ଇନ୍ଷ୍ଟାଗ୍ରାମ୍ରୁ ‘କ୍ରିକେଟର୍’ ଶବ୍ଦ କାଟିଲେ ଭୁବନେଶ୍ବର କୁମାର
ଭାରତୀୟ ଦ୍ରୁତ ବୋଲର ଭୁବନେଶ୍ବର କୁମାର ଲଗାତାର ଭାବେ ନୈରାଶ୍ୟଜନକ ପ୍ରଦର୍ଶନ ଦେବାରୁ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିପାରୁନାହାନ୍ତି। ଏପରିକି ତାଙ୍କୁ ଅନେକ କ୍ରିକେଟ୍ ପ୍ରଶଂସକ ସମାଲୋଚନା କରିଆସୁଛନ୍ତି। ଏବେ ହଠାତ୍ ଭୁବନେଶ୍ବରଙ୍କ ଏକ ଆଚରଣରୁ ସେ କ୍ରିକେଟ୍ରୁ ସନ୍ୟାସ ନେଉଛନ୍ତି…