Author: iodishaadmin

ଭୁବନେଶ୍ବର-ତ୍ରିଶୁଳିଆ ମେଟ୍ରୋ ରେଳ ପ୍ରକଳ୍ପ ଏକ ସମୟୋଚିତ ପଦକ୍ଷେପ: ଭର୍ତ୍ତୃହରି ମହତାବ

କଟକ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିବା ଭୁବନେଶ୍ବର-ତ୍ରିଶୁଳିଆ ମେଟ୍ରୋ ରେଳ ପ୍ରକଳ୍ପ ଏକ ସମୟୋଚିତ ପଦକ୍ଷେପ ବୋଲି କଟକ ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି। ଜାତୀୟ ରାଜପଥରେ ଓ ତ୍ରିଶୁଳିଆ-ନନ୍ଦନକାନନ ରାସ୍ତାରେ ଗମନାଗମନ ବହୁ ମାତ୍ରାରେ ବୃଦ୍ଧି ପାଇଛି।ଫଳରେ ଅଧିକାଂଶ…

ନକଲି ସାର୍ଟିଫିକେଟ ମାମଲା: କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ

ବଲାଙ୍ଗୀର: ନକଲି ସାର୍ଟିଫିକେଟ ମାମଲାର ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ। ଆଜି ୫ ଜଣିଆ ଟିମ୍ ଟାଉନ ଥାନାରେ ପ୍ରଥମେ ପହଞ୍ଚି ମାମଲାର ସବୁ ଜବତ କାଗଜପତ୍ର ନିଜ ହାତକୁ ନେଇଛି। ଆଜି କେସ ଦାୟିତ୍ବ ନିଆଯିବ ବୋଲି ଟିମରେ ଆସିଥିବା…

ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ନେଇ କଂଗ୍ରେସର ବିକ୍ଷୋଭ

ଭୁବନେଶ୍ବର: ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ନେଇ ଏଜି ଛକରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ଚାଲିଥିବା ବେଳେ ଘଟଣାସ୍ଥଳରୁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସହ ବିଧାୟକ ସୁର ରାଉତରାୟଙ୍କୁ ପୁଲିସ ଉଠାଇନେଇଥିବାର ଖବର ମିଳିଛି। ରାଜଧାନୀରେ ବିଧାନସଭା ଘେରାଉ ପାଇଁ…

ନୂଆପଡ଼ାରେ ଥମୁନି ବାଘ ଆତଙ୍କ

ନୂଆପଡ଼ା : ନୂଆପଡ଼ାରେ ଥମୁନି ବାଘ ଆତଙ୍କ। ସୁନାବେଡ଼ା ଅଭୟାରଣ୍ୟ ପରେ କୋମନା ବ୍ଳକ ବେଲରଦନା ଗାଁରେ ବାଘ ଭୟ। ଗତକାଲି ରାତିରେ ବେଲରଦନା ଗାଁର ଅର୍ଜୁନ ଧରୁଆଙ୍କ ବାଛୁରୀକୁ ଗୁହାଳରୁ ଟାଣିନେଇ ମାରିଖାଇଥିବା ଅଭିଯୋଗ ହୋଇଛି। ସକାଳେ ବାଛୁରୀ ଗୁହାଳରେ…

ଯୁବକର ଆକ୍ରମଣରେ ବୃଦ୍ଧାଙ୍କ ସମେତ ୩ ଗୁରୁତର

ମୟୂରଭଞ୍ଜ/ଚିତ୍ରଡ଼ା: ଜନୈକ ଯୁବକର ଅତର୍କିତ ଆକ୍ରମଣରେ ତିନିଜଣ ଗୁରୁତର ଭାବେ ଆହତ ହୋଇଥିବା ବେଳେ ଗୁରୁତର ତିନିଜଣଙ୍କ ମଧ୍ୟରୁ ବୃଦ୍ଧାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି। ଖବରରୁ ପ୍ରକାଶ କି ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଅଧିନ ଜୁଆଳିଭଙ୍ଗା ପଞ୍ଚାୟତର କାଳିଆନାଳ…

ଗେଟ ସୋ ଆପ ଜରିଆରେ ବଡ଼ ଠକେଇ: ଅଭିଯୁକ୍ତକୁ ଗିରଫ କଲା ଇଓଡବ୍ଲ୍ୟୁ

ଭୁବନେଶ୍ବର: ଗେଟ ସୋ ଆପ ଜରିଆରେ ବଡ଼ ଠକେଇର ପର୍ଦାଫାସ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)। ୯ କୋଟି ଟଙ୍କାର ଠକେଇ ଅଭିଯୋଗରେ, ପୁନେରୁ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଇଓଡବ୍ଲ୍ୟୁ। ଏନେଇ ସୂଚନା ଦେଇଛନ୍ତି ଇଓଡବ୍ଲ୍ୟୁ ଏସପି…

ମିରଟ୍‌ରୁ ଗିରଫ ହେଲେ ଉମେଶ ପାଲ୍‌ଙ୍କ ହତ୍ୟାକାରୀଙ୍କୁ ଅର୍ଥ ଯୋଗାଇଥିବା ଆତିକ୍‌ ଅହମଦ୍‌ଙ୍କ ଭିଣୋଇ

ଲକ୍ଷ୍ନୌ: ଉମେଶ ପାଲ୍‌ଙ୍କୁ ଗୁଳିମାରି ହତ୍ୟା କରିଥିବା ଆତତାୟୀଙ୍କୁ ଅର୍ଥ ଯୋଗାଇଥିବା ଆତିକ୍‌ ଅହମଦ୍‌ଙ୍କ ଭିଣୋଇ ଅଖ୍‌ଲାକ୍‌ ଅହମଦ୍‌ଙ୍କୁ ଉତ୍ତର ପ୍ରଦେଶ ସ୍ପେସାଲ୍‌ ଟାସ୍କ୍‌ ଫୋର୍ସ ଏବଂ ପ୍ରୟାଗରାଜ ପୁଲିସ ମିଳିତ ଅଭିଯାନରେ ଗିରଫ କରିଛି। ପୁଲିସ କହିବା ଅନୁସାରେ, ୨୦୦୫ରେ…

ଏଣିକି ଏହି ସ୍କୁଟରରେ ପାଟ୍ରୋଲିଂ କରିପାରେ ପୁଲିସ

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ମାସରେ ଦିଲ୍ଲୀରେ ଜି-୨୦ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। ବୈଦେଶିକ ଅତିଥିଙ୍କ ସୁରକ୍ଷାକୁ ଦେଖି ଦିଲ୍ଲୀ ପୁଲିସ ଅନେକ ବ୍ୟବସ୍ଥା କରୁଛି। ଏହି କ୍ରମରେ ସୁରକ୍ଷା ବ୍ୟବସ୍ଥାକୁ ନଜର ରଖିବାକୁ ପାଇଁ ପୁଲିସ ଏକ ଇଲେକଟ୍ରିକ ସ୍କୁଟର…

ଆଇପିଏଲ୍‌: ହାଇଦ୍ରାବାଦ୍‌କୁ ୭୨ ରନ୍‌ରେ ପରାସ୍ତ କଲା ରାଜସ୍ଥାନ, ଚହଲ ନେଲେ ୪ ୱିକେଟ୍‌

ହାଇଦ୍ରାବାଦ୍‌: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପଞ୍ଚଦଶ ସଂସ୍କରଣର ୪ର୍ଥ ମ୍ୟାଚ୍‌ରେ ରବିବାର ରାଜସ୍ଥାନ ରୟାଲ୍‌ସ ଉଭୟ ବ୍ୟାଟିଂ ଓ ବୋଲିଂରେ ଦମ୍‌ଦାର ପ୍ରଦର୍ଶନ କରିଛି। ପ୍ରଥମେ ବ୍ୟାଟିଂ କରି ଦଳ ୨୦୩ ରନ୍‌ ସଂଗ୍ରହ କଲା ପରେ ହାଇଦ୍ରାବାଦ ୭୨…

କୁନୋ ଜାତୀୟ ଉଦ୍ୟାନରୁ ବାହାରି ପାଖ‌ ଗାଁରେ ପ୍ରବେଶ କଲା ଚିତା, ଭୟରେ ଲୋକେ

କୁନୋ: କୁନୋ ଜାତୀୟ ଉଦ୍ୟାନରୁ ବାହାରି ପାଖ ଗାଁରେ ପଶିଲା ଚିତା। ହଠାତ ଚିତା ଗାଁରେ ପ୍ରବେଶ କରିବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଏହି ଚିତାର ନାଁ ଓବାନ୍ ବୋଲି କୁହାଯାଉଛି, ଯାହାକୁ ସେପ୍ଟେମ୍ବର ୨୦୨୨ରେ ନାମ୍ବିଆରୁ ଭାରତକୁ…