Category: ଭକ୍ତି

ନିୟମ ମାନି ଭୋଳା ବାବାଙ୍କୁ ବେଲପତ୍ର ଅର୍ପଣ କଲେ ଭକ୍ତର ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ

ଦେବଦେବ ମହାଦେବଙ୍କର ପ୍ରିୟ ଜିନିଷ ହେଉଛି ତ୍ରିଶାଖା ବେଲପତ୍ର। ଏହା ବିନା ଭଗବାନ ଶିବଙ୍କ ଉପାସନା ଅସମ୍ପୂର୍ଣ୍ଣ ବୋଲି ଧରାଯାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ ଶିବଙ୍କ ଠାରେ ବେଲପତ୍ର ଚଢେଇବା ଦ୍ୱାରା ଭଗବାନ ଶିବ ପ୍ରସନ୍ନ ହୋଇଥାନ୍ତି ଓ ମନୋସ୍କାମନା ପୂର୍ଣ୍ଣ…

ପାକିସ୍ଥାନରେ ରହିଛି ଅନେକ ହିନ୍ଦୁ ମନ୍ଦିର: ଯେଉଁଠି ପୂଜା କରିଥାନ୍ତି ମୁସଲମାନ

ସଂସ୍କୃତି,ଧର୍ମ ଏବଂ ମନ୍ଦିର ପାଇଁ ଆମ ଦେଶ ଭାରତ ସାରା ବିଶ୍ଵରେ ପରିଚିତ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଆମର ପଡ଼ୋଶୀ ଦେଶ ପାକିସ୍ଥାନ, ଯାହା ଏକ ମୁସିଲିମ୍ ବହୁଳ ଦେଶ ଅଟେ, ସେଠାରେ ବି ଏମିତି…

ଗୁଜୁରାଟର ଶତ୍ରୁଞ୍ଜୟ ପାହାଡ ଉପରେ ରହିଛି ୯୦୦ ମନ୍ଦିର

ପାହାଡ ଉପରେ ରହିଛି ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ୯୦୦ ମନ୍ଦିର । ଆପଣ ଶୁଣିକି ଆଶ୍ଚର୍ଯ୍ୟ ହୋଇଗଲେ କି ? ଯଦି ବିଶ୍ୱାସ କରୁନାହାନ୍ତି ତେବେ ନିହାତି ଭାବେ ଠାରେ ବୁଲିଆସନସ୍ତୁ ଗୁଜୁରାଟ ର ଏହି ସ୍ଥାନ କୁ…

ସତୀଙ୍କ ଅଙ୍ଗୁଷ୍ଠି ପୀଠ ପୁଣ୍ୟ କାଳିଘାଟ

ଭାରତ ୩୩ କୋଟି ଦେବଦେବତାଙ୍କ ଭୂମି, ଯାହା ନିଜ ପ୍ରାଚୀନ ମନ୍ଦିରକୁ ନେଇ ପ୍ରସିଦ୍ଧି ଲାଭ କରିଛି। ଭାରତରେ ଆପଣଙ୍କୁ ବିଭିନ୍ନ ଦେବୀଦେବତାଙ୍କ ମନ୍ଦିର ଦେଖିବାକୁ ମିଳିବ। ଯାହା ନିଜ ସଂସ୍କୃତି ତଥା ମାନ୍ୟତା କିମ୍ବା ସିଦ୍ଧି ପାଇଁ ଜଣାଯାଏ। ଭାରତୀୟ…

ଶ୍ରୀମନ୍ଦିର ଭିତରେ ପ୍ରତି ୩୨ ମାସରେ ଥରେ ପୂଜା ପାଆନ୍ତି ମଳ ନାରାୟଣ

ପୁରୀ: ଆରମ୍ଭ ହୋଇଛି ମଳ ମାସ । ଜୁଲାଇ ମାସ ୧୮ ତାରିଖ ମଙ୍ଗଳବାର ଠାରୁ ଅଗଷ୍ଟ ମାସ ୧୬ ତାରିଖ ବୁଧବାର ପର୍ଯ୍ୟନ୍ତ ମଳ ମାସ ପଡୁଛି । ମଳ ମାସ ହେଉଛି ଚନ୍ଦ୍ରମାସ ଓ ସୌରମାସ ମଧ୍ୟ ରେ…

ରତ୍ନବେଦିରେ ଶ୍ରୀଜିଉ; ରସଗୋଲା ଦେଇ ମହାଲକ୍ଷ୍ମୀଙ୍କ ମାନଭଂଜନ କଲେ ମହାବାହୁ

ପୁରୀ: ରଥ ଉପରେ ସୁନାବେଶ ଓ ଅଧରପଣା ନୀତି ସାରି ଶନିବାର ରାତିରେ ଚତୁର୍ଦ୍ଧାମୂର୍ତ୍ତି ନୀଳାଦ୍ରି ବିଜେ କରିବା ସହ ରତ୍ନବେଦିରେ ଅଧିଷ୍ଠିତ ହୋଇଛନ୍ତି। ବିଜେ କାହାଳୀ, ଘଣ୍ଟଘଣ୍ଟାର ତାଳେ ତାଳେ ଗୋଟି ପହଣ୍ଡିରେ ଶ୍ରୀବିଗ୍ରହମାନେ ନୀଳକନ୍ଦରକୁ ବିଜେ କରିଛନ୍ତି। ହରିବୋଲ,…

ଆଜି ନୀଳାଦ୍ରି ବିଜେ; ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିବେ ମହାପ୍ରଭୁ

ଆଜି ଶ୍ରୀଜିଉଙ୍କ ରଥଯାତ୍ରାର ଅନ୍ତିମ ପର୍ବ ନୀଳାଦ୍ରି ବିଜେ। ନବଦିନାତ୍ମକ ଲୀଳାଖେଳା ସାରି ରତ୍ନ ସିଂହାସନକୁ ଫେରିବେ ଚତୁର୍ଦ୍ଧାମୂର୍ତ୍ତି। ହେଲେ ପତ୍ନୀ ମହାଲକ୍ଷ୍ମୀ କିନ୍ତୁ ଅଭିମାନ କରିଥିବାରୁ ମହାପ୍ରଭୁଙ୍କୁ ଶ୍ରୀମନ୍ଦିର ଭିତରକୁ ଛାଡ଼ିବେନିା ଏହି ସମୟରେ ସିଂହଦ୍ୱାର ଠାରେ ସ୍ୱତନ୍ତ୍ର ନୀତି…

ଶ୍ରୀଜିଉଙ୍କ ଅଧରପଣା ନୀତି ସଂପନ୍ନ

ପୁରୀ: ଶ୍ରୀଜିଉଙ୍କୁ ଲାଗି ହେଲା ଅଧର ପଣା । ତିନି ରଥ ଉପରେ ଭଙ୍ଗାଗଲା ଅଧର ହାଣ୍ଡି । ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ପଣାକୁ ଶ୍ରୀବିଗ୍ରହଙ୍କ ଅଧର ପର୍ଯ୍ୟନ୍ତ ନିର୍ମିତ ତିନିଟି ଲେଖାଏଁ ତୁମ୍ଭାକାର ହାଣ୍ଡିରେ ପ୍ରସ୍ତୁତ କରାଯାଇଥିଲା । ସିଂହଦ୍ୱାର…

ରୂପାରେ ଆଚ୍ଛାଦିତ ହେଲା ସିଂହଦ୍ୱାର

ପୁରୀ: ଶ୍ରୀମନ୍ଦିରର ମୁଖ୍ୟ ପ୍ରବେଶ ଦ୍ୱାର ସିଂହଦ୍ୱାର ରୂପା ଛାଉଣୀରେ ଆଚ୍ଛାଦିତ ହେବା କାମ ଶେଷ ହୋଇଛି। ଭାଇ-ଭଉଣୀ ମନ୍ଦିର ଭିତରେ ପ୍ରବେଶ କରିବା ପୂର୍ବରୁ ଶେଷ ହୋଇଛି କାମ। ମୁମ୍ବାଇରୁ ଆସିଥିବା କାରିଗରମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଶେଷ…

ରଥଉପରେ ଶ୍ରୀଜିଉଙ୍କ ସୁନାବେଶ, ରାତି ୧୨ଟା ପର୍ଯ୍ୟନ୍ତ ଦେବେ ଦର୍ଶନ

ପୁରୀ : ଆଷ‌ାଢ଼ ଶୁକ୍ଳ ଏକାଦଶୀ ତିଥିରେ ବଡ଼ଦାଣ୍ଡରେ ବିରାଜମାନ ତିନିରଥ ଉପରେ ମହାପ୍ରଭୁ ସୁନାବେଶ(ବଡ଼ତଢ଼ାଉ ବେଶ)ରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ମହାପ୍ରଭୁଙ୍କ ଏହି ବିରଳ ବେଶ ଦର୍ଶନ କରି ଲକ୍ଷାଧିକ ଭକ୍ତ ନିଜକୁ ଧନ୍ୟ ମନେ କରିଛନ୍ତି। ପ୍ରଶାସନ ପକ୍ଷରୁ…