Category: ରାଜ୍ୟ ଖବର

କ୍ୟାମେରାରେ କଏଦ ହେଲା ମଣିଷ ଖିଆ କଲରାପତରିଆ ବାଘ!

ନୂଆପଡ଼ା : ଗତ କିଛି ଦିନ ଧରି ସୁନାବେଡ଼ା ଅଭୟାରଣ୍ୟ ଓ ନୂଆପଡ଼ା ସଦର ରେଞ୍ଜ ଅଞ୍ଚଳରେ ବାଘ ଉତ୍ପାତ କରୁଛି। କେତେବେଳେ କେଉଁଠି କାହାକୁ ଶିକାର କରୁଥିଲା କେହି ଜାଣିପାରୁନଥିଲେ। ତେଣୁ ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଗାଁ ଲୋକଙ୍କ ମଧ୍ୟରେ ଭୟର…

ଋଷିକୂଲ୍ୟା ମୁହାଁଣରେ ଦେଖିବାକୁ ମିଳିଲା ସବୁଜ ସାମୁଦ୍ରିକ କଇଁଛ

ବ୍ରହ୍ମୁପୁର : ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ମୁହାଁଣ ସମୁଦ୍ର ବେଳାଭୂମିରେ ବିରଳ ପ୍ରଜାତିର ସାମୁଦ୍ରିକ କଇଁଛ ଗ୍ରୀନ ସିଟଟଲ(ସବୁଜ ସାମୁଦ୍ରିକ କଇଁଛ) ଦେଖିବାକୁ ମିଳିଛି l ଯାହାର ପିଠି ଦେଖିବା ପାଇଁ ସବୁଜ। ଉକ୍ତ ବିରଳ ପ୍ରଜାତିର କଇଁଛଟି ରାତି ପ୍ରାୟ…

ବିଜୁଳି ବିଲ୍‌ ଆଦାୟ ନାଁରେ ଗୁଣ୍ଡାଗର୍ଦ୍ଦି: ଉପଭୋକ୍ତା ଲହୁଲୁହାଣ, ମୋବାଇଲ ଚୂରମାର

ଭୁବନେଶ୍ବର : ବିଜୁଳି ବିଲ୍‌ କଲେକ୍ସନ ନାଁରେ ଗୁଣ୍ଡରାଜ। ଜାଗମରା କ୍ରିଷ୍ଣା ଗାର୍ଡେନ ଆନେକ୍ସ ଆପାର୍ଟମେଣ୍ଟରେ ଜଣେ ଉପଭୋକ୍ତାଙ୍କୁ ବିଲ୍‌ ଆଦାୟ କରିବା ନାଁରେ Tpcodl କର୍ମଚାରୀ ମାଡ଼ ମାରିଛନ୍ତି। ଆକ୍ରମଣରେ ତାଙ୍କ ପୁଅ ଲହୁଲୁହାଣ ମଧ୍ୟ ହୋଇଥିବା ଅଭିଯୋଗ ହୋଇଛି।…

ମିଳିଲା ଡାକ୍ତରଙ୍କ ମୃତଦେହ

ବଲାଙ୍ଗୀର : କାଲି ରହିଥିଲେ। ଆଜି ଘର ଭିତରୁ ମିଳିଲା ଆୟୁର୍ବେଦିକ ଡାକ୍ତରଙ୍କ ମୃତଦେହ। ଏପରି ଦୁଃଖଦ ଖବର ବଲାଙ୍ଗିର ଟାଉନ୍‌ରୁ ଆସିଛି। ପୁଲିସ୍‌ ମୃତଦେହ ଜବତ କରି ଘଟଣାର ତଦନ୍ତ ଚଳାଇଛି। ନବରଙ୍ଗପୁରରେ କାର୍ଯ୍ୟରତ ଆୟୁର୍ବେଦିକ ଡାକ୍ତର ରାଜ ଭାରଦ୍ୱାଜ…

ମା’ ଚଣ୍ଡୀଙ୍କ ଦର୍ଶନ କଲେ ଜୟପ୍ରଦା, କହିଲେ- ଖୁବ୍‌ ଖୁସି ଲାଗୁଛି

କଟକ : ଲୋକପ୍ରିୟ ଅଭିନେତ୍ରୀ ତଥା ପଲିଟିସିଆନ୍ ଜୟପ୍ରଦା ଗତକାଲି କଟକସ୍ଥିତ ମା’ ଚଣ୍ଡୀଙ୍କ ଦର୍ଶନ କରିଛନ୍ତି। ବାସନ୍ତୀ ଦୁର୍ଗାପୂଜା ପାଇଁ ଏବେ ନବରାତ୍ର ଚାଲୁଥିବାରୁ ଜୟପ୍ରଦା ମା’ କଟକ ଚଣ୍ଡୀଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିଛନ୍ତି । ଜୟପ୍ରଦାଙ୍କ ସହ…

ଓପିଜିସି ଲାଭ ହଜାରେ କୋଟି ଛୁଇଁବ

ଭୁବନେଶ୍ବର : ୨୦୨୦ ଡିସେମ୍ବରରେ ଏଇଏସ୍‌ କମ୍ପାନି ଓପିଜିସିରୁ ବିଦାୟ ନେଇଥିଲା। ଏହି ସମୟରେ ଓପିଜିସିର ପରିସ୍ଥିତି ସଙ୍କଟାପନ୍ନ ରହିବା ସହ କାର୍ଯ୍ୟକାରୀ ହୋଇଥିବା ଦୁଇଟି ନୂତନ ୟୁନିଟ୍‌ର ପ୍ଲାଣ୍ଟ ଲୋଡ୍‌ ଫାକ୍ଟୋ(ପିଏଲ୍‌ଏଫ୍‌) ୫୧% ରହିଥିଲା। ଏହାବ୍ୟତୀତ କେତେକ ପ୍ରକଳ୍ପର କାର୍ଯ୍ୟ…

ଆଇନବିହୀନ ଓଡ଼ିଶା ଏକ ବାସ୍ତବତା କହିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜବାବ ଦେଲା ବିଜେଡି

ଭୁବନେଶ୍ବର: ମନ୍ତ୍ରୀ ନବ ଦାସଙ୍କ ହତ୍ୟାର ଦୁଇ ମାସ ପରେ ପୁଣି ଝାରସୁଗୁଡ଼ାରେ ନାବାଳକ ସମର୍ଥଙ୍କ ହତ୍ୟା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ନିଜର ଟୁଇଟରରେ ଲେଖିଛନ୍ତି, ଆଇନ…

ଦେବୀ ମିଶ୍ରଙ୍କ ଦୃଢ଼ୋକ୍ତି, ବିଜେଡିର ହେବ ବଡ଼ ବିଜୟ: କଂଗ୍ରେସର ସ୍ଥିତି ଭଲ ଅଛି, କହିଲେ ସାଲୁଜା

ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନର ଫଳାଫଳକୁ ନେଇ ବିଜେଡି ଓ କଂଗ୍ରେସ ନେତା ମତ ରଖିଛନ୍ତି। ଏନେଇ ଦଳର ଉପସଭାପତି ଦେବୀ ମିଶ୍ର କହିଛନ୍ତି, ଝାରସୁଗୁଡ଼ା ଉପ ନିର୍ବାଚନରେ ବିଜେଡିର ହେବ ବଡ଼ ବିଜୟ ହେବ। ଲୋକେ ମନସ୍ଥ କରି ସାରିଛନ୍ତି ବିଜେଡି…

କଟକ ରେଳ ଷ୍ଟେସନରେ ଭଦ୍ରକ-ନୟାଗଡ଼ ଟାଉନ୍‌ ମେମୁ ଟ୍ରେନ୍‌ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

କଟକ: କଟକ ରେଳ ଷ୍ଟେସନରୁ ଗୁରୁବାର ଅପରାହ୍‌ଣରେ ବହୁପ୍ରତିକ୍ଷୀତ ଭଦ୍ରକ-ନୟାଗଡ଼ ଟାଉନ୍‌ ମେମୁ ଟ୍ରେନ୍‌ ଶୁଭାରମ୍ଭ ହୋଇଛି। କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସବୁଜ ପତାକା ଦେଖାଇ ଏହି ଟ୍ରେନ୍‌ ଶୁଭାରମ୍ଭ କରିଛନ୍ତି।…

ଦେବୀ ନଦୀରେ ପୁଣି ଅଘଟଣ: ୨ ଉଦ୍ଧାର, ଜଣେ ନିଖୋଜ

କାକଟପୁର: ପୁରୀ ଜିଲ୍ଲା କାକଟପୁର ନିକଟ ଦେଇ ପ୍ରବାହିତ ‘ଦେବୀ ନଦୀ’ରେ ପୁଣି ଥରେ ଅଘଟଣ ଘଟିଛି। ଗାଧୋଇବା ବେଳେ ଗୁରୁବାର ତିନିଜଣ ସାଙ୍ଗ ଜଳର ସ୍ରୋତରେ ଭାସିଯାଇଛନ୍ତି। ଅଗ୍ନିଶମ ବାହିନୀ ୨ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣେ…