ପଥର ବ୍ୟବସାୟୀଙ୍କ ପରିଚାଳକଙ୍କ ଘରୁ ୨୮ କୋଟି ନଗଦ ସହ ୧୫ କିଲୋ ସୁନା ଜବତ
କଲକାତା : ପଶ୍ଚିମବଙ୍ଗର ବୀରଭୂମି ଜିଲ୍ଲାରେ ପୁଲିସ ଏବଂ କେନ୍ଦ୍ରୀୟ ବାହିନୀର ମିଳିତ ଅଭିଯାନ ଏକ ବଡ଼ ସଫଳତା ହାସଲ କରିଛି। ପଳାତକ ପଥର ବ୍ୟବସାୟୀ ଟୁଲୁ ମଣ୍ଡଳଙ୍କ ପରିଚାଳକ ଏବଂ ଶାଳକ ମିନାର ମଣ୍ଡଳଙ୍କ ଘରୁ ୨୮.୫ କୋଟି ଟଙ୍କା…