ସୁଦାନ ସଂଘର୍ଷ: ଖାର୍ତୌମ୍ରୁ କୂଟନୀତିଜ୍ଞମାନଙ୍କୁ ସ୍ଥାନାନ୍ତରଣ କଲେ ଆମେରିକୀୟ ସୈନିକ
ନୂଆଦିଲ୍ଲୀ: ସୁଦାନ ସଂଘର୍ଷ ଦ୍ବିତୀୟ ସପ୍ତାହରେ ପ୍ରବେଶ କରିଥିବା ବେଳେ ଆଜି ଆମେରିକାର ସୈନିକମାନେ ଖାର୍ତୌମ୍ରେ ଥିବା ଆମେରିକୀୟ କୂଟନୀତିଜ୍ଞ ଏବଂ ସେମାନଙ୍କର ପରିବାରବର୍ଗଙ୍କୁ ସ୍ଥାନାନ୍ତରଣ କରିଛନ୍ତି। ଏ ସଂକ୍ରାନ୍ତରେ ଜାରି କରିଥିବା ବିବୃତିରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି:…