Author: iodishaadmin

ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଘର ଆଗରେ ହଙ୍ଗାମା: ୨ ଗିରଫ

ଭୁବନେଶ୍ୱର : ପ୍ରତାପ ଜେନାଙ୍କ ବାସଭବନ ଆଗରେ ହଙ୍ଗାମା ଘଟଣାରେ ଦୁଇ ଗିରଫ। ହଙ୍ଗାମା କରିଥିବା ଦୁଇ ଯୁବକ ଗତକାଲି ବିଜୁ ଛାତ୍ର ଜନତା ଦଳରୁ ନିଲମ୍ବିତ ହୋଇଥିଲେ। ବିଜେଡି ନେତା ତଥା ପୂର୍ବତ୍ତନ ମନ୍ତ୍ରୀ ପ୍ରତାପ ଜେନା ରହୁଥିବା ସରକାରୀ…

ମହିଳାଙ୍କୁ ଗୁଳିମାଡ଼ କରି ଦୁର୍ବୃତ୍ତ ଫେରାର

ଝାରସୁଗୁଡା: ମହିଳାଙ୍କୁ ଫାୟାରିଂ । ଝାରସୁଗୁଡା ସହରରେ ଫୁଟିଲା ଗୁଳି । ଜଣେ ମହିଳା ଆହତ । ଆହତ ମହିଳାଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର । ସରବାହଲ ଅଞ୍ଚଳରେ ରାତି ସାଢ଼େ ୧୦ଟାରେ ଗୁଳିକାଣ୍ଡ ଘଟିଛି । ଘର ବାରଣ୍ଡାରେ ଠିଆ…

ଜଳିଗଲା ବିଧାୟକ ଯାଉଥିବା ବସ, ବର୍ତ୍ତିଲେ ୪୦ ଯାତ୍ରୀ

ମାଲକାନଗିରି: ହୁ ହୁ ଜଳିଲା ବସ । ବିଧାୟକ ଯାଉଥିବା ବସ୍ ରେ ଲାଗିଲା ନିଆଁ । ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ମାଲକାନଗିରି ଯିବା ବେଳେ ବସରେ ଅଗ୍ନିକାଣ୍ଡ ।…

ପ୍ରଧାନଶିକ୍ଷୟିତ୍ରୀଙ୍କ ସହ ୱାର୍ଡେନଙ୍କୁ ହାଣିଲେ ଦୁର୍ବୃତ୍ତ, ୱାର୍ଡେନ ମୃତ

ବାଲେଶ୍ବର: ବାଲେଶ୍ବରରେ ବିଳମ୍ବିତ ରାତ୍ରିରେ ହଣାକଟା । ବିଚ୍ ବଜାର ରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସହ ୱାର୍ଡେନଙ୍କୁ ହାଣିଲେ ଦୁର୍ବୃତ୍ତ । ଆକ୍ରମଣରେ ୱାର୍ଡେନ ମୃତ, ରକ୍ତ ଜଡୁବୁଡୁ ଅବସ୍ଥାରେ ପ୍ରଧାନ ଶିକ୍ଷୟିତ୍ରୀ ହସ୍ପିଟାଲରେ ଭର୍ତ୍ତି । ମୃତକ ହେଲେ ବଡସାହି…

ଗିନିଜ୍ ରେକର୍ଡରେ ସ୍ଥାନ ପାଇଲା ଓଡ଼ିଶା ପଖାଳ

ଭୁବନେଶ୍ବର: ଓଡ଼ିଶା ପଖାଳକୁ ମିଳିଲା ଅନ୍ତର୍ଜାତୀୟ ମାନ୍ୟତା । ଗିନିଜ୍ ରେକର୍ଡରେ ସ୍ଥାନ ପାଇଲା ଓଡ଼ିଶା ପଖାଳ । ଗୋଟିଏ ପାତ୍ରରେ ୧୧ ଶହ ୭୪ କେଜିର ପଖାଳ ତିଆରି କରି ବିଶ୍ବ ରେକର୍ଡ ସୃଷ୍ଟି କରିଛି । ଗିନିଜ ରେକର୍ଡକୁ…

ଗ୍ରୀସ ଆଡକୁ ଅଗ୍ରସର ହେଲା ଆମେରିକାର ବିମାନବାହୀ ଯୁଦ୍ଧ ଜାହାଜ

ୱାଶିଂଟନ: ମଧ୍ୟପ୍ରାଚ୍ୟ ଯୁଦ୍ଧରେ ସକ୍ରିୟ ଅଂଶଗ୍ରହଣ କରୁଥିବା ଆମେରିକାର ବିମାନବାହୀ ଯୁଦ୍ଧ ଜାହାଜ ‘ୟୁଏସଏସ ଜେରାଲ୍ଡ ଫୋର୍ଡ’ କ୍ଷତିଗ୍ରସ୍ତ ହେବା ପରେ ବର୍ତ୍ତମାନ ଏହା ପାରସ୍ୟ ଉପସାଗର ଛାଡି ଗ୍ରୀସର ଏକ ବନ୍ଦର ଆଡକୁ ଅଗ୍ରସର ହେଉଛି। ଏହି ଯୁଦ୍ଧଜାହାଜର ଲଣ୍ଡ୍ରି…

ବ୍ୟାଙ୍କ ଜାଲିଆତି ମାମଲାରେ ଅନିଲ ଅମ୍ବାନୀଙ୍କୁ ୮ ଘଣ୍ଟା ସିବିଆଇ ଜେରା

ନୂଆଦିଲ୍ଲୀ: ବ୍ୟାଙ୍କ ଜାଲିଆତି ମାମଲାରେ ସିବିଆଇ ପକ୍ଷରୁ ଗୁରୁବାର ରିଲାଏନ୍ସ ଗ୍ରୁପ୍‌ ଅଧ୍ୟକ୍ଷ ଅନିଲ ଅମ୍ବାନୀଙ୍କୁ ଦୀର୍ଘ ୮ ଘଣ୍ଟା ଜେରା କରାଯାଇଛି। ଏହି ଅବସରରେ ସିବିଆଇ ଅଧିକାରୀମାନେ ଅନିଲଙ୍କ ବୟାନ ରେକର୍ଡ କରିଛନ୍ତି। ଆସନ୍ତାକାଲି (ଶୁକ୍ରବାର) ପୁଣି ସିବିଆଇ କାର୍ଯ୍ୟାଳୟରେ…

କେରଳ ବିଧାନସଭା ନିର୍ବାଚନ: ୯୫ ଆସନରେ ଲଢ଼ିବ କଂଗ୍ରେସ

ଥିରୁବନନ୍ତପୁରମ: କେରଳରେ ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି। ଅନେକ ବିଚାର ବିମର୍ଶ ପରେ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ(ୟୁଡିଏଫ୍) ମେଣ୍ଟ ଆସନ ବଣ୍ଟନ ନେଇ ନିଷ୍କର୍ଷ ପାଇଛି। ଏଥର ମେଣ୍ଟରେ ସନ୍ତୁଳନ ଓ ରଣନୀତିରେ ଖାସ ଧ୍ୟାନ…

ସମୁଦ୍ର ଶଯ୍ୟାରୁ ଇଣ୍ଟରନେଟ କେବୁଲ କାଟିବାକୁ ଇରାନ୍‌ର ଧମକ

ତେହେରାନ: ଇରାନ ପକ୍ଷରୁ ନୂତନ ରଣନୀତି ପ୍ରସ୍ତୁତ କରାଯାଉଥିବା ଜଣାପଡିଛି। ହର୍ମୁଜ ପ୍ରଣାଳୀକୁ ଇରାନ ସମ୍ପୂର୍ଣ୍ଣ ଅବରୋଧ କରିଥିବାବେଳେ ଏହି ଜଳପଥ ଦେଇ ତୈଳ କାରବାର ବାଧାପ୍ରାପ୍ତ ହେବାରେ ଲାଗିଛି। ଇରାନ ବର୍ତ୍ତମାନ ହର୍ମୁଜ ପ୍ରଣାଳୀ ସମୁଦ୍ର ଶଯ୍ୟାରେ ବିଛାଯାଇଥିବା ଇଣ୍ଟରନେଟ…

ସ୍ୱର୍ଣ୍ଣରେଖାରୁ ମିଳିଲା ଶକ୍ତିଶାଳୀ ବୋମା, ସ୍ଥାନୀୟ ଅଞ୍ଚଳରେ ସତର୍କତା ଜାରି

ଝାଡଖଣ୍ଡ : ଝାଡ଼ଖଣ୍ଡର ଜାମସେଦପୁର ଜିଲ୍ଲାର ବାହାରାଗୋରା ଥାନା ଅଞ୍ଚଳ ସ୍ୱର୍ଣ୍ଣରେଖା ନଦୀରୁ ଏକ ସନ୍ଦିଗ୍ଧ ଲୁହା ବସ୍ତୁ ଉଦ୍ଧାର ହୋଇଛି । ଯାହା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପ୍ରଥମେ ଏହି ଲୁହା ବସ୍ତୁଟିକୁ ସାଧାରଣ ବୋଲି…