ଏଏସ୍ଆଇ ହାତକୁ ଯିବ, ବଦଳିବ କି କପିଳେଶ୍ବର ମନ୍ଦିର ଭାଗ୍ୟ?
ଭୁବନେଶ୍ବର: ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ତଥା ପ୍ରାଚୀନ ଶୈବ ପୀଠ ପୁରୁଣା ଭୂବନେଶ୍ବରର କପିଳେଶ୍ୱର ମନ୍ଦିରକୁ କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ‘ରାଷ୍ଟ୍ରୀୟ ମହତ୍ତ୍ବ’ ଘୋଷଣା କରିଛି। ଏଥିସହିତ ଏହି ମନ୍ଦିରକୁ ଏଏସ୍ଆଇ ଅଧୀନକୁ ଆଣିବା ସଂକ୍ରାନ୍ତରେ ଗେଜେଟ୍ ବିଜ୍ଞପ୍ତି ଜାରି…