SCB ମେଡିକାଲ କଲେଜର ଡାଟା ଏଣ୍ଟ୍ରି ଅପରେଟର ଗିରଫ, ୧.୪ କୋଟି ହେରଫେର ଅଭିଯୋଗ

କଟକ : SCB ମେଡିକାଲ କଲେଜର ଡାଟା ଏଣ୍ଟ୍ରି ଅପରେଟର ଗିରଫ । ଏସସିବି ମେଡିକାଲ କଲେଜରେ ଆର୍ଥିକ ହେରଫେର ଅଭିଯୋଗରେ ଗିରଫ କରାଯାଇଛି । ପୂର୍ବରୁ ଏସସିବି ଅଧୀକ୍ଷକଙ୍କ କାର୍ଯ୍ୟାଳୟର ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଅଟକ ରଖି ପଚରାଉଚରା କରୁଥିଲା…

ବଟି ନଦେବାରୁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ଭୁବନେଶ୍ବର: ଗଣେଶ ପୂଜା ପୂର୍ବରୁ ରାଜଧାନୀ ଭୁବନେଶ୍ବରରେ ଦାଦାବଟି ଆତଙ୍କ । ବଟି ନଦେବାରୁ ଖଣ୍ଡାରେ ଆକ୍ରମଣ । ଭରତପୁର ଥାନା ଅଞ୍ଚଳରେ ଦୋକାନୀଙ୍କଠାରୁ ବଟି ମାଗୁଥିବା ଅଭିଯୋଗ ହୋଇଛି । ରାସ୍ତାରେ ଯାଉଥିବା ଗାଡ଼ିକୁ ଅଟକାଇ ମଧ୍ୟ ଟଙ୍କା ମାଗୁଛନ୍ତି…

ନେପାଳ ବନ୍ୟାରେ ୫ ଓଡ଼ିଆ ନିଖୋଜ, ଜଣେ ଉଦ୍ଧାର

ଭୁବନେଶ୍ୱର : ନେପାଳ ପ୍ରଳୟଙ୍କରୀ ବନ୍ୟାରେ ଫସିଛନ୍ତି ଅନେକ ଓଡ଼ିଆ । ଓଡ଼ିଶାରୁ ବର୍ତ୍ତମାନ ସୁଦ୍ଧା ୫ ଜଣ ନିଖୋଜ ଥିବା ବେଳେ ଜଣଙ୍କ ପତ୍ତା ମିଳିଛି । ନେପାଳକୁ ଯାଇଥିବା ଖୋର୍ଦ୍ଧାର ଜେମାଦେଇ ଅଞ୍ଚଳର ସନ୍ଦୀପ ମହାପାତ୍ର ଓ ତାଙ୍କ…

ସାମୂହିକ ଛୁଟିରେ ଗଲେ ରେଭେନ୍ସା ଅଧ୍ୟାପକ, କଳା ବ୍ୟାଜ୍ ପିନ୍ଧି ପ୍ରତିବାଦ

କଟକ: କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟ ସହିତ ଜଡିତ ବିବାଦ ଆହୁରି ବଢ଼ିବାରେ ଲାଗିଛି। କାରଣ ଶୁକ୍ରବାର ଦିନ ଶିକ୍ଷକମାନେ କ୍ୟାମ୍ପସରେ ରାଜନୈତିକ ହସ୍ତକ୍ଷେପ ଅଭିଯୋଗ କରି ମିଳିତ ଭାବେ ପ୍ରତିବାଦ ଆରମ୍ଭ କରିଛନ୍ତି। ସୂଚନା ଅନୁସାରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘର…

୫୫୦ ଲିଟର ମଦ, ୫ ହଜାର ଲିଟର ପୋଚ ଜବତ

ଯାଜପୁର : ଜିଲ୍ଲା ଅବକାରୀ ସ୍କ୍ବାଡ୍ ଓ ବିଭାଗୀୟ ପୁଲିସ ପକ୍ଷରୁ ଆଜି ସୁକିନ୍ଦା ଥାନା ବ୍ରାହ୍ମଣୀ ନଦୀ ଅବବାହିକାର ହରିପୁର ଓ ମଙ୍ଗରାଜ ନଦୀପଠାର ୧୦ ରୁ ଅଧିକ ଚୋରା ମଦଭାଟିରେ ଚଢ଼ଉ କରାଯାଇଥିଲା। ମୋଟ୍‌ ୫୫୦ ଲିଟର ରନ୍ଧା…

ରାଜଧାନୀର ବିଭିନ୍ନ ମିଠା ଦୋକାନରେ ଚଢାଉ, ଚାଲିଛି ବାସୀ ଓ ଅପମିଶ୍ରିତ ମିଠାର ଯାଞ୍ଚ

ଭୁବନେଶ୍ୱର ୨୭।୦୮ : ଆକ୍ସନରେ ଖାଦ୍ୟ ନିରାପତ୍ତା ବିଭାଗ । ରାକ୍ଷୀ ପୂର୍ଣ୍ଣିମା ପାଇଁ ବଜାରରେ ମିଠା ବିକ୍ରି ଜୋରଦାର ଚାଲିଛି । କେଉଁ ମିଠା ଭେଜାଲ, କେଉଁ ମିଠା ଅପମିଶ୍ରିତ । ସେନେଇ ଏକାସାଙ୍ଗେ ବିଭିନ୍ନ ସ୍ଥାନରେ ଚଢାଉ କରୁଛି…

ବଙ୍ଗୋପସାଗର ମଝିରୁ ‘ମାତୁୟାନାମା’ ଉଦ୍ଧାର, ୨୮ ଦିନ ଧରି ଥିଲା ନିଖୋଜ

ଭୋଗରାଇ ୨୭।୮: ଆନ୍ଧ୍ରପ୍ରଦେଶ ଉପକୂଳରୁ ୨୮ ଦିନ ଧରି ନିଖୋଜ ଥିବା ଟ୍ରଲର ଉଦ୍ଧାର । ମାତୁୟାନାମା ନାମକ ଏହି ଟ୍ରଲରକୁ ବଙ୍ଗୋପସାଗର ମଝିରୁ ଉଦ୍ଧାର କରିଛନ୍ତି ପଶ୍ଚିମବଙ୍ଗ ଦୀଘା ବେଳାଭୂମିର ମତ୍ସ୍ୟଜୀବୀ । ବୁଧବାର ପଶ୍ଚିମବଙ୍ଗର କାଳୀଗଙ୍ଗା ଟ୍ରଲର ୧୩…

ଆନ୍ଧ୍ରର ‘ନେରେଡ଼ି’ ପ୍ରକଳ୍ପ ପାଇଁ ଜମି ଦେବ ଓଡ଼ିଶା: ଗଜପତିର ୧୦୬ ଏକର ଜମି ଅଧିଗ୍ରହଣ ହେବ

ପାରଳାଖେମୁଣ୍ଡି : ବଂଶଧାରା ନଦୀ ଉପରେ ଆନ୍ଧ୍ରପ୍ରଦେଶର ପ୍ରସ୍ତାବିତ ନେରେଡ଼ି ବ୍ୟାରେଜ୍‌ ପାଇଁ ଗଜପତି ଜିଲ୍ଲାରୁ ୧୦୬ ଏକର ଜମି ଅଧିଗ୍ରହଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ କାଶୀନଗର ତହସିଲ ଅଞ୍ଚଳରେ ଜମି ଚିହ୍ନଟ ଓ ଯାଞ୍ଚ ପାଇଁ ପ୍ରଶାସନିକ…

ଟ୍ରେନ୍ ଧକ୍କାରେ ଦଶମ ଶ୍ରେଣୀ ଛାତ୍ରର ମୃତ୍ୟୁ

ଲକ୍ଷ୍ମୀପ୍ରସାଦ: ବୌଦ୍ଧ ଥାନା ଖମାରୀପଡା ଗ୍ରାମ ନିକଟରେ ଗୁରୁବାର ଅପରାହ୍ନରେ ଟ୍ରେନ୍ ଧକ୍କାରେ ଜଣେ ଦଶମ ଶ୍ରେଣୀ ଛାତ୍ରର ମୃତ୍ୟୁ ଘଟିଛି। ମୃତ ଛାତ୍ର ଲକ୍ଷ୍ମଣ ଦାସ। ମିଳିଥିବା ସୂଚନା ଅନୁଯାୟୀ ସ୍ଥାନୀୟ ଖଣ୍ଡପଡ଼ା ଗ୍ରାମର ଧର୍ମେନ୍ଦ୍ର ଦାଶଙ୍କ ପୁଅ ଲକ୍ଷ୍ମଣ…

ତାମିଲନାଡ଼ୁ ଅର୍ଥମନ୍ତ୍ରୀଙ୍କ ଲାଞ୍ଚ ମନ୍ତବ୍ୟକୁ ନେଇ ଘେରିଲେ ବିରୋଧୀ

ଚେନ୍ନାଇ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ନେତୃତ୍ୱାଧୀନ ସରକାର ଏବେ ନିଜ ଅର୍ଥମନ୍ତ୍ରୀଙ୍କ ଲାଞ୍ଚ ସମ୍ପର୍କିତ ମନ୍ତବ୍ୟକୁ ନେଇ ଅଡ଼ୁଆରେ ପଡ଼ିଛି। ରାଜ୍ୟ ଅର୍ଥମନ୍ତ୍ରୀ ଏନ୍‌. ମାରି ୱିଲସନ ବିଧାନସଭାରେ ପୂର୍ବ ଡିଏମ୍‌କେ ସରକାର ସମୟରେ ନିଜ ଶିକ୍ଷାନୁଷ୍ଠାନ ପାଇଁ…