ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଛୁରି ଭୁଷି ହତ୍ୟା
ଖଲ୍ଲିକୋଟ: ପାର୍ବଣରେ ପୁଣି ଅଶାନ୍ତ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ବୀଭତ୍ସ ଭାବେ ଛୁରାମାଡ଼ କରାଯାଇଛି । ଏଥିରେ ଯୁବକଙ୍କ ମୃତ୍ୟୁ ଘଟିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା…
ବିଦ୍ୟୁତ ଆଘାତ ଲାଗି ଚାଲିଗଲା ଦୁଇ ଜୀବନ
ଢେଙ୍କାନାଳ: ବିଦ୍ୟୁତ ଆଘାତ ନେଲା ଦୁଇ ଜୀବନ । ଢେଙ୍କାନାଳ ଜିଲ୍ଲା ରାସୋଳ ଓ ଗଁନ୍ଦିଆ ଥାନା ଅଂଚଳରେ ଘଟିଛି ଏଭଳି ଅଭାବନୀୟ ଅଘଟଣ । ଗଁନ୍ଦିଆ ଥାନା ଅନ୍ତର୍ଗତ ଧନିଆନାଳୀ ଗ୍ରାମର ୩ ବର୍ଷର ଶିଶୁ କନ୍ୟାର କରେଣ୍ଟ ଲାଗି…
ଏମକେସିଜି ମେଡିକାଲ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଅଗ୍ନିକାଣ୍ଡ
ବ୍ରହ୍ମପୁର : ବ୍ରହ୍ମପୁର ଏମକେସିଜି ମେଡିକାଲରେ ଅଗ୍ନିକାଣ୍ଡ। ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଅଗ୍ନିକାଣ୍ଡ । ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତି ବିଭାଗର ଦ୍ୱିତୀୟ ମହଲାରେ ଥିବା ଅପରେସନ ଥିଏଟରର ନିଶ୍ଚେତକ କକ୍ଷରେ ଅଗ୍ନିକାଣ୍ଡ…
ଅକ୍ଟୋବରରେ ଓଡ଼ିଶା ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ !
ଭୁବନେଶ୍ୱର : ଓଡ଼ିଶାରେ ସଂଗଠନକୁ ଅଧିକ ସକ୍ରିୟ କରିବା ସହ ଯୁବପିଢ଼ିକୁ ନିଜ ସହ ଯୋଡ଼ିବା ପାଇଁ ବଡ଼ ପ୍ରସ୍ତୁତି ଆରମ୍ଭ କରିଛି କଂଗ୍ରେସ । ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆସନ୍ତା ଅକ୍ଟୋବରରେ ଓଡ଼ିଶା ଆସିବାର ସମ୍ଭାବନା…
ଦାରା ସିଂଙ୍କ ମୁକ୍ତି ଆବେଦନ ଖାରଜ
ଭୁବନେଶ୍ୱର : ଦାରା ସିଂଙ୍କ ମୁକ୍ତି ଆବେଦନ ଖାରଜ । ଏବେ ଜେଲ୍ ରୁ ମୁକୁଳିବେନି ଦାରା ସିଂ। ମୁକ୍ତିକୁ ବିରୋଧ କଲା ସେଣ୍ଟେନ୍ସ ରିଭ୍ୟୁ ବୋର୍ଡ। ୧୯୯୯ର ବହୁଚର୍ଚ୍ଚିତ ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ୍ ଷ୍ଟେନ୍ସ ଓ ତାଙ୍କ ଦୁଇ ନାବାଳକ…
ମହିଳାଙ୍କୁ ଟାଣି ନେଲା କୁମ୍ଭୀର, ଚାଲିଗଲା ଜୀବନ
ମହାକାଳପଡ଼ା: ମହିଳାଙ୍କୁ ଭିଡ଼ି ନେଲା ବଉଳା କୁମ୍ଭୀର । ଘର ଲିପିବା ପାଇଁ ନିକଟ ନଈକୂଳକୁ କାଦୁଅ ଆଣିବାକୁ ଯାଇଥିବା ବେଳେ ଅଘଟଣ । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଖରିନାଶି ଗାଁରେ ଦେଖିବାକୁ ମିଳିଛି ଏହି ଘଟଣା । ମହିଳା…
ସିଙ୍ଗାରି ପଞ୍ଚାୟତରେ ୧୩ ଟିକିଆ ହାତୀପଲଙ୍କ ଉପଦ୍ରବ: ବ୍ୟାପକ ଫସଲ ନଷ୍ଟ, ଗ୍ରାମବାସୀ ଆତଙ୍କିତ
କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତରେ ପୁଣି ଥରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଏକ ୧୩ ଟିକିଆ ହାତୀପଲ ଅଞ୍ଚଳରେ ପ୍ରବେଶ କରି ବ୍ୟାପକ ଫସଲ ନଷ୍ଟ କରୁଥିବାରୁ ସ୍ଥାନୀୟ ଚାଷୀ ଓ ଗ୍ରାମବାସୀଙ୍କ ମଧ୍ୟରେ…
ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଆସୁଛି ୩ଟି ବାତ୍ୟା !
ଭୁବନେଶ୍ୱର: ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଆସିପାରେ ୩ଟି ବାତ୍ୟା! ଭାରତ ମହାସାଗରରେ ଆସିପାରେ ୩ଟି ଟ୍ରପିକାଲ ସାଇକ୍ଲୋନ୍। ଝଡ଼ର ତୀବ୍ରତା ଓ ଅବଧିକୁ ମାପୁଥିବା Power Dissipation Index-PDI ତଥ୍ୟ କୁ ଆଧାର କରି କିଛି ଏଭଳି ସଙ୍କେତ ଦେଇଛି ଇସ୍ରୋ।…
ରାଜ୍ୟରେ ଲାଗୁ ହେବ ୟୁସିସି ! ସମସ୍ତଙ୍କୁ ମିଳିବ ସମାନ ଅଧିକାର
ଭୁବନେଶ୍ୱର: ୨୦୨୯ ସୁଦ୍ଧା ଏନ୍ଡ଼ିଏ ନେତୃତ୍ୱାଧୀନ ୨୧ ଟି ରାଜ୍ୟରେ ସମାନ ନାଗରିକ ସଂହିତା ବା ୟୁସିସି ଲାଗୁ ହେବା ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଘୋଷଣା କରିଛନ୍ତି। ଏହା ଘୋଷଣା ପରେ ଓଡ଼ିଶାରେ ଏହାକୁ ନେଇ ଚର୍ଚ୍ଚା ଜୋର…
ମାନସିକ ଚାପ ହ୍ରାସ ପାଇଁ ଓପନ୍ ଏନକ୍ଲୋଜରକୁ ଯିବେ ୫ ଶିଶୁ ଓରାଙ୍ଗଉଟାନ
ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ଉଦ୍ଧାର କରାଯାଇଥିବା ପାଞ୍ଚଟି ଶିଶୁ ଓରାଙ୍ଗଉଟାନଙ୍କ ନସିକ ଚାପ ହ୍ରାସ ମାକରିବା ଉଦ୍ଦେଶ୍ୟରେ ସେମାନଙ୍କୁ ଏକ ଖୋଲା ଆକାଶ ତଳକୁ ସ୍ଥାନାନ୍ତର କରିବା ନେଇ ବିଚାରବିମର୍ଶ କରୁଛନ୍ତି। ଏହି ପ୍ରସ୍ତାବ ଉପରେ…