ଭାରତ-ଅଷ୍ଟ୍ରେଲିଆ ୪ର୍ଥ ଟେଷ୍ଟ୍ ୧ମ ଦିନ: ଟସ୍ ଜିଣି ବ୍ୟାଟିଙ୍ଗ୍ କରୁଛି ଅଷ୍ଟ୍ରେଲିଆ; ଦର୍ଶକଙ୍କ ମଧ୍ୟରେ ଅଛନ୍ତି ଦୁଇ ଦେଶର ପ୍ରଧାନମନ୍ତ୍ରୀ
ଅହମଦାବାଦ: ଆଜି ଗୁଜରାଟର ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ଆୟୋଜିତ ‘ବର୍ଡର୍-ଗାଭାସ୍କର୍ ଟ୍ରଫି’ର ୪ର୍ଥ ତଥା ଚୂଡ଼ାନ୍ତ ଟେଷ୍ଟ୍ ମ୍ୟାଚ୍ ଟସ୍ ଜିଣି ପ୍ରଥମେ ଅଷ୍ଟ୍ରେଲିଆ ଭାରତ ବିପକ୍ଷରେ ବ୍ୟାଟିଙ୍ଗ୍ କରୁଛି। ସଦ୍ୟତମ ସୂଚନା ଅନୁସାରେ, ସମ୍ପ୍ରତି ଅଷ୍ଟ୍ରେଲିଆ ଏକ ଓଭର୍…