କାକଟପୁର-ବାଉରୀଆକଣ ରାସ୍ତାରେ ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ
ପୁରୀ: ପୁରୀ ଜିଲ୍ଲା କାକଟପୁର ଥାନା କାକଟପୁର-ବାଉରୀଆକଣ ରାସ୍ତାରେ ଘରକୁ ଫେରୁଥିବା ବେଳେ ଦମ୍ପତିଙ୍କୁ ମାରଣାସ୍ତ୍ରରେ ଆକ୍ରମଣ । ରାସ୍ତାରେ ପୂର୍ବରୁ ଲୁଚି ରହିଥିବା ଦୁବୃତ୍ତ ପନିକିରେ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ଅସ୍ତରଙ୍ଗ ଥାନା ଓସିଆଁ ଗାଁର ଲିଟୁ ମହାନ୍ତି…
୨୨ରେ ଆଉ ଏକ ଲଘୁଚାପ, ରାଜ୍ୟରେ ବଢ଼ିବ ବର୍ଷାର ପ୍ରକୋପ
ଭୁବନେଶ୍ୱର : ୨୨ରେ ପୁଣି ଲଘୁଚାପ। ବଢ଼ିବ ବର୍ଷାର ପ୍ରକୋପ । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଦକ୍ଷିଣ-ପଶ୍ଚିମ ମଧ୍ୟପ୍ରଦେଶ ଓ ସଂଲଗ୍ନ ଉତ୍ତର ବିଦର୍ଭ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି । ଏହାରି ପ୍ରଭାବରେ ମୌସୁମୀ ନିମ୍ନଚାପ…
ପୂଜା ନାଁରେ ଜୋର୍ ଜବରଦସ୍ତି ଚାନ୍ଦା ମାଗି ୩ ଗିରଫ
କଟକ: ପାର୍ବଣରେ ଜୋର ଜବରଦସ୍ତ ଚାନ୍ଦା ମାଗି ପାରିବେନି। ପୂଜା ନାଁରେ ଜବରଦସ୍ତି ଚାନ୍ଦା ମାଗିଲେ ପୋଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଯେଉଁମାନେ ଜବରଦସ୍ତି ପୂଜା ଚାନ୍ଦା ହେଉ ଅବା ବଟି ମାଗୁଛନ୍ତି ସେମାନେ ପୋଲିସ ପୂର୍ବରୁ ଅବଗତ କରାଇଥିଲେ।…
ଖୁବଶୀଘ୍ର ବଜାରକୁ ଆସିବ ଓମଫେଡର ଆଇସକ୍ରିମ୍ ଓ ପାଣି; ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ
ଭୁବନେଶ୍ୱର: ଓଡ଼ିଶାବାସୀଙ୍କ ପାଇଁ ଆସିବାକୁ ଯାଉଛି ଓମଫେଡ୍ର ନୂଆ ଉତ୍ପାଦ। ଓମଫେଡର ବଡ଼ ଧମାକା ବଜାରକୁ ଆସିବ ଓମଫେଡ ଆଇସକ୍ରିମ୍ । ଓମଫେଡ ଆଣିବ ନିଜସ୍ବ ଆଇସକ୍ରିମ । ଖୁବଶୀଘ୍ର ବଜାରକୁ ଆସିବ ଓମଫେଡ ଆଇସକ୍ରିମ । ବିଭିନ୍ନ ଫ୍ଲେଭରରେ ଆସିବ…
ଚାନ୍ଦିପୁରର ବିକଳ୍ପ ସାଜିବ ଜୁନପୁଟ: ପ୍ରତିରକ୍ଷା ମନ୍ତ୍ରଣାଳୟର ନୂଆ ପ୍ରକଳ୍ପକୁ ଗ୍ରୀନ ସିଗ୍ନାଲ
ବାଲେଶ୍ୱର: ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ ଘାଟି ଉପରେ ଦିନକୁ ଦିନ ଚାପ ବଢ଼ିବାରେ ଲାଗିଛି । ଏହି କାର୍ଯ୍ୟଭାରକୁ କମାଇବା ପାଇଁ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି । ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ତଥା…
୨୦୨୯ ସୁଦ୍ଧା ଏନ୍ଡିଏ ନେତୃତ୍ବାଧୀନ ୨୧ ରାଜ୍ୟରେ ୟୁସିସି ଲାଗୁ ହେବ: ଅମିତ୍ ଶାହ
ମୁମ୍ବାଇ: ୨୦୨୯ ଲୋକସଭା ନିର୍ବାଚନ ପୂର୍ବରୁ ଏନ୍ଡିଏ ନେତୃତ୍ବାଧୀନ ୨୧ ରାଜ୍ୟରେ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ ହେବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରବିବାର ପ୍ରତିଶ୍ରୁତି ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରୁ ୩୦ ଦିନିଆ ‘ସେବା…
ଚିଲିର ନର୍ସିଂ ହୋମ୍ରେ ଅଗ୍ନିକାଣ୍ଡ, ୧୬ ବୃଦ୍ଧ ମୃତ
ସାଣ୍ଟିଆଗୋ: ଚିଲିର ଆରାଉକାନିଆ ଅଞ୍ଚଳର ପିତ୍ରୁଫ୍କେନ୍ ସହରରେ ଥିବା ଏକ ନର୍ସିଂ ହୋମ୍ରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୬ ଜଣ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ଶୁକ୍ରବାର ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିବାବେଳେ ଶନିବାର ସକାଳେ ନିଆଁକୁ ଆୟତ୍ତ କରାଯାଇଥିଲା। ଘଟଣାସ୍ଥଳ ରାଜଧାନୀ…
ସମାପ୍ତ ହେଲା ୧୮ତମ BRICS ସମ୍ମିଳନୀ, ଅଂଶଗ୍ରହଣ କରିଥିବା ସମସ୍ତ ଦେଶକୁ ଧନ୍ୟବାଦ ଜଣାଇଲେ ପିଏମ୍ ମୋଦି
ନୂଆଦିଲ୍ଲୀ : ନୂଆଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମରେ ଅନୁଷ୍ଠିତ ୧୮ତମ ବ୍ରିକ୍ସ ସମ୍ମିଳନୀ ସମାପ୍ତ ହୋଇଛି । ଭାରତ ଏହି ସମ୍ମିଳନୀର ଅଧ୍ୟକ୍ଷତା କରିଥିଲା । ଉଦଯାପନୀ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ମିଳନୀରେ ସମସ୍ତ ଦେଶର ସକ୍ରିୟ ଅଂଶଗ୍ରହଣ ଓ…
ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ, ୨ ଜୀବନ୍ତ ଦଗ୍ଧ
ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ସ୍ୱରୂପ ନଗର ଅଞ୍ଚଳରୁ ଏକ ଦୁଃଖଦ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ସେଠାରେ ଥିବା ଏକ ଗୋଦାମରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଫଳରେ ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛି…
ଜୟପୁରରେ ଜରୁରୀ ଅବତରଣ କଲା ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆ ବିମାନ
ନୂଆଦିଲ୍ଲୀ : ଭୋପାଳରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି । ବିମାନରେ ସମସ୍ୟା ଦେଖାଦେବା ପରେ ବିମାନକୁ ଜୟପୁର ଡାଇଭର୍ଟ କରାଯାଇଛି । ଇଂଜିନିରେ ଖରାପ ସୂଚନା ମିଳିବା ପରେ ବିମାନ ଦିଲ୍ଲୀ ଯିବା ପରିବର୍ତ୍ତେ ଜୟପୁର…