ପ୍ରଥମ ମହିଳା ବାୟୁସେନା ଅଧିକାରୀ ଭାବେ ବାୟୁସେନା ପଦକ ପାଇଲେ ୱିଙ୍ଗ୍ କମାଣ୍ଡର୍ ଦୀପିକା ମିଶ୍ରା
ନୂଆଦିଲ୍ଲୀ: ଗୁରୁବାର ଦିନ ଭାରତୀୟ ବାୟୁସେନାର ପ୍ରଥମ ମହିଳା ଅଧିକାରୀ ଭାବେ ୱିଙ୍ଗ୍ କମାଣ୍ଡର୍ ଦୀପିକା ମିଶ୍ରାଙ୍କୁ ବାୟୁସେନା ପଦକ (ଶୌର୍ଯ୍ୟ) ପ୍ରଦାନ କରାଯାଇଛି। ଭାରତୀୟ ବାୟୁସେନାର ଜଣେ ମୁଖପାତ୍ରଙ୍କ କହିବା ଅନୁସାରେ, ମଧ୍ୟପ୍ରଦେଶରେ ବନ୍ୟା ରିଲିଫ୍ ଅଭିଯାନ ସମୟରେ ଅସାମାନ୍ୟ…