ ପ୍ରତିବାଦ କରିବା ସମୟରେ ପୁଲିସ ଷଡଯନ୍ତ୍ରର ଶିକାର ହୋଇ ଜେଲ୍ ଯାଇଥିବା ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କୁ ଜାମିନ ମିଳିବା ମାମଲାରେ ‘ସତ୍ୟମେବ ଜୟତେ, ଧର୍ମର ଜୟ’ ହୋଇଛି ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ…

୨୫ ଲକ୍ଷ ଟଙ୍କା ଲାଞ୍ଚ ମାଗିବା ଅଭିଯୋଗରେ ନୟାଗଡ଼ ଜିଲ୍ଲାପାଳଙ୍କ ନାଁରେ ମାମଲା

ନୟାଗଡ଼:ଖଣି ଲିଜଧାରୀଙ୍କ ଠାରୁ ୨୫ ଲକ୍ଷ ଟଙ୍କା ଲାଞ୍ଚ ମାଗିବା ଅଭିଯୋଗରେ ନୟାଗଡ଼ ଜିଲ୍ଲାପାଳଙ୍କ ସମେତ ୪ ଜଣଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ କରୁଛି ଚାନ୍ଦପୁର ଥାନା ପୋଲିସ । ଘଟଣାକୁ ଖଣ୍ଡନ କରିବା ସହ ୨ କୋଟି…

‘ଓଡ଼ିଶା ଦକ୍ଷତା କନକ୍ଲେଭ୍‌‌-୨୦୨୩’କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ଦକ୍ଷତା କନକ୍ଲେଭ୍ ୨୦୨୩କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ଏହି ସମାରୋହରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି କାର୍ଯ୍ୟକ୍ରମ ମାନବ ସଂସ୍କରଣର ଏକ ଉଦାହରଣ। ଓଡ଼ିଶା ସରକାର ଯୁବପୀଢିଙ୍କ ଦକ୍ଷତା ବିକାଶ…