Category: ଦେଶ-ବିଦେଶ

ଦେଶ ବିରୋଧୀ କାର୍ଯ୍ୟକଳାପକୁ ଦୃଢ଼ ଭାବେ ଦମନ କରାଯିବ: ଶାହ

ନୂଆଦିଲ୍ଲୀ : ଦେଶର ଯେକୌଣସି ପ୍ରାନ୍ତରେ ବିଚ୍ଛିନ୍ନତାବାଦ, ଆତଙ୍କବାଦ ଏବଂ ଦେଶ-ବିରୋଧୀ କାର୍ଯ୍ୟକଳାପକୁ ଦୃଢ଼ ଭାବେ ଦମନ କରାଯିବ। ଗତ ୯ ବର୍ଷ ହେବ ଏନ୍‌ଡିଏ ସରକାର ଅଭ୍ୟନ୍ତରୀଣ ନିରାପତ୍ତା ଆହ୍ୱାନ ସବୁର ସଫଳ ମୁକାବିଲା କରୁଛି। ଏହା କହିଛନ୍ତି କେନ୍ଦ୍ର…

ସମଲିଙ୍ଗୀ ବିବାହକୁ କେନ୍ଦ୍ର ସରକାରଙ୍କ ବିରୋଧ

ନୂଆଦିଲ୍ଲୀ : ସମଲିଙ୍ଗୀ ବିବାହକୁ ମଞ୍ଜୁରୀ ଦେଇଥିବା ଆବେଦନକୁ ବିରୋଧ କରିଛନ୍ତି କେନ୍ଦ୍ର ସରକାର। ଏନେଇ ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରି ସମସ୍ତ ୧୫ଟି ଆବେଦନକୁ କେନ୍ଦ୍ର ସରକାର ବିରୋଧ କରିଛନ୍ତି। ସମଲିଙ୍ଗୀ ଦମ୍ପତି ସମଲିଙ୍ଗୀ ବିବାହକୁ ସ୍ୱୀକୃତି ଦେବା…

ମୋଦିଙ୍କ ମା’ଙ୍କ ଉପରେ ଲଞ୍ଚ ହେଲା ମାଇକ୍ରୋସାଇଟ୍‌

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଫିସିଆଲ୍‌ ୱେବସାଇଟ୍‌ରେ ‘ମା’ ନାମକ ଏକ ମାଇକ୍ରୋ ସାଇଟ୍‌ର ଶୁଭାରମ୍ଭ କରାଯାଇଛି; ଯେଉଁଥିରେ ତାଙ୍କ ମା’ଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ଏବଂ ମାତୃତ୍ୱର ଅତୁଟ ଭାବନାକୁ ପ୍ରକାଶ କରାଯାଇଛି। ୨୦୨୨ ଡିସେମ୍ବର ୩୦…

ରଙ୍ଗ ବୋଳିବା ନାଁରେ ଜାପାନୀ ମହିଳାଙ୍କୁ ଅସଦାଚରଣ, ୪ ଗିରଫ

ନୂଆଦିଲ୍ଲୀ : ପୁଣି ରାଜଧାନୀରେ ଲଜ୍ଜା। ରଙ୍ଗ ବୋଳିବା ନାଁରେ ଜାପାନୀ ମହିଳାଙ୍କୁ ଅସଦାଚରଣ। ବିଚ୍ ରାସ୍ତାରେ ମହିଳାଙ୍କୁ ଦୁର୍ବ୍ୟବହାର କଲେ ଦୁର୍ବୃତ୍ତ। ଏହି ମାମଲାରେ ପୁଲିସ ଜଣେ ନାବାଳକଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି। ରାଜଧାନୀ ଦିଲ୍ଲୀରେ ଏହି…

୪ର୍ଥ ଟେଷ୍ଟ : ଗିଲଙ୍କ ଶତକ, ୩ୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୨୮୯/୩

ଅହମ୍ମଦାବାଦ : ସ୍ଥାନୀୟ ନରେନ୍ଦ୍ର ମୋଦୀ କ୍ରିକେଟ ଷ୍ଟାଡିୟମଠାରେ ଚାଲିଥିବା ୪ର୍ଥ ଟେଷ୍ଟର ୩ୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୩ ଓ୍ବିକେଟ ହରାଇ ୨୮୯ ରନ କରିଛି । ଫଳରେ ଭାରତ ଏବେ ବି ୧୯୧ରନରେ ପଛୁଆ ରହିଛି…

୧୦ ବର୍ଷ ପରେ ବଦଳିଲେ ଚୀନର ପ୍ରଧାନମନ୍ତ୍ରୀ, ନିଜର ବିଶ୍ବସ୍ତଙ୍କୁ ପଦରେ ବସାଇଲେ ସି ଜିନପିଙ୍ଗ୍

ବେଜିଂ: ଚୀନ୍ ସଂସଦର ବାର୍ଷିକ ବୈଠକରେ ଲି କିଆଙ୍ଗଙ୍କୁ ଚୀନ୍ ସଂସଦର ପରବର୍ତ୍ତୀ ପ୍ରଧାନମନ୍ତ୍ରୀଭାବେ ମନୋନୀତ କରିଛନ୍ତି ଚୀନ୍ ରାଷ୍ଟ୍ରପତି ସି ଜିନ୍ ପିଙ୍ଗ୍। ଗତ ୧୦ ବର୍ଷ ଧରି ପ୍ରଧାନମନ୍ତ୍ରୀ ଥିବା ଲି କେକିଆଙ୍ଗଙ୍କ ସ୍ଥାନରେ ସେ ଦାୟିତ୍ୱ ତୁଲାଇବେ।…

ପ୍ରଥମ ଥର ପାଇଁ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ‘ଭୋଟ୍‌-ଫ୍ରମ୍‌-ହୋମ୍‌’ ବିକଳ୍ପ ଆଣିଲେ ନିର୍ବାଚନ କମିଶନ

ବେଙ୍ଗାଲୁରୁ/ନୂଆଦିଲ୍ଲୀ: କର୍ଣ୍ଣାଟକରେ ଆଗାମୀ ବିଧାନସଭା ନିର୍ବାଚନରେ ୮୦ ବର୍ଷରୁ ଅଧିକ ବୟସ୍କ ଏବଂ ଭିନ୍ନକ୍ଷମଙ୍କ ପାଇଁ ଭୋଟ୍‌- ଫ୍ରମ୍‌- ହୋମ୍‌ (ଭିଏଫଏଚ୍‌) ସୁବିଧା ଆରମ୍ଭ କରାଯାଇଛି। ପ୍ରଥମ ଥର ପାଇଁ ଭାରତର ନିର୍ବାଚନ କମିଶନ (ଇସିଆଇ) ୮୦ ବର୍ଷରୁ ଅଧିକ ବୟସ୍କ…

ଏଚ୍୩ଏନ୍୨ ଭାଇରସକୁ ନେଇ ଆତଙ୍କିତ ହେବାର କାରଣ ନାହିଁ: କେନ୍ଦ୍ର

ନୂଆଦିଲ୍ଲୀ : ଇନଫ୍ଲୁଏଞ୍ଜା-ଏ’ର ଉପ-ପ୍ରଜାତି ‘ଏଚ୍୩ଏନ୍୨’ ଭୂତାଣୁ ଦ୍ୱାରା ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆଗକୁ ଏହା ଆହୁରି ଅଧିକ ସଂକ୍ରାମକ ହେବ ବୋଲି ଆଶଙ୍କା କରାଯାଉଛି । ଆଉ ଏସବୁ ଭିତରେ ଏହି ଭୂତାଣୁରେ ଦେଶରେ ୨ଜଣଙ୍କର…

ସିସୋଦିଆଙ୍କୁ ଜେଲ୍‌ରେ ମିଳୁଛି VVIP ଟ୍ରିଟ୍‌ମେଣ୍ଟ : ମହାଠକ ସୁକେଶ

ନୂଆଦିଲ୍ଲୀ : ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଆପ୍‌ର ବରିଷ୍ଠ ନେତା ମନୀଷ ସିସୋଦିଆଙ୍କୁ ଜେଲ୍‌ରେ ମିଳୁଛି ଭିଭିଆଇପି ଟ୍ରିଟ୍‌ମେଣ୍ଟ। ଏଭଳି କିଛି ଦାବି କରି ଦିଲ୍ଲୀ ଉପରାଜ୍ୟପାଳଙ୍କ ନିକଟକୁ ଚିଠି ଲେଖିଛି ମହାଠକ ସୁକେଶ ଚନ୍ଦ୍ରଶେଖର। ଏଥିସହ…

କୋଲକାତାରୁ ୪ ଜଣ ବାଂଲାଦେଶୀ ବେଆଇନ ଅନୁପ୍ରବେଶକାରୀଙ୍କୁ ଗିରଫ କଲା ପଶ୍ଚିମବଙ୍ଗ ଏସଟିଏଫ

କୋଲକାତା: ବିନା ବୈଧ କାଗଜପତ୍ରରେ ଅନ୍ୟ ପ୍ରବାସୀଙ୍କୁ ଦେଶ ଭିତରକୁ ପ୍ରବେଶ କରାଇବା ଅଭିଯୋଗରେ ବାଂଲାଦେଶର ୪ ଜଣ ବେଆଇନ ପ୍ରବାସୀଙ୍କୁ ଶନିବାର କୋଲକାତାର ସଲ୍‌ଟଲେକ୍‌ ସେକ୍ଟର-୫ରୁ ଗିରଫ କରାଯାଇଛି। ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ବିନା ବୈଧ କାଗଜପତ୍ରରେ ଅନ୍ୟ…