ଭାଇ ଓ ପୂର୍ବ ପତ୍ନୀଙ୍କ ବିରୋଧରେ ୧୦୦କୋଟିର ମାନହାନି ମକଦ୍ଦମା କଲେ ନୱାଜୁଦ୍ଦିନ
ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି ତାଙ୍କ ଭାଇ ଶମସୁଦ୍ଦିନ ଏବଂ ପୂର୍ବ ପତ୍ନୀ ଅଞ୍ଜନା ପାଣ୍ଡେ ଓରଫ ଆଲିଆଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଛନ୍ତି। ଦୁହେଁ ନୱାଜଙ୍କୁ ନେଇ କରିଥିବା ବିଭ୍ରାନ୍ତିକର ଦାବି ହେତୁ ନୱାଜଙ୍କ ମାନହାନି…