ଦିନିକିଆ ବିଶ୍ବକପ୍ ଅକ୍ଟୋବର ୫ରୁ: ନଭେମ୍ବର ୧୯ରେ ଫାଇନାଲ୍
୧୦ ଦଳ; ୪୬ ଦିନରେ ୪୮ ମ୍ୟାଚ୍, ୧୨ ଭେନ୍ୟୁ; ଅହମଦାବାଦରେ ଫାଇନାଲ ନୂଆଦିଲ୍ଲୀ: ଚଳିତ ବର୍ଷ ଭାରତରେ ଆୟୋଜିତ ହେବାକୁ ଯାଉଥିବା ଦିନିକିଆ (୫୦ ଓଭର ବିଶିଷ୍ଟ) ବିଶ୍ବକପ୍ ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେବ। ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି…