ପୁଣି ଉପରମୁହାଁ ପିଆଜ ଦର, ଖୁଚୁରା ବଜାରରେ ୭୦ ଛୁଇଁଲା ରେଟ
କଟକ : ପିଆଜ ଦରରେ ନିଆଁ ! ଖୁଚୁରା ବଜାରରେ ଦର ୭୦ ଛୁଇଁଲା । ପିଆଜ ପୁଣି ଉପରମୁହାଁ । ୬୦ରୁ ୭୦ ଟଙ୍କା ଛୁଇଁଲାଣି । ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର କିଲୋଗ୍ରାମ୍ ପିଛା ବୃଦ୍ଧି…
ଛାତ୍ରାବାସରେ ରାଗିଂ, ଷଷ୍ଠ ଶ୍ରେଣୀ ଛାତ୍ରକୁ ଦଶମ ଶ୍ରେଣୀ ଛାତ୍ର ମାଡ଼ ମାରିଥିବା ଅଭିଯୋଗ
ରାୟଗଡ଼ା: ରାୟଗଡ଼ାରେ ପୁଣି ଛାତ୍ରାବାସରେ ରାଗିଂ । ଜଣେ ଜୁନିୟର ଛାତ୍ରଙ୍କୁ ସିନିୟର୍ ଛାତ୍ର ମାଡ ମାରିଥିବା ଅଭିଯୋଗ ହୋଇଛି । ରାୟଗଡା ଜିଲ୍ଲା ପେଣ୍ଟା ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ଯାଳୟରେ ଘଟିଛି ଘଟଣା । ଭିଡିଓ ଭାଇରାଲ ପରେ ଛାତ୍ରଙ୍କ…
ପାରାଦୀପ ବନ୍ଦରରେ ପ୍ରଥମଥର ଲାଗିଲା ବିଶାଳ Capesize ଜାହାଜ
ପାରାଦୀପ: ପାରାଦୀପ ବନ୍ଦରରେ ନୂଆ ରେକର୍ଡ । ପାରାଦୀପ ବନ୍ଦରରେ Capesize ଜାହାଜ । ପ୍ରଥମଥର ୱେଣ୍ଟର୍ଣ୍ଣ ଡକରେ ଲାଗିଲା ୧୬.୫ ମିଟର ଡ୍ରାଫ୍ଟର ବିଶାଳ Capesize ଜାହାଜ । ପ୍ରଥମଥର ପାଇଁ ୧୬.୫ ମିଟର ଡ୍ରାଫ୍ଟ ଥିବା ଏକ ବିଶାଳ…
ବୁଝିଲାନି ମନ, ସର୍ପାଘାତରେ ମୃତ ପୁଅର ଚିକିତ୍ସା ପାଇଁ ମୃତଦେହକୁ ଧରି ୪ଶହ କିଲୋମିଟର ଆସିଲା ମା’
ଖଇରା : ମାଆ ଯାଇଥିଲା ଏକମାତ୍ର ପୁଅ ଓ ଝିଅକୁ ନେଇ ଭାଇ ହାତରେ ରାଖି ବାନ୍ଧିବା ପାଇଁ। ହସଖୁସିରେ ବାପ ଘରେ କଟି ଥିଲା ସମୟ ହେଲେ ଗତକାଲି ରାତିରେ ଘଟିଥିଲା ଅଘଟଣ ସାପ କାମୁଡାରେ ଚାଲି ଯାଇଥିଲା ପୁଅର…
ଲଗାଣ ବର୍ଷାରେ ମାଟିଘର ଭୁଶୁଡ଼ି ୪ ମୃତ
କାନପୁର: ଉତ୍ତରପ୍ରଦେଶର କାନପୁର ଜିଲ୍ଲା ଘାଟମପୁର ଥାନା ଅନ୍ତର୍ଗତ ହିରଣୀ ଗାଁରେ ରବିବାର ସକାଳେ ମାଟି ଘର ଭୁଶୁଡ଼ି ୪ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ୪୫ ବର୍ଷୀୟ ଦିନମଜୁରିଆ ମୁକେଶ ଓ ତାଙ୍କ ୩ ଝିଅ ଅଛନ୍ତି।…
ଦିଲ୍ଲୀରେ ଭୁଶୁଡିଲା ୫ ମହଲା କୋଠା, ଭଗ୍ନାବଶେଷ ତଳେ ଅନେକ ଫସିଥିବା ଆଶଙ୍କା
ନୂଆଦିଲ୍ଲୀ: ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ସତ୍ୟ ନିକେତନ ନିକଟରେ ଏକ କୋଠା ଭୁଶୁଡ଼ି ପଡ଼ିଛି । ଯାହା ପିଲାଙ୍କ ହଷ୍ଟେଲ ବୋଲି ସୂଚନା ମିଳିଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି । ଅନେକ ଲୋକ ଭଗ୍ନାବଶେଷ ତଳେ ଫସି…
ଭାରତରୁ ଧରାପଡ଼ିଲା ଆମେରିକାର ମୋଷ୍ଟ ୱାଣ୍ଟେଡ୍ ମଞ୍ଜିତ ସିଂହ ବେଦୀ
ନୂଆଦିଲ୍ଲୀ: ଆମେରିକାର ମୋଷ୍ଟ ୱାଣ୍ଟେଡ୍ ଫ୍ରଡ୍ ଭାରତରେ ଗିରଫ । ବଡ ଧରଣର ଠକେଇ ମାମଲାର ଅଭିଯୁକ୍ତ ମଞ୍ଜିତ ସିଂହ ବେଦୀଙ୍କୁ ଭାରତରେ ଗିରଫ କରାଯାଇଛି । ତାଙ୍କ ବିରୋଧରେ ଆମେରିକୀୟ ସରକାରୀ ଯୋଜନାରେ ୬ ଲକ୍ଷ ଡଲାରରୁ ଅଧିକ ଠକେଇ…
୨ଟି ଆମେରିକୀୟ ଯୁଦ୍ଧ ଜାହାଜକୁ ଇରାନର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ ପରେ ପାଲଟା ଆକ୍ରମଣ କଲା ଆମେରିକା
ନୂଆଦିଲ୍ଲୀ: ଆମେରିକୀୟ ଯୁଦ୍ଧ ଜାହାଜକୁ ଇରାନର କ୍ଷେପଣାସ୍ତ୍ର ମାଡ଼ । ୩ ତୈଳ ଟ୍ୟାଙ୍କର ଉପରେ ଆମେରିକାର ପ୍ରତିଆକ୍ରମଣ । ଦୁଇଟି ଟ୍ୟାଙ୍କର ଅଚଳ, ଖାଲି ଥିବା ତୃତୀୟ ଜାହାଜ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଥିବା ସେଣ୍ଟକମ୍ ର ଦାବି । ଆଇଆରଜିସି…
ବିବାହ ଭୋଜିରେ ଭୟାବହ ଅଗ୍ନିକାଣ୍ଡ, ୨୨ ମୃତ, ଅନେକ ଆହତ
କଙ୍ଗୋ: ମଧ୍ୟ ଆଫ୍ରିକାର କଙ୍ଗୋ ଦେଶର ରାଜଧାନୀ କିଂଶାସାରେ ଚାଲିଥିବା ବିବାହ ଉତ୍ସବ ଶୋକରେ ପରିଣତ ହୋଇଛି । ଶୁକ୍ରବାର ରାତିରେ ଏକ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଫଳରେ ଏହି ଦୁର୍ଘଟଣାରେ ୨୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ…
ଝାଡ଼ଖଣ୍ଡ ସରକାରଙ୍କ ଉଚ୍ଚଶିକ୍ଷା ମନ୍ତ୍ରୀ ସୁଦିବ୍ୟ କୁମାର ସୋନୁଙ୍କ ପରଲୋକ
ଝାଡ଼ଖଣ୍ଡ : ଝାଡ଼ଖଣ୍ଡରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଝାଡ଼ଖଣ୍ଡ ସରକାରଙ୍କ ମନ୍ତ୍ରୀ ଏବଂ ଗିରିଡିହ ବିଧାୟକ ସୁଦିବ୍ୟ କୁମାର ସୋନୁଙ୍କ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁ ପରେ ସମଗ୍ର ଅଞ୍ଚଳରେ ଶୋକର ବାତାବରଣ ସୃଷ୍ଟି ହୋଇଛି…