ବିଂଝାରପୁରରେ ଚାଞ୍ଚଲ୍ୟ: ମା’କୁ ହତ୍ୟା କଲା ପୁଅ, ଅଭିଯୁକ୍ତ ଅଟକ
ବିଂଝାରପୁର: ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ପୁଅ ନିଜର ବୃଦ୍ଧା ମାକୁ ହତ୍ୟା କରିଛି। ବିଂଝାରପୁର ଥାନା ଅନ୍ତର୍ଗତ ବିନ୍ଧାଣି ଗାଁରେ ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଛି। ବିଳମ୍ବିତ ରାତିରେ…