ବିିଶ୍ୱର ୫୦ଟି ପ୍ରଦୂଷିତ ସହର ମଧ୍ୟରେ ଭାରତର ୩୯ଟି
ନୂଆଦିଲ୍ଲୀ : ବିଶ୍ୱରେ ଦ୍ରୁତ ଗତିରେ ବଢ଼ିବାକୁ ଲାଗିଛି ପ୍ରଦୂଷ । ବିଷାକ୍ତ ପାଲଟିଗଲାଣି ବାୟୁ। ଏହାରି ଭିତରେ ୨୦୨୨ ପାଇଁ ବିଶ୍ୱର ସବୁଠୁ ପ୍ରଦୂଷିତ ସହରର ତାଲିକା ପ୍ରକାଶ ପାଇଛି। ଏହି ତାଲିକାର ସବୁଠାରୁ ଉପରେ ଥିବା ୫୦ଟି ସହର…
ନୂଆଦିଲ୍ଲୀ : ବିଶ୍ୱରେ ଦ୍ରୁତ ଗତିରେ ବଢ଼ିବାକୁ ଲାଗିଛି ପ୍ରଦୂଷ । ବିଷାକ୍ତ ପାଲଟିଗଲାଣି ବାୟୁ। ଏହାରି ଭିତରେ ୨୦୨୨ ପାଇଁ ବିଶ୍ୱର ସବୁଠୁ ପ୍ରଦୂଷିତ ସହରର ତାଲିକା ପ୍ରକାଶ ପାଇଛି। ଏହି ତାଲିକାର ସବୁଠାରୁ ଉପରେ ଥିବା ୫୦ଟି ସହର…
ନୂଆଦିଲ୍ଲୀ: କାର୍ତିକି ଗନ୍ସାଲ୍ଭେସ୍ ଏବଂ ଗୁନୀତ୍ ମୋଙ୍ଗାଙ୍କ ‘ନେଟ୍ଫ୍ଲିକ୍ସ୍’ କ୍ଷୁଦ୍ର ପ୍ରାମାଣିକ ଛବି ‘ଦି ଏଲିଫ୍ୟାଣ୍ଟ୍ ୱିସ୍ପରର୍ସ୍’ ୯୫ତମ ‘ଏକାଡେମି ଆୱାର୍ଡସ୍’ରେ ‘ବେଷ୍ଟ୍ ଡକ୍ୟୁମେଣ୍ଟାରି ସର୍ଟ’ ବର୍ଗରେ ‘ଓସ୍କାର୍’ ବିଜୟୀ ହୋଇଛି। ଏହା ଭାରତୀୟ ସିନେପ୍ରେମୀଙ୍କ ମହଲରେ ଆନନ୍ଦ ଖେଳାଇ ଦେଇଛି।…
ସିଓଲ୍: ଆମେରିକା ଓ ଦକ୍ଷିଣ କୋରିଆ ମିଳିତ ସମରାଭ୍ୟାସ ଆରମ୍ଭ କରିବା ଆଗରୁ ଶକ୍ତି ପ୍ରଦର୍ଶନପୂର୍ବକ ଉତ୍ତର କୋରିଆ ଗୋଟାଏ ବୁଡ଼ାଜାହାଜରୁ ଦୁଇଟି ‘ଷ୍ଟ୍ରାଟେଜିକ୍ କ୍ରୁଜ୍ ମିସାଇଲ୍’ ପରୀକ୍ଷାମୂଳକ ଉତ୍କ୍ଷେପଣ କରିଥିବା କଥା ଆଜି ରାଷ୍ଟ୍ରାୟତ ଗଣମାଧ୍ୟମ ରିପୋର୍ଟ କରିଛି। ‘କେସିଏନ୍ଏ’…
ନୂଆଦିଲ୍ଲୀ: ଦିଲ୍ଲୀ ମହିଳା କମିସନ ମୁଖ୍ୟ ସ୍ବାତୀ ମାଲିୱାଲ ଗତ ଶନିବାର ତାଙ୍କ ବାପାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଏହି ଘଟଣାକୁ ନେଇ ସ୍ବାତୀଙ୍କ ପୂର୍ବତନ ସ୍ବାମୀ ନବୀନ ଜୟହିନ୍ଦ ନାର୍କୋ ପରୀକ୍ଷା ପାଇଁ ଦାବି କରିଛନ୍ତି। ନବୀନ ଜୟହିନ୍ଦ…
ମହାରାଷ୍ଟ୍ର : ଅକ୍ଲାନ୍ତ ପରିଶ୍ରମ କରି ମହାରାଷ୍ଟ୍ରର ଚାଷୀମାନେ ପିଆଜ ଉତ୍ପାଦନ କରିଥିଲେ ମଧ୍ୟ ସେମାନଙ୍କୁ ଉଚିତ ଦାମ ମିଳୁନି। ପିଆଜ ଏତେ କମ ଦାମରେ ବିକ୍ରି ହେଉଛି ଯେ ଚାଷୀମାନେ ନିଜର ଉତ୍ପାଦନ ଖର୍ଚ୍ଚ ମଧ୍ୟ ପାଉନାହାନ୍ତି। ଏପରି ସ୍ଥିତିରେ…
ନୂଆଦିଲ୍ଲୀ: ସରକାରଙ୍କ ନୀତିକୁ ସମାଲୋଚନା କରିବା କେବେଠାରୁ ଦେଶକୁ ସମାଲୋଚନା କରିବାରେ ପରିଗଣିତ ହେଲାଣି ବୋଲି ରବିବାର ଦିନ କଂଗ୍ରେସ ରାହୁଲ୍ ଗାନ୍ଧୀଙ୍କୁ ପରୋକ୍ଷରେ ବିଦ୍ରୂପ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପଚାରିଛି। କର୍ଣ୍ଣାଟକରେ କଂଗ୍ରେସ ନେତା ପବନ ଖେରା କହିଛନ୍ତି,…
ନୂଆଦିଲ୍ଲୀ: ଭାରତରେ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବା ପ୍ରସଙ୍ଗରେ ଚୂଡ଼ାନ୍ତ ଯୁକ୍ତି ଉପରେ ଏପ୍ରିଲ ୧୮ ତାରିଖରେ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଶୁଣାଣି କରିବେ। ଏହି ବିଷୟରେ କୌଣସି ନିଷ୍ପତ୍ତି ସମାଜ ଉପରେ ବହୁତ ପ୍ରଭାବ ପକାଇବ ବୋଲି…
ନୂଆଦିଲ୍ଲୀ: ‘ଶ୍ରେଷ୍ଠ ମୌଳିକ ଗୀତ’ ବର୍ଗରେ ଏକାଡେମି ପୁରସ୍କାର (ଓସ୍କାର୍) ପାଇଥିବା ‘ଆର୍ଆର୍ଆର୍’ ଚଳଚ୍ଚିତ୍ରର ‘ନାଟୁ ନାଟୁ’ ଗୀତର ଜନପ୍ରିୟତା ବିଶ୍ବବିଦିତ ବୋଲି ଆଜି ଟୁଇଟ୍ ଆନନ୍ଦ ବ୍ୟକ୍ତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଟୁଇଟ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ନୂଆଦିଲ୍ଲୀ: ଭାରତୀୟ ଚଳଚ୍ଚିତ୍ର ‘ଆର୍ଆର୍ଆର୍’ର ‘ନାଟୁ ନାଟୁ’ ଗୀତ ୯୫ତମ ‘ଏକାଡେମି ଆୱାର୍ଡସ୍’ରେ ‘ବେଷ୍ଟ୍ ଅରିଜିନାଲ୍ ସଙ୍ଗ୍’ ବର୍ଗରେ ‘ଓସ୍କାର୍’ ବିଜୟୀ ହୋଇଛି। ଏଥିସହ ଏହି ବର୍ଗରେ ଓସ୍କାର ଲାଭ କରିବାରେ ପ୍ରଥମ ଭାରତୀୟ ଫିଚର ଫିଲ୍ମ ଭାବେ ‘ଆର୍ଆର୍ଆର୍’ ଇତିହାସ…
ନୂଆଦିଲ୍ଲୀ: ଆଜି ସଂସଦରେ ବଜେଟ୍ ଅଧିବେଶନର ଦ୍ବୀତିୟାର୍ଦ୍ଧ ଆରମ୍ଭ ହେବା କ୍ଷଣି ଇଂଲଣ୍ଡ୍ରେ ଭାରତକୁ ଅପମାନିତ କରିଥିବା ସାଂସଦ ରାହୁଲ୍ ଗାନ୍ଧୀ କ୍ଷମା ମାଗନ୍ତୁ ବୋଲି ଲୋକସଭାରେ ‘ବିଜେପି’ ସାଂସଦମାନେ ଦାବି କରି ହଟ୍ଟଗୋଳ କରିବାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଗୃହକୁ…