Category: ରାଜ୍ୟ ଖବର

ଟ୍ରେନଲାଇନ କଡ଼ରୁ ଟେକ୍ସଟାଇଲ କମ୍ପାନୀ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଭୁବନେଶ୍ବର: ଟ୍ରେନଲାଇନ କଡ଼ରେ ଟେକ୍ସଟାଇଲ କମ୍ପାନୀ କର୍ମଚାରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଭୁବନେଶ୍ବର ଭିଏସଏସ୍ ନଗର ତାରିଣୀ ବସ୍ତି ନିକଟ ଟ୍ରେନ ଲାଇନରୁ ମିଳିଛି ମୃତଦେହ । ମୁହଁରେ ଶକ୍ତ ଆଘାତ ଲାଗିଥିବା ଦେଖିବାକୁ ମିଳିଛି । ମୃତଦେହ ଜବତ…

ଜଳୁଛି ନଳବଣ, ବିପଦରେ ଜଳଚର ପ୍ରାଣୀ ଓ ପକ୍ଷୀମାନଙ୍କ ଜୀବନ

ପିପିଲି : ନଳବଣରେ ନିଆଁ । ଚିଲିକାର ଅଭୟାରଣ୍ୟର ନଳବଣରେ ଲାଗିଛି ନିଆଁ । ପୁରୀ ଜ଼ିଲ୍ଲା କଣାସ ଓ ଟାଙ୍ଗୀ ଅଗ୍ନିଶମ ବାହିନୀ ନିଆଁ ଲିଭାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ଗତ ଗୁରୁବାର ରାତିରେ ନଳବଣରେ ନିଆଁ…

ପ୍ରେମିକର ମୃତ୍ୟୁ ଖବର ଶୁଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଖୀ ସେଣ୍ଟରରେ ଜୀବନ ହାରିଲା ପ୍ରେମିକା

ଅନୁଗୁଳ: ପ୍ରେମିକ ପରେ ଝୁଲି ପଡ଼ିଲା ପ୍ରେମିକା । ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଖୀ ସେଣ୍ଟରରେ ଜୀବନ ହାରିଲେ ନାବାଳିକା । ସଖୀ ସେଣ୍ଟରର ବାଥରୁମରେ ଓଢଣିରେ ଝୁଲି ପଡ଼ିଲେ ନାବାଳିକା । ନାବାଳିକା ଜଣଙ୍କ ଅନୁଗୁଳ ସଦର ଥାନା…

ମହାନଦୀ ଜଳ ବିବାଦ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର

ଭୁବନେଶ୍ୱର: ମେଟ୍ରୋ, ସିଜିମାଳୀ ପରେ ଏବେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍‌ଙ୍କ ନିର୍ଦ୍ଦେଶନାମାକୁ ନେଇ ବର୍ଷିଛନ୍ତି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । ମହାନଦୀ ଜଳ ବିବାଦ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି ସସ୍ମିତ ପାତ୍ର ।…

ଓଲଟିଲା ତୀର୍ଥଯାତ୍ରୀ ବସ୍; ଅନେକ ଆହତ

ବାଲେଶ୍ବର: ଓଲଟିଲା ତୀର୍ଥଯାତ୍ରୀ ବସ୍ , ଏକାଧିକ ଆହତ ହୋଇଛନ୍ତି । ବସଟି କୋଲକାତାରୁ ଭୁବନେଶ୍ବର ଯାଉଥିବାବେଳେ ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡିଥିଲା । ବାଲେଶ୍ବର ଶେରଗଡ଼ ରୟାଲ ହୋଟେଲ ସମ୍ମୁଖରେ ଦୁର୍ଘଟଣା ଘଟିଛି । ଖନ୍ତାପଡ଼ା ପୋଲିସ ଘଟଣାସ୍ଥଳରେ…

ଜାତୀୟ ପଞ୍ଚାୟତରାଜ ଦିବସ ପାଳନକୁ ବର୍ଜନ କଲା ସରପଞ୍ଚ ସଂଘ

ବାସୁଦେବପୁର : ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକରେ ଜାତୀୟ ପଞ୍ଚାୟତରାଜ ଦିବସକୁ ବର୍ଜନ କରିଛନ୍ତି ସରପଞ୍ଚ ସଙ୍ଘ। ମୁଣ୍ଡରେ କଳାପଟି ବାନ୍ଧି ପ୍ରତିବାଦ କରିବା ସହ ସଭା ସ୍ଥଳରେ ତଳେ ବସି ଥିବା ନଜରକୁ ଆସିଛି। ପଞ୍ଚାୟତରାଜ ବ୍ୟବସ୍ଥାରେ ସରପଞ୍ଚ ମାନଙ୍କୁ…

ପୋଲ ତିଆରି ବେଳେ ନଦୀକୁ ଖସିଲା ଟ୍ରାକ୍ଟର; ଚାଳକ ମୃତ

ଧାମରା : ଘଂଟେଶ୍ୱର ଅଞ୍ଚଳରେ ଏକ ପୋଲ ନିର୍ମାଣ ବେଳେ ଅଘଟଣ। ବାଲିଆପାଳ ଠାରେ ମନ୍ତେଇ ନଦୀ ଉପରେ ଏକ ପୋଲର ସଂଯୋଗୀକରଣ ରାସ୍ତା ନିର୍ମାଣ ହେଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଏହି ସଂଯୋଗୀକରଣ ରାସ୍ତାରେ ମାଟି ବୋହିବା ପାଇଁ…

ଦଳିତଙ୍କୁ ନିର୍ଯାତନା ପ୍ରତିବାଦରେ ରାଜ୍ୟ ପୋଲିସ ମୁଖ୍ୟାଳୟ ନିକଟରେ ଦଳିତ ମହାସଭାର ଗଣଧାରଣା

କଟକ : ଦଳିତମାନଙ୍କ ଉପରେ ବିଭିନ୍ନ ନିର୍ଯାତନା ଘଟଣାରେ ପୋଲିସ ନିଷ୍କ୍ରିୟତା ଅଭିଯୋଗ ଆଣି ରାଜ୍ୟ ପୋଲିସ ମୁଖ୍ୟାଳୟ ନିକଟରେ ଗଣ ଧାରଣାରେ ବସିଛି, ରାଷ୍ଟ୍ରୀୟ ଦଳିତ ମହାସଭା । ପ୍ରତିଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ଦଳିତମାନଙ୍କ ଉପରେ ନିର୍ଯ୍ୟାତନା ବୃଦ୍ଧି…

ଟ୍ରେନରୁ ଖସି ଶ୍ୱଶୁର, ଜ୍ୱାଇଁ ମୃତ

ରାୟଗଡା : ବିଶାଖାପାଟଣାରେ ଚିକିତ୍ସା ସାରି ଘରକୁ ଫେରୁଥିବା ବେଳେ ଅଘଟଣ । ଟ୍ରେନରୁ ଖସି ରାୟଗଡାରେ ଶ୍ୱଶୁର ଓ ମୁନିଗୁଡା ନିକଟରେ ଜ୍ୱାଇଁଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ଘର କଳାହାଣ୍ଡି ଜିଲ୍ଲା କେସିଙ୍ଗା ନିକଟ କିକିଆ ଗାଁରେ ଜଣାପଡିଛି…

ସେୟାର ମାର୍କେଟ ଇନଭେଷ୍ଟମେଣ୍ଟ ଆଳରେ ଠକେଇ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : ନିଫ୍ଟି ଓ ସେୟାର ମାର୍କେଟ ଇନଭେଷ୍ଟମେଣ୍ଟ ଆଳରେ ଠକାମୀ । ଓ୍ବେଷ୍ଟ ଦିଲ୍ଲୀ ଦ୍ୱାରକାରୁ ସାଇବର ଠକକୁ ଗିରଫ କଲା କ୍ରାଇମବ୍ରାଞ୍ଚ ସାଇବର ସେଲ୍। ଅଜଣା ହ୍ଵାଟସଆପ୍ ଗ୍ରୁପରେ ପ୍ରଭାବଶାଳୀ ଲୋକଙ୍କୁ ଆଡ୍ କରି ଦେଉଥିଲେ। ସେୟାର ବଜାର…